Home Left

ଝଡ଼ବର୍ଷା ପାଇଁ ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ସମେତ ଅଧିକାଂଶ ଜିଲାରେ ଝଡ଼ବର୍ଷା ପ୍ରଭାବ ଦେଖିବାକୁ ମିଳିଛି । ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା…

ନିଦରୁ ଉଠିବା ପରେ ସ୍ବପ୍ନରେ ଦେଖିଥିବା ଜିନିଷ କାହିଁକି ଭୁଲିଯାଉ? କାରଣ ଜାଣିଲେ ଚମକି ପଡିବେ

ସ୍ବପ୍ନର ଦୁନିଆ ସବୁବେଳେ ରହସ୍ୟରେ ପରିପୂର୍ଣ୍ଣ। ଏହା ଉପରେ ବହୁ ବୈଜ୍ଞାନିକ ଗବେଷଣା କରିଛନ୍ତି ଅନେକ ଭିନ୍ନ ଭିନ୍ନ ଯୁକ୍ତି ଦେଇଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ସ୍ବପ୍ନର ବ୍ୟାଖ୍ୟା ଭିନ୍ନ ଭାବରେ କରାଯାଏ। କେବଳ ଏତିକି ନୁହେଁ, ଭାରତରେ ଏହା ବିଷୟରେ ଏକ…

କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା

ଭୁବନେଶ୍ୱର,୧୮।୪(ବ୍ୟୁରୋ): କାଳବୈଶାଖୀ ବେଳେ ନାବାଳକଙ୍କ ଶରୀରରେ ପଶିଗଲା ଗ୍ରୀଲ। ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ। ନାବାଳକ ଜଣଙ୍କ ହେଲେ ସୋହନ ଦିଗଲ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଅ, ଶୁଖାଯାଇଥିବା ଲୁଗା…

ଓଡ଼ିଶାରେ ପିକେ ମିଶ୍ର-ଶକ୍ତିକାନ୍ତ ଦାସ: ଜାଣନ୍ତି କି ମୋଦିଙ୍କ ଉପ ସଚିବ ମାସକୁ ପାଆନ୍ତି ୨ଲକ୍ଷରୁ ଅଧିକ ଦରମା?

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ଦାୟିତ୍ୱ କେବଳ ପ୍ରଶାସନିକ ନୁହେଁ ବରଂ ଜାତୀୟ ନୀତିଗୁଡ଼ିକର କାର୍ଯ୍ୟାନ୍ବିତ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଗୁରୁବାର…

ପୁଣି ଦାରିଙ୍ଗବାଡ଼ି-ଫୁଲବାଣୀକୁ ଚଳାଚଳ କରିବ ଲକ୍ଷ୍ମୀ ବସ୍‌, ଜିଲା ପ୍ରଶାସନକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ- କମ୍‌-କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କୁ ଚିଠି ଲେଖିଛନ୍ତି। ସେ…

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ ଜେନାଙ୍କୁ ବିବାହ କରିଛନ୍ତି। ଦିଲ୍ଲୀର କପୁରଥଲା ହାଉସରେ ଏହି ବିବାହ ହୋଇଥିଲା, ଯେଉଁଠାରେ ଦୁଇ…

ବଜ୍ରପାତ ନେଲା ଜଣଙ୍କ ଜୀବନ

ବାଲେଶ୍ୱର,୧୮ା୪: ବାଲେଶ୍ୱର ଜିଲା ରେମୁଣା ଜଗନ୍ନାଥପୁର ଗାଁରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫକୀରମୋହନ ଗୋଲେଇରେ ଏକ ବିରାଟ କଦମ୍ବ ଗଛ ଭାଙ୍ଗି ୩ଟି ବାଇକ୍‌ ଭାଙ୍ଗି ଚୂରମାର ହୋଇଯାଇଛି। ସେହିପରି ବସ୍ତା ବାହାର୍ଦ୍ଦା ଊର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର…

Pakistani Dating App: ପାକିସ୍ତାନରେ ଚହଳ ପକାଇଛି ଏହି ଡେଟିଂ ଆପ୍‌, ଅନଲାଇନରେ ପ୍ରେମ ଖୋଜୁଛନ୍ତି ଯୁବପିଢି

ଇସଲାମବାଦ,୧୮।୪: ଏବେ ଅନେକ ଯବୁପିଢି ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଡେଟିଂ ଆପ୍‌ରେ ସେମାନେ ନିଜ ଜୀବନସାଥୀ ମଧ୍ୟ ପାଇ ପାରୁଛନ୍ତି। ତେବେ ଭାରତରେ ଡେଟିଂ ଆପ୍‌ର ବହୁଳ କ୍ରେଜ ରହିଥିବାବେଳେ ପଡୋଶୀ ପାକିସ୍ତାନରେ ଏବେ କିଛି ଡେଟିଂ ଆପ୍‌…

କାଜୁବାଡ଼ି ଜଗିବାକୁ ଯାଇ ଘରକୁ ଫେରି ନ ଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ

ନନ୍ଦପୁର,୧୮ା୪ (ତୁଷାରକାନ୍ତ ମହାନ୍ତି): ନନ୍ଦପୁର ବ୍ଲକ୍‌ ବିଲାପୁଟ ପଞ୍ଚାୟତ କଣ୍ଟା ଗ୍ରାମର ଶୁକ୍ରି ହନ୍ତାଳ(୭୪) ବୁଧବାର ସକାଳୁ ନିଖୋଜ ଥିବା ବେଳେ ଶୁକ୍ରବାର ତାଙ୍କ ମୃତଦେହ କିଚବା ଡଙ୍ଗାଘାଟ ନିକଟରୁ ମିଳିଛି। ମୃତଦେହ ପାଣିରେ ଭାସୁଥିବା ସୂଚନା ପାଇ ମାଛକୁଣ୍ଡ ପୋଲିସ…

ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି ହାଇପ୍ରୋଫାଇଲ୍‌…

ଚମକାଇଲା ଆଉ ଏକ ଭବିଷ୍ୟବାଣୀ, ପୁଣି ଏହି ମସିହାରେ ଫେରିବ କରୋନା ମହାମାରୀ, କରିବ ନରସଂହାର!

ବାବା ଭେଙ୍ଗାଙ୍କଠାରୁ ଆରମ୍ଭ କରି ନେଷ୍ଟ୍ରାଡାମସଙ୍କ ପର୍ଯ୍ୟନ୍ତ, ଏପରି ଅନେକ ଭବିଷ୍ୟବାଣୀ କରାଯାଇଛି ଯାହା ବିଶ୍ୱକୁ ହଲାଇ ଦେଇଛି। ଏହି ଭବିଷ୍ୟବାଣୀଗୁଡ଼ିକରେ ଜାପାନର ସୁନାମିଠାରୁ ଆରମ୍ଭ କରି ୟୁରୋପର ଭୂମିକମ୍ପ ପର୍ଯ୍ୟନ୍ତ ଧ୍ୱଂସର ଦିନର ଭବିଷ୍ୟବାଣୀ ଅନ୍ତର୍ଭୁକ୍ତ। ଏବେ ଜାପାନର ଜଣେ…

ବାଡ଼ାବାଙ୍ଗା ସେବାଶ୍ରମରେ ମହୁମାଛି ଆକ୍ରମଣ ଘଟଣା: ବସା ନଷ୍ଟ କଲା ବନ ବିଭାଗ, ସ୍ଥିତି ପରଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣାରେ ସ୍ଥାନୀୟ୨ ପ୍ରଶାସନର ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ବନ ବିଭାଗକୁ ବିଡିଓ ଚିଠି ଲେଖିବା ପରେ ବନ ବିଭାଗ ସେବାଶ୍ରମରେ ପହଞ୍ଚି ମହୁମାଛି ବସାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri