ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ
ବେହେରା,୧୩।୭(ଭୂପେଶ ତିୱାରୀ)-କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଅଁଲାଜୋର ଗ୍ରାମର ଜଣେ ଯୁବକ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଚେନ୍ନାଇକୁ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମଠାରେ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଛି।…
ବଢ଼ି ପାଣିରେ ଭାସିଗଲା ବାଇକ୍, ଯୁବକ ଉଦ୍ଧାର
ପାଟଣା:୧୩।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ପୁରୁଣା ପାଣି ବିରଳ ନଦୀ ପୋଲ ଉପରେ ବଢ଼ି ପାଣିରେ ଜଣେ ଯୁବକ ବାଇକ୍ ସହ ଭାସି ଯାଇଥିଲେ। ହେଲେ ଯୁବକ ଜଣକ ବହୁ କଷ୍ଟରେ ପହଁରି ନଦୀ କୂଳରେ ପହଞ୍ଚି…
Video: ଆଣ୍ଡରସନ ଫିଲିପଙ୍କ ‘ସୁପରମ୍ୟାନ’ କ୍ୟାଚ୍: ସ୍ତବ୍ଧ ହୋଇଗଲେ ଟ୍ରାଭିସ ହେଡ଼
ନୂଆଦିଲ୍ଲୀ,୧୩।୭: ଚାଲିଥିବା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଷ୍ଟ୍ରେଲିଆର ବ୍ୟାଟିଂ କଠିନ ପରୀକ୍ଷା ଦେଇ ଗତି କରୁଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ କାରିବିଅନ ସିରିଜରେ ଜିତିବା ଅଷ୍ଟ୍ରେଲିଆ ପାଇଁ ମନୋବଳ ବୃଦ୍ଧିକାରୀ ହୋଇପାରିଥାନ୍ତା। କିନ୍ତୁ ତୃତୀୟ…
ପରାଜୟ ସତ୍ତ୍ୱେ ସିରିଜ୍ ଜିତିଲା ଭାରତ
ବର୍ମିଂହାମ,୧୩ା୭: ଇଂଲଣ୍ଡ ବିପକ୍ଷରେ ଏକ ଐତିହାସିକ ଟି୨୦ ସିରିଜ୍ ଜିତିଥିବା ଭାରତୀୟ ଦଳ ଅନ୍ତିମ ମ୍ୟାଚ୍ରେ ପରାଜିତ ହୋଇଛି। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୩-୨ରେ ଶେଷ ହୋଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୬୮ ରନର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ…
‘ବାଜବଲ ନୁହେଁ, କେବଳ ଅହଂକାର’: ଲର୍ଡ଼ସ ଟେଷ୍ଟରେ ହ୍ୟାରୀ ବ୍ରୁକଙ୍କ ବିଫଳତାକୁ ତୀବ୍ର ସମାଲୋଚନା
ଇଂଲଣ୍ଡ,୧୩।୭: ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିବସରେ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକଙ୍କ ବିଫଳତାକୁ ନେଇ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରା ତୀବ୍ର ସମାଲୋଚନା କରିଛନ୍ତି। ଲର୍ଡ଼ସ ପିଚ୍ରେ ବ୍ରୁକ ଭାରତୀୟ ପେସର…
ଫିଫା କ୍ଲବ ଓ୍ବାଲର୍ଡକପ୍ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ
ଓ୍ବାଶିଂଟନ,୧୩।୭: ପ୍ରିମିୟର ଲିଗ୍ କ୍ଲବ ଚେଲସି ଓ ଫ୍ରେଞ୍ଚ କ୍ଲବ ପିଏସ୍ଜି ମଧ୍ୟରେ ରବିବାର ଖେଳାଯିବାକୁଥିବା ଫିଫା କ୍ଲବ ଓ୍ବାଲର୍ଡକପ୍ ଫାଇନାଲ ମ୍ୟାଚ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଟମ୍ପ୍ର ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ…
ପିଏମ୍ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର…
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ସରକାର ଚାଲୁ ନ ଥିବା ପିଏମ୍…
ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ: AIIMS ନିର୍ଦ୍ଦେଶକ କହିଲେ ୪୮ ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୧୩।୭: ଏମ୍ସରେ ସଂକଟାପନ୍ନ ଅବସ୍ଥାରେ ବାଲେଶ୍ୱର FM କଲେଜ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ଛାତ୍ରୀଙ୍କ ଶରୀରର ପ୍ରାୟ ୯୦ରୁ ୯୫ ପ୍ରତିଶତ ପୋଡି ଯାଇଛି। ଆସନ୍ତା ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କିଛି ସୁଧାର…
ଡିଜେଲ ନେଉଥିବା ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ
ଚେନ୍ନାଇ,୧୩ା୭: ତାମିଲନାଡୁ ଉତ୍ତର ଭାଗରେ ଥବା ତିରୁଭଲ୍ଲୁରଠାରେ ରବିବାର ଡିଜେଲ ନେଉଥିବା ଏକ ମାଲ୍ବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଚେନ୍ନାଇ-ଅରାକ୍କୋନମ୍ ରୁଟ୍ରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିବା ସଦର୍ନ ରେଲ୍ଓ୍ବେ ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।…
ବାଲୁଗାଁ ଷ୍ଟେଶନରୁ ଚୋରି ଶିଶୁକନ୍ୟା ଗୁରାପଲ୍ଲୀ ଟୋଲ୍ଗେଟ୍ରୁ ଉଦ୍ଧାର, ମା’କୁ ଦେଖି ଦୌଡ଼ିଦୌଡ଼ି ଆସି…
ଖଲ୍ଲିକୋଟ,୧୩ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୁରାପଲ୍ଲୀ ଟୋଲ ଗେଟ୍ଠାରେ ରବିବାର ଦୁଇ ବର୍ଷର ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଛାଡ଼ି ଫେରାର ହୋଇଯାଇଥିଲେ। ଶିଶୁ କନ୍ୟାଟି ଟୋଲ୍ଗେଟଠାରେ ଏକୁଟିଆ ବୁଲୁ ଥିବା…
ରେଭେନ୍ସାରେ ଝାଡ଼ାବାନ୍ତି: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମନ୍ତ୍ରୀ
କଟକ,୧୩।୭: କଟକ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଘଟଣାକୁ ନେଇ ରାଜ୍ୟ ସରକାର ରବିବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ହଷ୍ଟେଲରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍ ବାତିଲ କରାଯାଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରେଭେନ୍ସାରେ…
ଛାତ ଢଳେଇ କାମ ଚାଲିଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲେ ରାଜମିସ୍ତ୍ରୀ, ତଳେ ପଡ଼ି…
ଦିଗପହଣ୍ଡି/ପାଟପୁର,୧୩ା୭(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟ ଜଗନ୍ନାଥ ପଣ୍ଡାଙ୍କ ନୂଆ ଘରର ଛାତ ଢଳେଇ କାମ ଚାଲିଥିବା ବେଳେ ରବିବାର ସକାଳେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧…
Archives


