Home Left

ଗ୍ରୀଷ୍ମୀ ପ୍ରବାହ ପାଇଁ ରାଜଧାନୀରେ ୟେଲୋ ଆଲର୍ଟ ଜାରି

ନୂଆଦିଲ୍ଲୀ,୩୧।୫: ଗ୍ରୀଷ୍ମପ୍ରବାହ ପାଇଁ ସିଝୁଛି ସାରା ଦେଶ। ବିଭିନ୍ନ ସହରରେ ଭୀଷଣ ଗରମ ସହ ଗୁଳଗୁଳି ଅନୁଭୂତ ହେଉଛି। ବହୁ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀକୁ ଛୁଇଁଛି। ଏଠାରେ ଭୀଷଣ ଗରମ…

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ ମଧ୍ୟ ଜିଭ ପୋଡିଯିବା ଫଳରେ ପାଟିର ସ୍ବାଦ ଖରାପ ହୋଇଯାଇଥାଏ। ଫଳରେ କିଛି ରାଗ…

ଏକାଧିକ ଥର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫:ସ୍ବାଧୀନ ଭାରତରେ ନରେନ୍ଦ୍ର ମୋଦିଙ୍କୁ ମିଶାଇ ୧୫ ଜଣ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଗୁଲଜାରିଲାଲ୍‌ ନନ୍ଦାଙ୍କୁ ଦୁଇଥରରେ କାମଚଳା ପ୍ରଧାନମନ୍ତ୍ରୀ କରାଯାଇଥିଲା। ଗୁରୁବାର ନରେନ୍ଦ୍ର ମୋଦି ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ…

ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର କଳାହାଣ୍ଡି ସାଂସଦ ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ହେଁ ତାଙ୍କୁ…

ଦୁଇ ପୃଥକ ଅପହରଣ ମାମଲା: ୪ ଗିରଫ

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ଦୁଇଟି ଅପହରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଭବାନୀପାଟଣା ସହରରେ ଗତ କିଛି ଦିନ ତଳେ ବିବାହର ପ୍ରଲୋଭନ ଦେଖାଇ ବେନ୍ଦାଝୋଲା ଗ୍ରାମର ମାନସ ନାଏକ ସାଥୀ…

ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ରହିବ ମୌସୁମୀ

ନୂଆଦିଲ୍ଲୀ,୩୧।୫: ଗତ ଏପ୍ରିଲ ମାସରୁ ଦେଶର ଅଧିକାଂଶ ସହର ତତଲା କଡେଇରେ ପଡି ଏକ ପ୍ରକାର ଛଟପଟ ହେଉଛି କହିଲେ କିଛି ଭୁଲ୍‌ ହେବନି। କାରଣ କେତେକ ସହରର ତାପମାତ୍ରା ୪୮ ଡିଗ୍ରୀ ଛୁଇଁଥିବା ବେଳେ ଦେଶର ଅଧିକାଂଶ ସହରର ତାପମାତ୍ରା…

୧୨ ଚୋରା ବାଇକ ଜବତ: ୨ ଗିରଫ

କଟକ ରୋଡ଼, ୩୧।୫(ଡି.ଏନ୍‌.ଏ.): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରୁଥିବା ଏକ ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କୁ ବଡ଼ଗଡ଼ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳର ପିଣ୍ଟୁ ବେହେରା ଓ କଟକ…

ନିର୍ମଳାଙ୍କ ହାତରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧। ୫: ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମୋଦିଙ୍କ ପ୍ରଥମ ପାଳିରେ ସେ ବାଣିଜ୍ୟ ଓ ଉଦ୍ୟୋଗ, ପ୍ରତିରକ୍ଷା ଭଳି ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରୁ ସେ ଅର୍ଥନୀତିରେ…

ପୀୟୂଷ ଗୋୟଲଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୫: ଗୁରୁବାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋଦିଙ୍କ ପ୍ରଥମ ପାଳିରେ ରେଳ ମନ୍ତ୍ରଣାଳୟ ପୀୟୂଷ ଗୋୟଲଙ୍କ ନିକଟରେ ରହିଥିବା ବେଳେ ଚଳିତ ଥର ମଧ୍ୟ ସେ ରେଳ ମନ୍ତ୍ରୀ…

ଯବାନଙ୍କ ବଦାନ୍ୟତା

ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏହି ଯବାନମାନେ ୫ କିଲୋମିଟର ବାଟ ଏକ ଖଟରେ ବୋହି ନେଇ ଡାକ୍ତରଖାନା…

ଫିଟ୍‌ ଥିଲେ ଓପନିଂ କରିବେ ଓ୍ବାର୍ନର

ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍‌ନେସକୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଅଷ୍ଟ୍ରେଲିଆନ ଓପନରଙ୍କ ମାଂସପେଶୀରେ ଆଘାତ…

ବାଇକ୍‌ରେ ଭାରତରୁ ଲଣ୍ଡନ ଯାତ୍ରା କରିବେ ୩ ମହିଳା

ସୁରଟ,୩୧।୫: ଗୁଜରାଟ ସୁରଟର ବାଇକ୍‌ ରାଇଡର୍ସ ଗ୍ରୁପର ୩ ମହିଳା ‘ବାଇକିଂ କୁଇନ୍‌’ ଭାରତରୁ ଲଣ୍ଡନ ଯାତ୍ରା କରିବାକୁ ବାହାରିଛନ୍ତି। ଏହି ଯାତ୍ରା ସମୟରେ ଏମାନେ ୨୫ ଦେଶ ଓ ୩ ମହାଦେଶ ଏସିଆ, ୟୁରୋପ ଓ ଆଫ୍ରିକା ଅତିକ୍ରମ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?