Home Left

ଚାଲିଥିଲା ବାପାଙ୍କ ଦଶାହ, ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପୁଅ: ଆଉ ତା’ପରେ ଘଟିଗଲା…

ଆସିକା,୨୦।୧୧: ଗଞ୍ଜାମ ଆସିକା ବ୍ଲକର ସିଦ୍ଧନଇ ପଂଚାୟତ ଅନ୍ତର୍ଗତ ଅତରଙ୍ଗ ଗ୍ରାମରେ ଗୁରୁବାର ଘଟିଛି ଏକ ଦୁଃଖଦ ତଥା ଅଭାବନୀୟ ଘଟଣା। ବାପାଙ୍କ ମୃତ୍ୟୁର ଦଶାହରେ ପୁଅଙ୍କ ମୃତ୍ୟୁ ଭଳି ଘଟଣା ଗାଁରେ ଶୋକର ଛାୟା ଖେଳାଇଦେଇଛି। ଅତରଙ୍ଗ ଗ୍ରାମର ଉଦୟ…

କୁଳଡିହାରେ ଆଜିଠୁ ବାଘ ଗଣନା ଆରମ୍ଭ

ନୀଳଗିରି,୨୦।୧୧: ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଏଥିରେ ୭୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ରହିଛନ୍ତି। ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ…

ଜୟ ଢୋଲକିଆଙ୍କୁ ଆଜିଠୁ ମିଳିବ ଏତେଟଙ୍କା ଦରମା, ସାଙ୍ଗରେ ମିଳିବ କାର୍‌…

ଭୁବନେଶ୍ୱର,୨୦ା୧୧: ନୂଆପଡା ଉପନିର୍ବାଚନରେ ଭାଜପା ପାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସେ ବିଧାୟକ ଭାବେ ଶପଥ ଗ୍ରହଣ କରିବେ। ତେବେ ଜାଣିଛନ୍ତି କି ତାଙ୍କୁ ବିଧାୟକ ଭାବେ କେତେ ଟଙ୍କା ଦରମା ମିଳିବ? ଜଣେ ସାଧାରଣ…

କେମିତି ଅଛନ୍ତି ଧର୍ମେନ୍ଦ୍ର: ଆସିଲା ବଡ଼ ଅପ୍‌ଡେଟ୍‌

ଗୋଟିଏ ସପ୍ତାହ ପୂର୍ବରୁ ୮୯ ବର୍ଷୀୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ସେ ଘରକୁ ଫେରିଥିଲେ। ବର୍ତ୍ତମାନ ସେ ଘରେ ଚିକିତ୍ସିତ ହେଉଛନ୍ତି ଏବଂ ସୁସ୍ଥ ହେଉଛନ୍ତି। ପ୍ରଶଂସକମାନେ ଏହି ବରିଷ୍ଠ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା…

ମସ୍କ-ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଥମିଲା : କହିଲେ, ‘Thank You’

ଓ୍ବାଶିଂଟନ୍‌,୨୦।୧୧: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ (MBS) ଆମେରିକା ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଏବଂ ରଣନୈତିକ ଆଲୋଚନା ପାଇଁ ବିଶ୍ୱସ୍ତରୀୟ ଚର୍ଚ୍ଚାରେ ସ୍ଥାନ ପାଇଥିଲେ। କିନ୍ତୁ ଏହି ଗସ୍ତର ଗୋଟିଏ ଚିତ୍ର ସୋସିଆଲ ମିଡିଆରେ…

ପ୍ରେମ ବ୍ୟାପାର: ଯୁବତୀ ନେଲେ ଚରମ ନଷ୍ପତ୍ତି

ଭୁବନେଶ୍ୱର,୨୦ା୧୦(ସତ୍ୟଜିତ ରାଉତ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପ୍ରାଚୀବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଫ୍ୟାନ୍‌ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ଜଣକ ହେଲେ କଟକ ଜିଲା ନିଆଳି ଅଞ୍ଚଳର ମୋନାଲିସା ମହାନ୍ତି(୨୨)। ପୋଲିସ ମୃତେଦହ ଜବତ କରି କ୍ୟାପିଟାଲ ହସ୍ପିଟାଲ…

ଭାରତ-ଆମେରିକା ମଧ୍ୟରେ ହୋଇଗଲା ମେଗା ଡିଲ୍‌: ଚାହିଁରହିଗଲା ପାକିସ୍ତାନ

ଓ୍ବାଶିଂଟନ୍‌,୨୦।୧୧: ଆମେରିକା ଭାରତ ପାଇଁ ୯୩ ନିୟୁତ ଡଲାରର ଏକ ସାମରିକ ପ୍ୟାକେଜ ମଞ୍ଜୁର କରିଛି। ଏହା ଦ୍ୱାରା ଭାରତ ଜାଭେଲିନ ଆଣ୍ଟି-ଟ୍ୟାଙ୍କ ମିସାଇଲ ଏବଂ ଏକ୍ସକାଲିବର ପ୍ରିସିସନ-ଗାଇଡେଡ ଆର୍ଟିଲାରୀ ରାଉଣ୍ଡର ଏକ ନୂତନ ବ୍ୟାଚ କିଣିପାରିବ। ଏହି ଅନୁମୋଦନ ଅନୁଯାୟୀ,…

ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ:ପୁଣି କୋଇଡା ଛାତି ଉପରୁ ସଶସ୍ତ୍ର ଲୁଟ , ବନ୍ଧୁକ ଦେଖାଇ…

ବଣାଇଁ,୨୦।୧୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ତଥା ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି ।…

ସାଲିଆସାହିରେ ଭାଙ୍ଗିବ ୫୫୬ ଘର

ଭୁବନେଶ୍ୱର,୧୯ା୧୦: ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍‌ସି, ବିଡିଏ, କମିଶନରେଟ୍‌ ପୋଲିସ, ୱାଟ୍‌କୋ, ଆର୍‌ଆଣ୍ଡବି, ଟାଟା ପାୱାରର ମିଳିତ ଟିମ୍‌ ଘର ଭଙ୍ଗା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି।…

ଗୋଚାଲାଣ ବେଳେ ଭୟଙ୍କର ଦୁର୍ଘଟଣା: ଜଳିଗଲେ ୧୨ ଗୋରୁ

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ନିକଟରେ ଓଲଟି ପଡିଲା ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ବେଳେ ଗାଡ଼ିରେ ନିଆଁ ଲାଗି ଜଳି ଯାଇଛି। ବୁଧବାର ବିଳମ୍ବିତ…

ଏଇ ଭାରତରେ

ଚେନ୍ନାଇର ପେରୁଙ୍ଗୁଡ଼ି ବର୍ଜ୍ୟ ପାହାଡ଼ ଭାବେ ଜଣାଶୁଣା। ୯୬ ଏକରରେ ଏହା ପରିବ୍ୟାପ୍ତ। ଏଠାରେ ୧.୭ ମିଲିୟନ କ୍ୟୁବିକ ମିଟର ବର୍ଜ୍ୟ ଠୁଳ ହୋଇଥାଏ। କହିବାକୁ ଗଲେ ଏହାର ଆକାର ୨୦ଟି ଫୁଟବଲ ଖେଳପଡ଼ିଆ ସହ ସମାନ। ଏବେ ଏହି ବର୍ଜ୍ୟକୁ…

ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଏୟାରଫୋର୍ସ ଯବାନ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୦ା୧୧(ସତ୍ୟଜିତ ରାଉତ):ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଏୟାରଫୋର୍ସର ଜଣେ ଯବାନଙ୍କୁ ବୁଧବାର ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର ଗୋଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?