ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨।୫: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ସାରା ଦେଶରେ ଡାକ୍ତରମାନଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ। ଏହା ଦ୍ୱାରା ଔଷଧର ମୂଲ୍ୟ ହ୍ରାସ ପାଇବ ଏବଂ ସାଧାରଣ ଲୋକଙ୍କ ପାଇଁ…
KIITରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷୋଭ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ
ଭୁବନେଶ୍ୱର,୨।୫:କିଟ ବିଶ୍ୱବିଦ୍ୟାଳୟ(KIIT)ରେ ପୁଣି ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି। ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ସେ ଟୁଇଟ୍ ଯୋଗେ ଘଟଣାକୁ ନେଇ…
ସର୍ଭିସ ରୋଡ ଉପରେ ରଖାଯାଉଛି ଗାଡ଼ି: ଯାତାୟତ ବାଧାପ୍ରାପ୍ତ
ଚୌଦାର,୩୦।୪(ଆଶୁତୋଷ ଦାସ): ୫୫ ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଜାରି ରହିଛି । ରାଜପଥର ମୁଖ୍ୟ ରାସ୍ତା କାମ ଚାଲୁ ରହିଥିବାରୁ ଯାନବାହାନ ସହିତ ୨ ଚକିଆ ୪ ଚକିଆ ଓ ସାଧାରଣ…
ବିଭିନ୍ନ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା କଲେ ସାଂସଦ
ପଦ୍ମପୁର,୨।୫(ପ୍ରଦୀପ୍ତ ଦାଶ):ପଦ୍ମପୁର ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ପଦ୍ମପୁର ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ପଦ୍ମପୁର ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନା କରିଛନ୍ତି । ବିଶେଷକରି ପଦ୍ମପୁରରେ ଏକ ଆଞ୍ଚଳିକ ସହକାରୀ ପରିବହନ କାର୍ଯାଳୟ ସ୍ଥାପନ ସମେତ ପଦ୍ମପୁରର ସ୍ବାସ୍ଥ୍ୟ…
ମଶାଣି ସଫେଇ କଲେ ଗ୍ରାମବାସୀ: ଶତାଧିକ ଲୋକେ ସାମିଲ
ଦାରିଙ୍ଗବାଡି, ୨।୫ (ଅରୁଣ ସାହୁ )- ମଣିଷର ଶେଷ ଠିକଣା ହେଉଛି ମଶାଣି। ତାକୁ ସଫାସୁତୁରା ସହ ପରିବେଶ ସଫା ରଖିବା ନିଷ୍ପତି ଗ୍ରହଣ କରି ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଶାଣିକୁ ସଫେଇ କରିଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ…
ଦିଲ୍ଲୀରରେ କାଳବୈଶାଖୀ ବର୍ଷା, ଘର ଭୁଶୁଡ଼ି ମା’ ସହ ୩ ଛୁଆ ମୃତ
ନୂଆଦିଲ୍ଲୀ, ୨।୫: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ନଜଫଗଡ଼ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ନଜଫଗଡ଼ର ଜାଫରପୁର କଲା ଓ ଛାଓଲା ଅଞ୍ଚଳରେ ଝଡ଼ତୋଫାନ ସହ ବର୍ଷା ଯୋଗୁଁ ଗଛ ଉପୁଡ଼ିବା ଓ…
ଖୋଲିଲା କେଦାରନାଥ ଧାମ: ଭକ୍ତଙ୍କ ଉପରେ ଫୁଲ ବର୍ଷା
ଡେରାଡୁନ,୨।୫: ଭକ୍ତମାନଙ୍କ ପାଇଁ ଶୁକ୍ରବାରଠାରୁ କେଦାରନାଥ ଧାମର ଦ୍ୱାର ଖୋଲାଯାଇଛି। ପ୍ରଥମ ଦିନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ କେଦାରନାଥ ଧାମରେ ପହଞ୍ଚିଥିଲେ। ଏଠାରେ ସେ ଭଗବାନ ଭୋଲେନାଥଙ୍କ ଦର୍ଶନ କରିଥିଲେ ଏବଂ ପ୍ରଥମ ଦିନରେ ଏଠାରେ ପହଞ୍ଚିଥିବା…
ଖୁସି ଖବର: ଟି୨୦ ଲିଗ୍ ଆରମ୍ଭ କରିବ କେନିୟା
ନାଇରୋବି,୧ା୫: କ୍ରିକେଟ କେନିୟା(ସିକେ) ଆସନ୍ତା ସେପ୍ଟେମ୍ବରରେ ନିଜସ୍ବ ଫ୍ରାଞ୍ଚାଇଜ୍ଭିତ୍ତିକ ଲିଗ୍ ଆରମ୍ଭ କରିବ। ଦେଶରେ କ୍ରିକେଟ୍କୁ ପୁନର୍ଜୀବିତ କରିବା ଏହି ଲିଗ୍ର ଲକ୍ଷ୍ୟ। ଲିଗ୍ର ପ୍ରଥମ ସିଜନରେ ୨୫ ଦିନ ଧରି ୬ଟି ଫ୍ରାଞ୍ଚାଇଜ ମୁକାବିଲା କରିବେ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍କୁ ୫ଟି…
ସୁରତରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ
ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ସୁରତ ଉତ୍କଳ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଭାବଗ୍ରାହୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଗତ ୩ ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ଉତ୍ସବରେ ମୁଖ୍ୟ…
ପାରାଦୀପରେ ହେବ ନୂଆ ଏୟାରପୋର୍ଟ
ଭୁବନେଶ୍ୱର,୧।୫: ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ, ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ…
ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ
ଓଡ଼ଗାଁ,୨।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନ୍ଏସି ଦଲକସାହିରେ ଗୁରୁବାର ସନ୍ଧାରେ ସୋନପୁର ଜିଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ ଏସ୍ଏଚ୍ଜି…
GST ସଂଗ୍ରହରେ ସର୍ବକାଳୀନ ରେକର୍ଡ: ପୁରିଲା ସରକାରୀ ଖଜଣା
ନୂଆଦିଲ୍ଲୀ,୧।୫: ଭାରତର ଅର୍ଥନୀତି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏପ୍ରିଲ ୨୦୨୫ରେ ଦ୍ରବ୍ୟ ଏବଂ ସେବା କର (GST) ସଂଗ୍ରହ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୨.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ଗତ ବର୍ଷ ଏପ୍ରିଲ ୨୦୨୪ରେ ସଂଗୃହୀତ…
Archives


