ଟିସୁ ପେପରରେ ବାହାଘର ପୋଷାକ ତିଆରି କରି ରେକର୍ଡ କଲେ ମହିଳା
କାରି କରଲୋଟୋ ନାମକ ନ୍ୟୁୟର୍କର ଜଣେ ମହିଳା ଟଏଲେଟରେ ବ୍ୟବହାର କରାଯାଉଥିବା ଟିସୁ ପେପର ବ୍ୟବହାର କରି ଏକ ବିବାହ ପୋଷାକ ତିଆରି କରି ଆସିଛନ୍ତି ଚର୍ଚ୍ଚାକୁ। କେବଳ ସେତିକି ନୁହେଁ ନ୍ୟୁୟର୍କ ଆୟୋଜିତ ଏକ ଫ୍ୟାଶନ କମ୍ପିଟିଶନରେ ଯୋଗ ଦେଇ…
ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ
ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶର…
‘କଂଗ୍ରେସକୁ ଦରକାର ଜଣେ ଅମିତ ଶାହ’
ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ ଏବେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି। ଏଥର ନିର୍ବାଚନରେ ମାତ୍ର ୫୨ଟି ଆସନରେ ସୀମିତ ରହିବା ପରେ ଦଳର ବହୁ ନେତା…
ବରିଷ୍ଠ ନାଗରିକଙ୍କୁ ମିଳିବ ୩ହଜାର ଟଙ୍କା ପେନସନ୍
ଭିଜୟଓ୍ବାଡା,୩୦।୫: ଓ୍ବାଏସ୍ଆର୍ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ସେ ଶପଥ ଗ୍ରହଣ କରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ଦେଇଛନ୍ତି…
ନକଲି ବିରାଟ କୋହଲି, ମିଛ ପ୍ରମାଣପତ୍ର ସାହାରାରେ ହେଲେ ସରପଞ୍ଚ: ଆଉ ତା’ପରେ..
ପୁଣେ, ୩୦।୫: ମହାରାଷ୍ଟ୍ର ପୁଣେର ଏକ ଗାଁରେ ଜଣେ ବ୍ୟକ୍ତି ନକଲି ବିରାଟ କୋହଲି, ମିଛ ପ୍ରମାଣପତ୍ର ଦେଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ବିଠଲ ଘାଓ୍ବଟେ ନାମକ ଏହି ବ୍ୟକ୍ତିଙ୍କ ଅସଲ ମୁଖା ଖୋଲିବା ପରେ ତାଙ୍କ ସରପଞ୍ଚ ପଦ…
ରେଡ୍ କଷ୍ଟ୍ୟୁମରେ ମନ କିଣିଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କେଫ୍ ଏବେ ଖୁବ୍ ଚର୍ଚ୍ଚାରେ କାହିଁକି ନାଁ ସେ ଏବେ ବେଶ୍ ବ୍ୟସ୍ତ ତାଙ୍କ ଅପ୍ କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ। ନିକଟରେ ସେ ମୁମ୍ବାଇରେ ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସମୟର ଫଟୋ…
ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ ଜାଣନ୍ତି କି?
ବାଘର ଶିକାର ହେଉଛି ହରିଣ। ହରିଣଙ୍କୁ ବାଘ ଖୁବ୍ ସହଜରେ ଶିକାର କରିନିଏ। ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା…. ଇଂଲଣ୍ଡର ବୈଜ୍ଞାନିକ ଡ. ଫେନେଲଙ୍କ ଅନୁସାରେ ହରିଣ କେବଳ ନୀଳ ଏବଂ ସବୁଜ ରଙ୍ଗକୁ ଚିହ୍ନିପାରେ। ତେଣୁ ଏହାର…
ପ୍ରତାପଙ୍କୁ ବି ପିଏମ୍ଓରୁ ଆସିଲା ଫୋନ୍ କଲ୍
ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ଏବେ ସବୁଠାରୁ ବଡ ଆଲୋଚନାର ବିଷୟ ହେଉଛି କେଉଁ ନେତାମାନେ ସାମିଲ ହେବେ ମୋଦି ସରକାରରେ। ବିଭିନ୍ନ ରାଜ୍ୟର ନେତାଙ୍କ ନିକଟକୁ…
କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର
ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ସେଠାରେ କଳ୍ପନାଙ୍କ ପ୍ରାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ…
ଆଜିଠୁ ବିଶ୍ୱକପ୍: ଦେଖନ୍ତୁ ୧୯୭୫ରୁ ୨୦୧୯ ମଧ୍ୟରେ କେମିତି ବଦଳିଛି ଟିମ୍ ଇଣ୍ଡିଆର ଜର୍ସି
ନୂଆଦିଲ୍ଲୀ, ୩୦।୫: ମେ ୩୦ ଅର୍ଥାତ୍ ଗୁରୁବାରଠାରୁ ଆଇସିସି ବିଶ୍ୱକପ୍ର ଦ୍ୱାଦଶ ସଂସ୍କରଣ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି। ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ଜର୍ସି ଉନ୍ମୋଚିତ ହୋଇଥିଲା। ଟିମ୍ ଇଣ୍ଡିଆର ଜର୍ସି ପ୍ରତି ବିଶ୍ୱକପରେ ବଦଳାଯାଏ। ଏହି ପରମ୍ପରା ୧୯୮୫ରୁ…
ସାଇକେଲରେ ଶପଥ ଗ୍ରହଣ ଉତ୍ସବକୁ ଯିବେ ଏହି ଏମପି
ନୂଆଦିଲ୍ଲୀ,୩୦।୫: ଲେକା ସଭା ନିର୍ବାଚନରେ ଭାଜପା ନେତୃତ୍ୱଧୀନ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି ସରକାର ଗଠନ କରିବାକୁ ଯାଉଥଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନରେ ମୋଦି ନୂଆ ମନ୍ତ୍ରୀ…
ସୁସ୍ଥ ଅଛନ୍ତି ତନୁଜା
ମୁମ୍ବାଇ: ବଲିଉଡ୍ର ଭେଟେରାନ୍ ଆକ୍ଟ୍ରେସ୍ ତନୁଜା(୭୫) ଏବେ ସୁସ୍ଥ ଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ସର୍ଜରୀ ପରେ ସେ ଏବେ…

