Home Left

ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ପାକ୍‌, ବିଶ୍ୱରେ ଚହଳ

ଇସଲାମାବାଦ,୨୦।୬: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ ଡାର୍‌ ଏକ ଟିଭି ସାକ୍ଷାତକାରରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନର ଦୁଇଟି ପ୍ରମୁଖ ବାୟୁସେନା ଘାଟି ନୁର ଖାନ (ରାୱଲପିଣ୍ଡି) ଓ ଶୋରକୋଟ (ପଞ୍ଜାବ) ଉପରେ…

କାହିଁକି ୭ ବର୍ଷ ପରେ ଚାଇନା ଯିବେ ପ୍ରତିରକ୍ଷା ମନ୍ତ୍ରୀ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୦।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚାଇନା ଗସ୍ତରେ ଯାଉଛନ୍ତି। ସେ ୨୫ ରୁ ୨୭ ଜୁନ ପର୍ଯ୍ୟନ୍ତ ଚାଇନା ଗସ୍ତରେ ରହିବେ। ଏହି ସମୟରେ ରାଜନାଥ କ୍ୱିଂଡାଓ ସହରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ପ୍ରତିରକ୍ଷା ମନ୍ତ୍ରୀଙ୍କ…

ବିଦ୍ୟାଳୟ ଖୋଲିବା ପ୍ରଥମ ଦିନରେ ଅଘଟଣ: ଛାତ୍ର କ୍ଲାସରୁମ୍‌କୁ ପଶୁପଶୁ…

କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ। ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଫଳରେ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍‌କା, ସୀମାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍‌କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି ବନ୍ଦ…

ଚକିତ କଲା ଚାଇନା, ଏଥର ବି ଦେବ ଚକମା

ବେଜିଂ,୨୦।୬: ସମଗ୍ର ବିଶ୍ୱରେ ଯୁଦ୍ଧ ଚାଲିଛି, ଯେପରିକି ଇସ୍ରାଏଲ-ହମାସ ଯୁଦ୍ଧ, ଇସ୍ରାଏଲ-ଇରାନ ଯୁଦ୍ଧ, ରୁଷିଆ-ୟୁକ୍ରେନ ଯୁଦ୍ଧ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ମଧ୍ୟ ଖରାପ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକା ମଧ୍ୟ ଖୋଲାଖୋଲି ଭାବରେ ବାହାରି ପାରେ। ଏବେ, ପ୍ରତ୍ୟେକ…

ପୁଣି ବଡ଼ ଦୁର୍ଘଟଣା! ଏୟାର ଇଣ୍ଡିଆ ବିମାନରେ ବାଡେଇ ହେଲା…

ପୁଣେ,୨୦।୬: ଏୟାର ଇଣ୍ଡିଆ ବିମାନ ପୁଣି ବଡ଼ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଏୟାର ଇଣ୍ଡିଆର ପୁଣେରୁ ଦିଲ୍ଲୀ ଉଡ଼ାଣ AI2470 ବାତିଲ କରାଯାଇଥିଲା। ତଦନ୍ତରୁ ଜଣାପଡିଲା ଯେ, ଦିଲ୍ଲୀରୁ ପୁଣେ ପହଞ୍ଚିବା ଭିତରେ ସେଥିରେ ଏକ ପକ୍ଷୀ ବାଡେଇ ହୋଇ ଯାଇଥିଲା।…

ଗିରଫ ହେବେ କି ଆଇଏଏସ୍ ବିଷ୍ଣୁପଦ ସେଠୀ : ଲାଗିଲା ଶକ୍ତ ଝଟ୍‌କା

ଭୁବନେଶ୍ୱର,୨୦।୬: ବଢ଼ିଲା IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ। ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଛି। ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ CBI ରେଡ ହୋଇଥିଲା। ଲାଞ୍ଚ ମାମଲାରେ ତାଙ୍କ ଘରକୁ ରେଡ କରାଯାଇଥିଲା। ରେଡକୁ ବିରୋଧ କରି ବିଷ୍ଣୁପଦ…

ବିଦ୍ୟୁତ ନାହିଁ ବୋଲି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ:ନୂଆ କୋଠାରେ ଝୁଲୁଛି ତାଲା

ଦାରିଙ୍ଗବାଡି, ୨୦।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ଅଧୀନରେ ରହିଥିବା ଗ୍ରୀନବାଡି ରାଜସ୍ବ ନିରୀକ୍ଷକଙ୍କ ନୂତନ କୋଠା ନିର୍ମାଣ ବହୁତ ଦିନ ବିତିଯାଇଥିଲେ ମଧ୍ୟ ତାହା ଲୋକଙ୍କ କାର୍ଯ୍ୟରେ ଆସିନାହିଁ। ଗ୍ରୀନବାଡି ପଞ୍ଚାୟତବାସୀ ଜମି ମାମଲା ସହ ବିଭିନ୍ନ…

ଗୋଆ ବୁଲାଇବାକୁ ନେଇ ଅଧା ରାସ୍ତାରେ ପ୍ରେମିକାଙ୍କ ଚଣ୍ଟି ଚିପିଦେଲେ ପ୍ରେମିକ, ଜଙ୍ଗଲରୁ ମିଳିଲା…

ବେଙ୍ଗାଲୁରୁ,୨୦।୬: ଗୋଆ ପୋଲିସ ଜୁନ ୧୫ ତାରିଖରେ ଜଣେ ଯୁବତୀଙ୍କ ହତ୍ୟା ମାମଲାର ସମାଧାନ କରିଛି। ଏହି ମାମଲାରେ, ପୋଲିସ ଯୁବତୀଙ୍କ ପ୍ରେମିକକୁ ଗିରଫ କରିଛି, ଯିଏ ତାଙ୍କ ଅପରାଧ ସ୍ବୀକାର କରିଛନ୍ତି। ଅଭିଯୁକ୍ତ ତାଙ୍କ ପ୍ରେମିକାଙ୍କୁ ଗୋଆକୁ ବୁଲାଇବା ପାଇଁ…

ଏୟାର ଇଣ୍ଡିଆ ପ୍ଲେନ କ୍ରାଶ୍‌ ସାଇଟ୍‌ରୁ ମିଳିଲା ପୁଳପୁଳା ସୁନା, ଜଣାପଡିଲା…

ନୂଆଦିଲ୍ଲୀ,୨୦।୬: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଆରମ୍ଭ ହେବାର ତୁରନ୍ତ ପରେ ଏକ ହଷ୍ଟେଲ ଛାତ ଉପରେ…

କିଏ ଦେଲେ ସଞ୍ଜୟ କପୁରଙ୍କୁ ମୁଖାଗ୍ନୀ? ଅଲଗା ହୋଇଥିଲେ ବି ଅସମୟରେ ବିଦାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କରିସ୍ମା

ନୂଆଦିଲ୍ଲୀ,୨୦।୬: ଜୁନ ୧୨ ତାରିଖରେ ଇଂଲଣ୍ଡରେ ପୋଲୋ ଖେଳୁଥିବା ସମୟରେ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ତାଙ୍କୁ ୫୩ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁର ସାତ ଦିନ ପରେ ଗୁରୁବାର ଦିଲ୍ଲୀରେ…

କାଲି ମିଳିଥିଲା ସନ୍ଦିଗ୍ଧ ବ୍ୟାଗ୍‌, ଆଜି ସେଥିରୁ ବାହାରିଲା ଏମିତି ଜିନିଷ

ଧର୍ମଶାଳା,୨୦।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କୁମାରୀ କଲୋନୀରୁ ଦୁଇ ସନ୍ଦିଗ୍ଧ ବ୍ୟାଗରୁ ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ପାଖା ପାଖି ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ସୁଚନା ମୁତାବକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri