ଦେଶବ୍ୟାପୀ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ
ଭୁବନେଶ୍ୱର,୨୩।୬: ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର ଏବଂ…
ଗୋପାଳପୁର ଗଣବଳାତ୍କାର ଘଟଣା: ଅଭିଯୁକ୍ତଙ୍କ କ୍ରାଇମ୍ ସିନ୍ ସିସିଟିଭିରେ କଏଦ
ଭୁବନେଶ୍ୱର,୨୩ା୬: ଗୋପାଳପୁର ଗଣବଳାତ୍କାର ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତଙ୍କ କ୍ରାଇମ୍ ସିନ୍ ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ। ଗିରଫ ୧୦ ଅଭିଯୁକ୍ତଙ୍କ…
ସ୍ବାମୀ-ପ୍ରେମିକ-ଡ୍ରାଇଭର…୨୦ ବର୍ଷରେ ୩ ଥର ପ୍ରେମ: ଶେଷରେ ତୃତୀୟ ପ୍ରେମିକଙ୍କୁ ହତ୍ୟା କଲେ ମହିଳା
ପାଟନା,୨୩।୬: ପ୍ରେମ ମାମଲାରେ ହତ୍ୟାର କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛି। ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ। ହତ୍ୟା ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି…
ଡାଇରିଆର ନୂଆ କେସ୍ କମିଛି ମନ୍ତ୍ରୀ
ଭୁବନେଶ୍ୱର,୨୩।୬: ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ ରାଜ୍ୟରେ ଡାଇରିଆର ନୂଆ କେସ କମିଥିବା କହିଛନ୍ତି। ରାଜ୍ୟରେ ଡାଇରିଆକୁ ନେଇ ସରକାର ଗୁରୁତର ସହ ନେଉଛନ୍ତି। ଡାଇରିଆକୁ ନିୟନ୍ତ୍ରଣ…
ରାଜ୍ୟପାଳଙ୍କ ଉଦ୍ବେଗ: କହିଲେ ଅଫିସର ବି ଜାଣୁନାହାନ୍ତି ଯୋଜନା
ଭୁବନେଶ୍ୱର,୨୩ା୬: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍ପତି ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ…
ଉପନିର୍ବାଚନରେ ଚମକିଲା ଆପ୍: ୨ ଆସନରେ ବିଜୟୀ
ଲୁଧିଆନା,୨୩।୬: ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ଏବଂ ଗୁଜରାଟର ବିସାବାଦ ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ପ୍ରାର୍ଥୀମାନେ ବଡ଼ ବିଜୟ ହାସଲ କରିଛନ୍ତି। ଏହା ଆପ ପାଇଁ ଜୀବନ ରକ୍ଷାକାରୀଠାରୁ କମ ନୁହେଁ। ପାଞ୍ଚ…
‘ଆମରି ଶିଶୁ’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୬: ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି…
୩ ଉଇକେଟ ନେଇ ମଧ୍ୟ ଲଜ୍ଜାଜନକ ରେକର୍ଡ କଲେ ପ୍ରସିଦ୍ଧ କ୍ରିଷ୍ଣା: ଜାଣନ୍ତୁ କେମିତି
ଲିଡ୍ସ,୨୩।୬: ଭାରତୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଲିଡ୍ସ ଟେଷ୍ଟରେ ଓଲି ପୋପ, ହ୍ୟାରି ବ୍ରୁକ ଏବଂ ଜେମି ସ୍ମିଥ ରୂପରେ ୩ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ, ତଥାପି ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଥିଲା। ଜସପ୍ରିତ ବୁମରା ଇଂଲଣ୍ଡର…
୬୨ଟି ମାମଲାର ଶୁଣାଣି କଲେ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ : ଖାଲି ଥିବା ସ୍ପେସିଆଲିଷ୍ଟ ଡାକ୍ତର ପଦବୀ ପୂରଣ ପାଇଁ ଦାବିପତ୍ର
ପାଟଣା,୨୩।୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ମିଳିତ ଜନ ଅଭିଯୋଗ ଶୁଣାଣି କରି ଥିଲେ। ଏଥିରେ ମୋଟ ୬୨ଟି ଲିଖିତ ଅଭିଯୋଗର ଶୁଣାଣି ହୋଇଥିଲା। ୭ଜଣ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ହ୍ବିଲ…
ବୁଗୁଡ଼ା-ପୋଲସରା ମୁଖ୍ୟ ସଡ଼କ କଡରେ ବିପଦ ସଙ୍କୁଳ ଅବସ୍ଥାରେ ବିରାଟ ଶୁଖିଲା ଗଛ, ଉଚ୍ଛେଦ ଜରୁରୀ ହେତୁ ପ୍ରଶାସନିକ ପ୍ରତିକାର ଦାବି
ବୁଗୁଡା,୨୩।୬(କାଳିଚରଣଦାଶ): ବୁଗୁଡ଼ା-ପୋଲସରା ମୁଖ୍ୟ ସଡ଼କ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ ମୋହିଦଣ୍ଡାଠାରେ ଏକ ବିରାଟ ଶୁଖିଲା ଥୁଣ୍ଟା କାକପୋଇ ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି…
ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ିର ସମୂହ ଦୀପଦାନ
ବୁଗୁଡା,୨୩।୬(କାଳିଚରଣଦାଶ): ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରସ୍ତାବ କ୍ରମେ ବୁଗୁଡ଼ା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଓ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ…
ଉପ ନିର୍ବାଚନରେ ବାଜି ମାରିଲା କଂଗ୍ରେସ
ନୂଆଦିଲ୍ଲୀ,୨୩।୬: ଦେଶର ୪ଟି ରାଜ୍ୟର ୫ଟି ବିଧାନସଭା ଆସନ (ଉପନିର୍ବାଚନ ଫଳାଫଳ ୨୦୨୫) ପାଇଁ ସୋମବାର ଭୋଟ ଗଣତି ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ଆସନର ଫଳାଫଳ ଆଜି ବାହାରିବାକୁ ଯାଉଛି। ସକାଳ ୮ଟାରୁ ମତଦାନ କେନ୍ଦ୍ରରେ ଭୋଟ ଗଣନା ଆରମ୍ଭ…
Archives


