ଯାହା କେହି କରି ନାହାଁନ୍ତି ତାହା କରି ଦେଖାଇଲେ ICC ଚେୟାରମ୍ୟାନ Jay Shah
ନୂଆଦିଲ୍ଲୀ,୨୦।୪: ଜୟ ଶାହ ଆଫ୍ରିକା ମହାଦେଶରେ ଅବସ୍ଥିତ ଏକ ଦେଶ ବୋତସୱାନା ଗସ୍ତ କରିବାରେ ଇତିହାସରେ ପ୍ରଥମ ICC ଅଧ୍ୟକ୍ଷ ହୋଇଛନ୍ତି। ପ୍ରକୃତରେ, Jay Shah ସମ୍ପ୍ରତି ଜିମ୍ବାୱେରେ ICC ବୈଠକରେ ଯୋଗ ଦେଇଥିଲେ, ଯାହା ପରେ ସେ ୧୪-୧୬ ଏପ୍ରିଲ…
ଆଉ କ’ଣ ପ୍ରମାଣ ଦରକାର? ଚହଲ- RJ Mahvashଙ୍କ ଖୋଲାଖୋଲି ପ୍ରେମ! ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୨୦।୪: ୟୁଜଭେନ୍ଦ୍ର ଚହଲ ଏବଂ RJ Mahvashଙ୍କ ଆଫେୟାରର ଆଲୋଚନା ସୋସିଆଲ ମିଡିଆରେ ବହୁତ ଦିନ ଧରି ଚାଲିଛି। ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଉଭୟଙ୍କ ମଧ୍ୟରେ…
ବାଇକ ଭଳି ସ୍ପିଡ! Virat Kohli ଦୌଡି ଦୌଡି କଲେ ୪ରନ୍, ହୃଦୟ ଜିତିଲା ଫିଟନେସ୍
ନୂଆଦିଲ୍ଲୀ,୨୦।୪: ବିରାଟ କୋହଲିଙ୍କ ଫିଟନେସର କୌଣସି ଉତ୍ତର ନାହିଁ। ୩୬ବର୍ଷ ବୟସରେ ମଧ୍ୟ ସେ ଯୁବପିଢ଼ିଙ୍କୁ କଡା ଟକ୍କର ଦିଅନ୍ତି। Virat Kohli ଏବେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଚାରି ରନ କରି ଫିଟନେସର ନୂଆ ମାଇଲ ଖୁଣ୍ଟ ତିଆରି…
ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି…
ନୂଆଦିଲ୍ଲୀ,୨୦।୪: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସରେ ଡେବ୍ୟୁ କରି ଇଣ୍ଡିଆନ ପ୍ରିମିୟର ଲିଗ (IPL) ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ବୈଭବ ମାତ୍ର ୧୪ ବଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG)…
ଗିଲ୍ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI
ନୂଆଦିଲ୍ଲୀ,୨୦।୪: ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ (GT) ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ GT ୭ ଉଇକେଟରେ ଜିତିବା…
ଜିଓର ଜବରଦସ୍ତ ପ୍ଲାନ୍; ଏତିଟି ଟଙ୍କାରେ ମିଳୁଛି ୫୦୦ ଜିବି ଡାଟା, ମାଗଣା ଓଟିଟି, ଚାଲିବ ୨୦୦ ଦିନ…
ନୂଆଦିଲ୍ଲୀ,୨୦।୪: ଯେତେବେଳେ ଫୋନ୍ରୁ ରିଚାର୍ଜ ପ୍ଲାନ ଶେଷ ହୋଇଯାଏ, କେଉଁ ପ୍ଲାନ ନେବା ଠିକ୍ ହେବ ଜଣାପଡେନାହିଁ। ଏଥିଲାଗି ଅନେକ ଥର ପୁରୁଣା ଯୋଜନାକୁ ପୁଣି ଥରେ ନେବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ ନୂତନ ଯୋଜନା, ଅଫର ଏବଂ ସୁବିଧାର ଲାଭ…
ପାକିସ୍ତାନର କିଏ ସେହି ହିନ୍ଦୁ ନେତା Kheal Das Kohistani? ଯାହାଙ୍କ ଉପରେ ପ୍ରଦର୍ଶନକାରୀ କଲେ ଆକ୍ରମଣ
ଇସଲାମାବାଦ,୨୦।୪: ସିନ୍ଧରେ ଜଣେ ହିନ୍ଦୁ ପାକିସ୍ତାନୀ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଧାର୍ମିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ Kheal Das Kohistani ଶନିବାର ସିନ୍ଧର ଥାଟ୍ଟା ଜିଲା ଦେଇ ଯାଉଥିବା ସମୟରେ ତାଙ୍କ କାଫଲା ଉପରକୁ…
ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ
ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍ଲାଇଟ୍ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ…
Mallikarjun Kharge: ଡବଲ ଇଞ୍ଜିନ ନୁହେଁ, ବିହାରକୁ ଦରକାର ସିଙ୍ଗଲ ଇଞ୍ଜିନ ସରକାର, କାହିଁକି ଏମିତି କହିଲେ ଖାର୍ଗେ, ଜାଣନ୍ତୁ…
ପାଟନା,୨୦।୪: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ Mallikarjun Kharge ରବିବାର (୨୦ ଏପ୍ରିଲ, ୨୦୨୫) ବିହାରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ଶାସକ ଭାଜନା ଏବଂ ଜେଡିୟୁ ଉପରେ ଆକ୍ରମଣ କରି ସେ ଭାଜପା ମିଛ କହୁଥିବା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ…
୯ ଦଫା ଦାବି ନେଇ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍ ଫୋରମ୍
କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକ ନାଗରାଜ…
ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ଜୋର୍ଦାର୍ ଚର୍ଚ୍ଚା
ବଲାଙ୍ଗୀର,୨୦ା୪: କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ଅତିଥି ବା କୁଣିଆ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟ୍ନୀ ଉତ୍ସବରେ ଧର୍ମେନ୍ଦ୍ର ସାମିଲ ହୋଇଛନ୍ତି। ତେବେ ନରସିଂହଙ୍କ ଦୁଇ ପୁଅଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…
ଜଣେ ମନ୍ତ୍ରୀ ୭ ବିଧାୟକ…, ମୋଦିଙ୍କ ମଡେଲ ଲାଗୁକଲେ Rekha Gupta
ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ଦ୍ରୁତ ବିକାଶ ପାଇଁ, Rekha Gupta ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଡେଲକୁ କାର୍ଯ୍ୟକାରୀ କରଛନ୍ତି। କେନ୍ଦ୍ରର ମୋଦି ସରକାରଙ୍କ ‘ସଂସଦ ଆଦର୍ଶ ଗ୍ରାମ ଯୋଜନା’ ପରି, ଦିଲ୍ଲୀ ସରକାର ମଧ୍ୟ ଏହାର ସମସ୍ତ ମନ୍ତ୍ରୀଙ୍କୁ ସାତ ଜଣ ବିଧାୟକଙ୍କ…
Archives


