ବୃଦ୍ଧାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଚାଲିଗଲା ଜୀବନ
ମୋରଡ଼ା,୨୯ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଥାନା ସାନମୁଣ୍ଢାବଣି ଗ୍ରାମର ଇନ୍ଦ ମାର୍ଣ୍ଡି(୬୫)। ସୂଚନା ମୁତାବକ, ଲଘୁଚାପ ଫଳରେ ଶନିବାର ରାତିଠାରୁ ଲଗାଣ…
ପୁରୀ ରଥଯାତ୍ରାକୁ ନେଇ ପୁଣି ଟୁଇଟ୍ କଲେ ରାଜଦୀପ ସର୍ଦେଶାଇ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସିଧା ଟାର୍ଗେଟ…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଟୁଇଟ୍ କରି ବିବାଦରେ ଫସିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଅଡୁଆରେ ପଡିଛନ୍ତି ରାଜଦୀପ । ଅଭିନେତା…
ଟ୍ରେନ୍ରେ ଯିବାବେଳେ ଯାତ୍ରୀ ଆପଣାଇଲେ ଅଜବ କୌଶଳ, ଏମିତି ଦୃଶ୍ୟ କେବେ ଦେଖି ନ ଥିବେ…
ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯାତ୍ରୀ ଟ୍ରେନ୍ରେ ଏମିତି ଏକ ଦେଶୀ କୌଶଳ କରିଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମଜା ବି ନେଉଛନ୍ତି। ଭିଡିଓରେ ଜଣେ ଯାତ୍ରୀ…
ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ …
ଡେରାଡୁନ୍,୨୯।୬: ପ୍ରଥମ ସ୍ତ୍ରୀ ଥାଉଥାଉ ଦ୍ୱିତୀୟ ବିବାହ କରି ଫସିଗଲେ ଭାଜପା ନେତା। ୬ ବର୍ଷ ପାଇଁ ଦଳରୁ ହେଲେ ବହିଷ୍କାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡର ଜ୍ୱାଲାପୁର ନିର୍ବାଚନମଣ୍ଡଳୀର ଭାଜପାର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ଦ୍ୱିତୀୟ…
ପୁରୀରେ ଦଳାଚକଟା: ସ୍ଥିତି ଅନୁଧ୍ୟାନ କଲେ ୱାଇ ବି ଖୁରାନିଆ
ପୁରୀ,୨୯।୬: ପୁରୀ ଅଘଟଣ ନେଇ ଅନୁଧ୍ୟାନ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ସେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି। ସକାଳୁ ସକାଳୁ ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ…
ପୁରୀ ଅଘଟଣ: ଜିଲାପାଳ କହିଦେଲେ ସତକଥା…
ପୁରୀ,୨୯।୬: ପୁଣି ପୁରୀରେ ଘଟିଛି ବଡ଼ ଅଘଟଣ। ପୁରୀ ଶରଧାବାଲିରେ ଠେଲାପେଲା । ଏଥିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର…
ମାଛ ଚାଷରେ ପୁଣି ରେକର୍ଡ କରିବ କଳାହାଣ୍ଡି ଚଳିତବର୍ଷ ୩୧ ହଜାର ଟନ୍ ଉତ୍ପାଦନ ଲକ୍ଷ୍ୟ
ଭବାନୀପାଟଣା,୨୯।୬ (ଉତ୍ତମ କୁମାର ଦାଶ): ରାଜ୍ୟରେ କଳାହାଣ୍ଡି ଜିଲା ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି। ଜିଲାରେ ଉତ୍ପାଦନ ହେଉଥିବା ଉନ୍ନତ ମାନର ମାଛ ସ୍ବତନ୍ତ୍ର…
ମାଡ଼ି ଆସୁଛି ଯୋଡା ଲଘୁଚାପ: ପ୍ରବଳରୁ ଅତି ପ୍ରବଳ ବର୍ଷା ଆଲର୍ଟ, ୨୪ ଘଣ୍ଟାରେ…
ଭୁବନେଶ୍ୱର,୨୯।୬: : ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବା ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଦୁଇଟି…
ରଥଯାତ୍ରାରେ ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ସଫଳ ହୋଇଛି
ଭୁବନେଶ୍ୱର,୨୯ା୬(ସୁନିତ୍ ମିଶ୍ର): ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶୂନ୍ୟ ମୃତ୍ୟୁ ସରକାରଙ୍କ ଲକ୍ଷ୍ୟ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗ୍ଦର୍ଶନରେ ସେବା ଓ ସୁରକ୍ଷା ନୀତିକୁ ପାଥେୟକରି ମହାପ୍ରଭୁଙ୍କ ୩ ରଥକୁ ଶରଧାବାଲିରେ ପହଞ୍ଚାଇବାରେ ସଫଳ ହୋଇଛୁ ବୋଲି ରାଜ୍ୟ…
୩ ଦିନରେ ଭାଜପାର ନୂଆ ସଭାପତି
ଭୁବନେଶ୍ୱର,୨୯ା୬(ସୁନିତ୍ ମିଶ୍ର): ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ, ସେନେଇ ଆସନ୍ତା ସୋମବାର ଜଣାପଡ଼ିଯିବ। ଏନେଇ ଦଳ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦଳର ସଭାପତି ନିର୍ବାଚନ ଲାଗି ରବିବାର ନୋଟିସ ଜାରି ହେବ। ସୋମବାର ନାମାଙ୍କନପତ୍ର ଦାଖଲ କରାଯିବ…
ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ : ପଡିଲା ମହଙ୍ଗା ଥାନାରେ…
ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ସୋସିଆଲ ମିଡିଆରେ ଯାଦବ (ଗୌଡ଼) ସମ୍ପ୍ରଦାୟକୁ ଜଣେ ଯୁବକଙ୍କ ଆକ୍ଷେପମୂଳକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଶନିବାର ଏହାକୁ ନେଇ ଭବାନୀପାଟଣା ସହର ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ…
Reel ବାଲା ମ୍ୟାଜିକ ରିୟଲ ଲାଇଫରେ ଦେବ ଅଦ୍ଭୁତ ଲାଭ, ହଳଦୀପାଣି ଦୂର କରିବ ଏସବୁ ରୋଗ
ନୂଆଦିଲ୍ଲୀ: Instagram ରେ ସମସ୍ତେ ହଳଦୀ ପାଣି ପାଇଁ ପାଗଳ ହେଉଛନ୍ତି। ଏହି ଟ୍ରେଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନ୍ଧାରରେ ସମସ୍ତେ ପାଣିରେ ହଳଦୀ ମିଶାଇ ପିଇବାର ଦେଖାଯାଉଛି। ହଳଦୀ ପାଣି କେବଳ ରିଲରେ ଯାଦୁ ନୁହେଁ ବରଂ ବାସ୍ତବ…
Archives


