Home Left

ମହାଭାରତର ବେଳେ ଯେଉଁ ଗ୍ରହ ଚଳନ ହୋଇଥିଲା, ଏବେ ସେହି ଚଳନ, ଜ୍ୟୋତିଷ କହିଲେ ହେବ ମହାଯୁଦ୍ଧ

ନୂଆଦିଲ୍ଲୀ,୮।୫: ଭାରତରେ ହେବାକୁ ଯାଉଛି ବଡ଼ ଯୁଦ୍ଧ। ଏନେଇ ୧୦ମାସ ପୂର୍ବରୁ ହୋଇଛି ଭବିଷ୍ୟବାଣୀ। ଜଣେ ବିଶିଷ୍ଟ ଜ୍ୟୋତିଷ ଗତ ୧୦ ମାସ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଯେ ୨୦୨୫ ମେ ମାସରେ ଏକ ବିରଳ ଗ୍ରହସ୍ଥିତି ଘଟିବ, ଯାହା ମହାଭାରତ…

ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ସଭାପତି, ପାକିସ୍ତାନ ଉପରେ ଲାଗିବ ଆର୍ଥିକ ପ୍ରତିବନ୍ଧକ!

ନୂଆଦିଲ୍ଲୀ,୮।୫: ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି, ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖିବାର କିଛି ଦିନ ପରେ ହୋଇଛି। ଏହି ବୈଠକ…

ଆସନ୍ତାକାଲି ପାକିସ୍ତାନ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତ ନେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ, ୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମେ ୯ ତାରିଖ ପାକିସ୍ତାନ ପାଇଁ ଏକ ର୍ନିଣ୍ଣାୟକ ଦିନ ହେବ। ଏହି ଦିନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଚାଲିଥିବା ୩୭ ମାସିଆ ଏକ୍ସଟେଣ୍ଡେଡ ଫଣ୍ଡ…

କେସିଙ୍ଗା ଏନ୍‌ଏସିରୁ ଦୂର ହେବ ପାନୀୟ ଜଳ ସମସ୍ୟା, ୨୪ ଘଣ୍ଟିଆ ସେବା ପାଇବେ ଲୋକେ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଆଉ ପାନୀୟ ଜଳ ସମସ୍ୟା ରହିବ ନାହିଁ। ସେଥିପାଇଁ ପିଏଚ୍‌ଡି ବିଭାଗ ପକ୍ଷରୁ ୨ କୋଟିରୁ ଊଦ୍ଧର୍‌ବ ବ୍ୟୟ ଅଟକଳରେ ପିଏଚ୍‌ଡିର କାର୍ଯ୍ୟାଳୟ ପରିସରରେ ଥିବା ୧୦ ନମ୍ବର ଓ୍ବାର୍ଡ ଜାଗାରେ ଯୁଦ୍ଧକାଳୀନ…

କଳିଙ୍ଗା ଘାଟିରେ ଦୁର୍ଘଟଣା

ଭଞ୍ଜନଗର,୮।୫(ବାବୁଲା ପ୍ରଧାନ)- ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡ଼ି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଭଞ୍ଜନଗର ଏବଂ ଜି…

ପାକିସ୍ତାନୀ ଫିଲ୍ମ, ୱେବ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ,୮।୫: ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପରେ, ଭାରତ ସରକାର ସମସ୍ତ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ, ଓଟିଟି ସେବା ଏବଂ ଡିଜିଟାଲ୍ ମଧ୍ୟସ୍ଥତାକାରୀମାନଙ୍କୁ ପାକିସ୍ତାନ ଫିଲ୍ମ, ୱେବ ସିରିଜ ଆଦି ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ…

ପାକିସ୍ତାନକୁ ଘାଇଲା କଲା ଭାରତର ଦେଶୀ ‘ଆତ୍ମଘାତୀ ଡ୍ରୋନ’, ଶତ୍ରୁଙ୍କୁ ନିଶାନା କରିବାରେ ଏକ୍ସପର୍ଟ

ନୂଆଦିଲ୍ଲୀ,୮।୫: ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ପାଇଁ ଭାରତର ପସନ୍ଦଯୋଗ୍ୟ ଅସ୍ତ୍ର ସ୍କାଲ୍ପ କ୍ରୁଜ ମିସାଇଲ ଏବଂ ହାମର ବୋମା ସହିତ, ଭାରତୀୟ ସେନା ମଧ୍ୟ ଦେଶୀୟ ନିର୍ମିତ ‘ସ୍କାଇଷ୍ଟ୍ରାଇକର’ ଆତ୍ମଘାତୀ ଡ୍ରୋନକୁ ସଠିକ ଆକ୍ରମଣ ପାଇଁ ମୁତୟନ କରିଥିଲା…

ହାତ ଛାଡିଲା ଚାଇନା! ଭୋ ଭୋ ହୋଇ କାନ୍ଦିଲେ ଶେହବାଜଙ୍କ ଏମପି, କହିଲେ ଭାରତଠୁ ଆମକୁ ବଞ୍ଚାଅ…

ଇସଲାମବାଦ,୮।୫: ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ ପାକିସ୍ତାନରେ ଭୟର ବାତାବରଣ ରହିଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ପୁଣି ଥରେ ଆଟାକ୍‌ କରିପାରେ। ଏହି ସମୟରେ, ପିଏମଏଲଏନ (ପାକିସ୍ତାନ ମୁସଲିମ ଲିଗ-ଏନ) ଏମପି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨: ହିତାଧିକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିରେ ପ୍ରଧାନମନ୍ତ୍ରୀ ଆବାସ-୨ ର ପ୍ରଚାର ପ୍ରସାର ଓ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କେସିଙ୍ଗା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିଛି। ଏ ନେଇ ପୌର ପରିଷଦର ସଦ୍‌ଭାବନା…

India Pakistan War: ଘନେଇଲା ଯୁଦ୍ଧ ଆଶଙ୍କା, ଜାଣନ୍ତୁ କିଏ କରିବ ଯୁଦ୍ଧ ଘୋଷଣା?

ନୂଆଦିଲ୍ଲୀ,୮।୫: ପାକିସ୍ତାନ ବିରୋଧରେ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ, ଦୁଇ ଦେଶ ମଧ୍ୟରେ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଖବର ଆସୁଛି ଯେ ଅପରେଶନ ସିନ୍ଦୂର ପରେ, ପାକିସ୍ତାନ ଭାରତର 15ଟି ସହରରେ ଅବସ୍ଥିତ ସାମରିକ…

ଓଡ଼ିଶାକୁ ଫେରିଲା ହିଟ୍‌ଓ୍ବେଭ୍‌: ମେ ୧୪ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର ,୮।୫: କିଛି ଦିନର ବିରାମ ପରେ ତାପମାତ୍ରା ବୃଦ୍ଧି ସହିତ ଓଡ଼ିଶାକୁ ଗରମ ଏବଂ ଗୁଳୁଗୁଳି ଫେରିଛି, ଯାହା ସାଧାରଣ ଜୀବନଯାତ୍ରାକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏହି ପାଗ ମେ ୧୪…

ଭାରତର ସୁଦର୍ଶନ ଚକ୍ର ବନାମ ଇସ୍ରାଏଲର ଆଇରନ ଡୋମ: କିଏ ଅଧିକ ଭୟଙ୍କର?

ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଜାରି ରହିଛି। ମେ ୭ରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେଶନ ସିନ୍ଦୂର ଆରମ୍ଭ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଏହା ପରେ, ସମସ୍ତେ ଭାରତର ବାୟୁ ପ୍ରତିରକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri