ଜେଲରୁ ବାହାରିବେ ଇମ୍ରାନ! ଜାଣନ୍ତୁ କେଉଁ ମାମଲାରେ ମିଳିବ ଜାମିନ…
ଇସଲାମାବାଦ,୯।୬: ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ସଭାପତି ବାରିଷ୍ଟର ଗୌହର ଅଲି ଖାନ ଦାବି କରିଛନ୍ତି ଯେ ଦଳର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ଏବେ ଜାମିନ ମିଳିବ। ଏଥିପାଇଁ ଜୁନ ୧୧ ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ…
୨୦ରୁ ଅଧିକ ସହରରେ କୁକୁର ବୁଲାଇବା ଉପରେ ଲାଗିଲା ପ୍ରତିବନ୍ଧକ, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ତେହେରାନ,୯।୬: ସାମାଜିକ ବ୍ୟବସ୍ଥା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଇରାନ ୨୦ରୁ ଅଧିକ ସହରରେ କୁକୁର ବୁଲିବା ଉପରେ ନିଷେଧାଦେଶ ଜାରି କରିଛି। ତେହେରାନ-ଭିତ୍ତିକ ଫରାଜ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଯେଉଁ ସହରଗୁଡ଼ିକରେ ଏହି ନିଷେଧ ଲାଗୁ କରାଯାଇଛି ସେଗୁଡ଼ିକ…
ଲୋକାଲ ଟ୍ରେନ୍ରେ ବଡ଼ ଦୁର୍ଘଟଣା: ଟ୍ରେନ୍ରୁ ପଡ଼ି ୮ ଯାତ୍ରୀଙ୍କ ଚାଲିଗଲା ଜୀବନ
ଥାନେ,୯।୬: ମହାରାଷ୍ଟ୍ରର ଥାନେରେ ଏକ ଲୋକାଲ ଟ୍ରେନ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁମ୍ବାଇର ହୃଦସ୍ପନ୍ଦନ କୁହାଯାଉଥିବା ଲୋକାଲ ଟ୍ରେନ୍ରୁ ପଡ଼ି ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହି ସମୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆଜି ସକାଳ…
କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡ଼ା,୯ା୬: କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଏହା ପରେ ସର୍କିଟ୍ ହାଉସ୍ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ…
ଲୌହ ମାନବୀ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ
ଭଦ୍ରକ,୯ା୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଲୌହ ମାନବୀ ଓଡ଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଲୌହ ମାନବୀ ନନ୍ଦିନୀ ଶତପଥୀ। ଜମିଜମା କ୍ଷେତ୍ରରେ ଭୂ-ସଂସ୍କାର ଆଇନ ପ୍ରଣୟନଠାରୁ ଆରମ୍ଭ କରି ଓଡିଶାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ବୋଲି…
ଭାରତର ବନ୍ଧୁକୁ ମିଳିମିଶି ଧମକ ଦେଉଛନ୍ତି ତୁର୍କୀ-ପାକିସ୍ତାନ!
ନୂଆଦିଲ୍ଲୀ,୯।୬: ପାକିସ୍ତାନଠାରୁ ଯୁଦ୍ଧ ହାରିବା ସତ୍ତ୍ୱେ, ଏହାର ପ୍ରଚାର ମେଶିନ ସକ୍ରିୟ ଅଛି ଏବଂ ଏଥର ଏହାକୁ ଚାଇନା ଏବଂ ତୁର୍କୀ ଭଳି ଦେଶରୁ ଖୋଲା ସମର୍ଥନ ମିଳୁଛି। ଏବେ ତୁର୍କୀ ପାକିସ୍ତାନର ମିଥ୍ୟା ଦାବିକୁ ପ୍ରୋତ୍ସାହିତ କରି ଭାରତର ବନ୍ଧୁ…
ବାଇକ୍ରେ ଘରକୁ ଫେରୁଥିବାବେଳେ ପୂର୍ବତନ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ
ବାସୁଦେବପୁର,୯ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗିରିଶ ଚନ୍ଦ୍ର ସାମଲଙ୍କୁ କିଛି ବ୍ୟକ୍ତି ଛୁରି ଓ ରଡ୍ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସାମଲ ନିଜ ଘର ନନ୍ଦପୁରରୁ ବାଇକ୍ ଯୋଗେ ରବିବାର ସନ୍ଧ୍ୟାରେ ବାସୁଦେବପୁର…
ମୋତେ ଚାପୁଡ଼ା ମାରିବା ଉଚିତ୍ ଥିଲା… ଆୟାରଙ୍କୁ ନେଇ କାହିଁକି ଏମିତି କହିଲେ ଶଶାଙ୍କ ସିଂ
ନୂଆଦିଲ୍ଲୀ,୯।୬:IPL 2025 ଶେଷ ହୋଇସାରିଛି। କିନ୍ତୁ ମ୍ୟାଚ ସହିତ ଜଡିତ କଥା ଏବେ ବି ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି। କ୍ୱାଲିଫାୟର-୨ରେ ଶଶାଙ୍କ ସିଂହ ରନ ଆଉଟ ହେବା ପରେ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାସ ଆୟର ବହୁତ ରାଗିଯାଇଥିଲେ ଏବଂ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘେଷଣା: ଅଧିକ ସନ୍ତାନ ପ୍ରସବ କଲେ ମିଳିବ ମୋଟା ଅଙ୍କର ରାଶି
ଅମରାବତୀ,୯।୬: ସାରା ବିଶ୍ୱରେ ବର୍ଦ୍ଧିତ ଜନସଂଖ୍ୟାକୁ ନେଇ ସରକାର ଚିନ୍ତିତ ଥିବା ବେଳେ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ପ୍ରଜନନ ହାର ହ୍ରାସ ନେଇ ଚିନ୍ତିତ। ସେଥିପାଇଁ ସେ ରାଜ୍ୟରେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଉପରେ…
ପରକୀୟା ପ୍ରୀତିରୁ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କଲେ ସ୍ବାମୀ
ଗଜପତି,୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର…
ହିଂସାର ନିଆଁରେ ଜଳୁଛି ଲସ ଆଞ୍ଜେଲସ୍, ନ୍ୟାଶନାଲ ଗାର୍ଡ ନିୟୋଜିତ ହେବା ସତ୍ତ୍ୱେ ବି ଥମୁନି
ଓ୍ବାଶିଂଟନ,୯।୬: ଆମେରିକାର ଲସ ଆଞ୍ଜେଲସରେ ପ୍ରବାସୀ ପ୍ରସଙ୍ଗରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ। ଲସ ଆଞ୍ଜେଲସର ରାସ୍ତାରେ ଅରାଜକତାର ପରିବେଶ ଦେଖାଦେଇଛି ଏବଂ ଅନେକ ସ୍ଥାନରେ କାରଗୁଡିକୁ ପୋଡ଼ି ଦେଉଥିବା ଦେଖାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ ଆଞ୍ଜେଲସରେ ନ୍ୟାଶନାଲ…
ବିଶ୍ୱର ସବୁଠୁ ଧନୀ ଦେଶ କିଏ ଜାଣନ୍ତି, ଆମେରିକା କି ଚାଇନା ନୁହେଁ…
ବିଶ୍ୱରେ ପ୍ରାୟ ୧୯୫ଟି ଦେଶ ଅଛି। ପ୍ରତ୍ୟେକ ଦେଶର ନିଜସ୍ବ ବିଶେଷତ୍ୱ ଅଛି। କିଛି ଦେଶ ସେମାନଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ, କିଛି ସେମାନଙ୍କର ବୈଷୟିକ ବୁଝାମଣା ପାଇଁ। ସେହିପରି, କିଛି ଦେଶ ବହୁତ ଧନୀ ଏବଂ କିଛି ବହୁତ…
Archives


