Home Left

ବରଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ବୈଷ୍ଣୋଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସିଛନ୍ତି । ହେଲିକପ୍ଟର ଯୋଗେ ସେ ପହଞ୍ଚିଛନ୍ତି । ବରଗଡ଼ ବ୍ଲକ ବଗେଇବିରା ଗ୍ରାମର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସେ ସେଠାରୁ କାର୍ ଯୋଗେ ବରଗଡ଼ ବ୍ଲକ…

ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର: ଘନକୁହୁଡି ଯୋଗୁ…

ଜି. ଉଦୟଗିରି,୨୬/୧୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଶୀତଳ ସହର ଜି. ଉଦୟଗିରିରେ ବୁଧୁବାର ମଧ୍ୟ ସବୁଠାରୁ କମ ତାପମାତ୍ରା ରହିଛି। ବୁଧୁବାର ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ରହିଛି। ଏହା ରାଜ୍ୟର…

ନୂତନ ଧାନ କ୍ରୟ କେନ୍ଦ୍ର ଖୋଲିବା ଦାବି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ନୂଆପଡ଼ା,୨୬।୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ନାଗପଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରେ ନୂତନ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ ରବିବାର ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ନାଗପଡା ଅଞ୍ଚଳର ଚାଷୀ…

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର ଭୋର ସମୟରେ ଶତାଧିକ ଲିଟର ଡିଜେଲ ଚୋରି ହୋଇଯାଇଛି । ସୂଚନା ମୁତାବକ ଜଣେ…

ପାନ ମସଲା କମ୍ପାନୀ ମାଲିକଙ୍କ ବୋହୂ କଲେ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖିଲେ…

ନୂଆଦିଲ୍ଲୀ,୨୬।୧୧: କମଲା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲାର ମାଲିକ କମଲ କିଶୋରଙ୍କ ବୋହୂ ଦୀପ୍ତି ଚୌରାସିଆ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରିଛି ଯେଉଁଥିରେ ସେ କାହା ବିରୁଦ୍ଧରେ କୌଣସି ଅଭିଯୋଗ କରିନାହାଁନ୍ତି।…

‘ପ୍ରଥମ ଥର ଭୋଟ ଦେଉଥିବା ଲୋକଙ୍କୁ ସମ୍ମାନ କରନ୍ତୁ’, ସମ୍ବିଧାନ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୨୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନାଗରିକମାନଙ୍କୁ ସେମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ବାନ କରିଛନ୍ତି, ଏହା ଏକ ଦୃଢ଼ ଗଣତନ୍ତ୍ରର ମୂଳଦୁଆ ବୋଲି କହିଛନ୍ତି। ସମ୍ବିଧାନ ଦିବସରେ ନାଗରିକମାନଙ୍କୁ ଲେଖିଥିବା ଏକ ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଭୋଟ ଅଧିକାର…

ଭାରତର ଲଜ୍ଜାଜନକ ପରାଜୟ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା

ଗୌହାଟି,୨୬।୧୧: ଗୌହାଟିରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତର ଦ୍ୱିତୀୟ ଇନିଂସ ୧୪୦ ରନରେ ଶେଷ ହୋଇଛି। ଏହି ଟେଷ୍ଟରେ ଭାରତର ବ୍ୟାଟସମ୍ୟାନମାନେ…

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ, ୩ ସହଯୋଗୀଙ୍କ ନାଁରେ…

ଭୁବନେଶ୍ୱର,୨୬।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ ଆଣିଛନ୍ତି। ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।ହ୍ୟୁମାନଙ୍କ…

ପାଲୁରୁ ଗଡ଼ରେ ନିର୍ମାଣ ହେବ ଭରଷା ଅନାଥ ଆଶ୍ରମ: ଉପକୃତ ହେବେ ବେସାହାରା…

ଗଞ୍ଜାମ,୨୬।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପାଲୁରୁ ଗଡ଼ଠାରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଭରଷା ଅନାଥ ଆଶ୍ରମ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ପାଲୁରୁ ଠାରେ ଅନୁଷ୍ଠିତ ହୋଇ ଥିଲା । ପଞ୍ଚାୟତ ଅଧୀନ ବିଭିନ୍ନ…

ପୁଅର ବର ଗାଡି ତଳେ ଚାପି ହୋଇ ବାପାଙ୍କ ମୃତ୍ୟୁ, ବିବାହ ଶୋଭାଯାତ୍ରାରେ ଆସି ଶବ ହୋଇ ଫେରିଲେ…

ଲୋଇସିଂହା / ବେଲପଡ଼ା,୨୬।୧୧( ସୁଶାନ୍ତ ବାରିକ/ ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…

ସରକାରୀ ଦେଶୀମଦ ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ଜଳିଗଲା ୪ଲକ୍ଷ ଟଙ୍କାର ମଦ

ତିହିଡି଼, ୨୬।୧୧(ସଞ୍ଜିତ ବଳ): ତିହିଡି଼ ବଜାରରେ ଥିବା ସରକାରୀ ଦେଶୀମଦ ଦୋକାନକୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମଦ ଦୋକାନ ମାଲିକ ସାବରଙ୍ଗ ଥାନା ଅଧୀନ ନଛିପୁର ଗ୍ରାମର ରତ୍ନାକର ବେହେରା ଏ…

ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଶୋଏବକୁ ଗିରଫ କଲା NIA

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍‌ ବୋମା ବିସ୍ଫୋରଣ ମାମଲାରେ NIA ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ଉନ ନବିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?