Home Left

ବନ୍ୟାପାଣି ପାର୍‌ ହୋଇ କନ୍ୟାଙ୍କ ହାତ ଧରିବାକୁ ଡଙ୍ଗାରେ ଗଲେ ବର

ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନେଦା ଗ୍ରାମରେ ବରକୁ ଡଙ୍ଗାରେ ବସାଇ ବରଯାତ୍ରୀମାନେ କନ୍ୟା ଘର ଅଭିମୁଖେ ଯାଉଥିବାର ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା…

‘ଲୋକେ କହୁଥିଲେ ୮ ମାସରେ ଶେଷ ହୋଇଯିବି, ମୁଁ ୧୦ ବର୍ଷ…’,ଆଲୋଚକଙ୍କୁ କଡ଼ା ଜବାବ ଦେଲେ Jasprit Bumrah

ନୂଆଦିଲ୍ଲୀ,୨୩।୬: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲିଡ୍ସର ହେଡିଙ୍ଗଲିରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ତୃତୀୟ ଦିନ ଖେଳ ସୁଦ୍ଧା ଦ୍ୱିତୀୟ ଇନିଂସରେ ଦୁଇ ୱିକେଟ ହରାଇ ୯୦ ରନ…

ଆମେରିକାର ଭ୍ରମଣ ସତର୍କତା: ଓଡ଼ିଶାରେ ରାଜନୈତିକ ଝଡ଼

ଭୁବନେଶ୍ୱର,୨୩ା୬ (ରବିନାରାୟଣ ଜେନା):ଅର୍ଥନୀତି ଦୃଷ୍ଟିରୁ ଭାରତ ବିଶ୍ୱର ପ୍ରମୁଖ ତିନି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବାକୁ ଉଦ୍ୟମ ଜାରି ରଖିଛି। ଏଥିନିମନ୍ତେ ଦେଶର ପଯର୍ର୍‌ୟଟନ କ୍ଷେତ୍ରର ବିକାଶ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ପର୍ଯ୍ୟଟନସ୍ଥଳକୁ ଅଧିକରୁ ଅଧିକ ବିଦେଶୀଙ୍କ ଆଗମନ ଦେଶର…

ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ

ପୁରୀ,୨୩ା୬: ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ…

ଦୁର୍ଗମ ଅଞ୍ଚଳର ବିକାଶ କରିବାକୁ ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡ଼ି,୨୩ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ୮ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ…

ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି କଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି

ବାରିପଦା,୨୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବାଇଗଣବାଡ଼ିଆ-କୁଚେଇ ମଝିରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇ ବାରିପଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ…

ଆମେରିକାକୁ ଛାଡିବୁନି, ପ୍ରତିଶୋଧ ନେବୁ: UNSCରେ ଇରାନୀ ରାଜଦୂତଙ୍କ ବଡ଼ ଘୋଷଣା

ଓ୍ବାଶିଂଟନ,୨୩।୬: ଆମେରିକା ଇରାନର ପରମାଣୁ ସ୍ଥାନରେ ବଙ୍କର୍‌ ବଷ୍ଟର ବୋମା ସହିତ ଆକ୍ରମଣ କରିଛି। ଏହାପରେ ଏବେ ଦୁଇଟି ପ୍ରଶ୍ନ ଉଠାଯାଉଛି। ପ୍ରଥମତଃ, ଇରାନ କଣ ଆମେରିକା ବିରୋଧରେ ପ୍ରତିଶୋଧ ନେବ ଏବଂ ଦ୍ୱିତୀୟତଃ, ଇରାନ କେବେ ଆକ୍ରମଣ କରିବ? ଜାତିସଂଘରେ…

ଫସିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୋଲିସରେ ଅଭିଯୋଗ ପରେ…

ଗୁଣ୍ଟୁର,୨୩।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ବିରୋଧରେ ଏକ ସଡ଼କ ଦୁର୍ଘଟଣାର ଅଭିଯୋଗ ଆସିଛି। ପୋଲିସର ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡି ପାଲନାଡୁର ରେଣ୍ଟାପାଲ୍ଲା ଗାଁ ଅଭିମୁଖେ ଯାଉଥିବା ସମୟରେ ତାଙ୍କ…

ପ୍ରଥମ ମ୍ୟାଚ୍‌ରେ ଗିଲଙ୍କ ଅଧିନାୟିକତ୍ୱ ଲାଗିଲା ଦାଗ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୬: ଶୁବମନ ଗିଲ ହୁଏତ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ହେବା ମାତ୍ରେ ଶତକ ହାସଲ କରିଥିବେ, କିନ୍ତୁ ଯେତେବେଳେ ପଡ଼ିଆରେ ଅଧିନାୟକତ୍ୱ କଥା ଆସେ, ସେତେବେଳେ ମନେହୁଏ ସେ ବିଫଳ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସମଗ୍ର ଅଧିନାୟିକତ୍ୱ କ୍ୟାରିୟରରେ…

ବିବାହ ଭୋଜି ଖାଇ ଫେରୁଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ଅଜଣାଗାଡ଼ି

ପରଜଙ୍ଗ,୨୩ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବରିହାପୁରସ୍ଥିତ ନିୟୁ ବିଶାଳ ଢାବା ସମ୍ମୁଖ ସର୍ଭିସ ରୋଡ୍‌ରେ ରବିବାର ରାତି ୯ଟାରେ ଏକ ଅଜଣା ଗାଡ଼ିଧକ୍କାରେ ବାରିହାପୁର ଗ୍ରାମର ଗୁରୁଚରଣ ବିଶ୍ୱାଳ (୭୫)ଙ୍କର ମୃତ୍ୟୁ ହୋଇଛି।…

ଇରାନ ଉପରେ ଆମେରିକାର ଆକ୍ରମଣକୁ ଦେଖି ରାଗରେ ଲାଲ ପଡ଼ିଗଲେ ଏକଛତ୍ରବାଦୀ ଶାସକ

ସିଓଲ,୨୩।୬: ଉତ୍ତର କୋରିଆ (DPRK) ଆମେରିକା ଦ୍ୱାରା ଇରାନ ଉପରେ ସାମରିକ ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଉତ୍ତର କୋରିଆ ଏହାକୁ ଜାତିସଂଘ ଚାର୍ଟରର ଏକ ଗମ୍ଭୀର ଉଲ୍ଲଂଘନ ବୋଲି କହିଛି, ଯାହାର ମୁଖ୍ୟ ନୀତି ହେଉଛି କୌଣସି ଦେଶର ସାର୍ବଭୌମତ୍ୱକୁ…

ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ପାଟଣା,୨୩ା୬(ବୀରକିଶୋର ଦାଶ): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସ୍ପାଇନଲ ଅସ୍ତ୍ରୋପଚାର ହୋଇଛି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସୋମବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri