Home Left

ପେଟ୍ରୋଲ ବିକ୍ରିକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା: ଏଣିକି ଆସନ୍ତାକାଲିଠୁ…

ଭୁବନେଶ୍ୱର,୨୧।୭: ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ। ପେଟ୍ରୋଲ ପମ୍ପ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ବଡ଼ ସୂଚନା। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ। ପ୍ଲାଷ୍ଟିକ…

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦ୍ରାପଡ଼ାରେ ହେବ…

ଭୁବନେଶ୍ୱର,୨୧।୭: ସରକାରୀ କାର୍ଯ୍ୟର ସମୀକ୍ଷା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାରଙ୍କ ଟପ୍‌-୨୧ ଏଜେଣ୍ଡା ଭିତରେ ଏହା ସ୍ଥାନ ପାଇ…

ଅପରେସନ୍ ସିନ୍ଦୂର: କିରାନା ହିଲ୍ସରେ ଭାରତର ଆକ୍ରମଣ ନେଇ OSINT ବିଶେଷଜ୍ଞଙ୍କ ଦାବି

ନୂଆଦିଲ୍ଲୀ,୨୧।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ’ ୨୦୨୫ରେ ହୋଇଥିବା ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନର କିରାନା ହିଲ୍ସକୁ ଆକ୍ରମଣ କରିଥିବା ନେଇ ଜଣେ ପ୍ରଖ୍ୟାତ ଓପନ୍-ସୋର୍ସ ଇଣ୍ଟେଲିଜେନ୍ସ (OSINT) ବିଶେଷଜ୍ଞ ଦାବି କରିଛନ୍ତି। କିରାନା ହିଲ୍ସ, ଯାହା ପାକିସ୍ତାନର…

ଡିଏଫଓଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଆଉ ଗଦା ଗଦା ପ୍ଲଟ୍‌, ତାଜୁବ ହୋଇଗଲା ଭିଜିଲାନ୍ସ

କେନ୍ଦୁଝର,୨୧।୭ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡ଼ିଶା ଦୁର୍ନୀତି ବିଭାଗ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦ୍ୱିତୀୟ ଦିନ ଚଢାଉ ଜାରି ରଖିଛି । ଆଜି କେନ୍ଦୁଝରର ଅଫିସ ଓ…

ପ୍ରେମିକଙ୍କ କଥାରେ ପଡ଼ି ସ୍ବାମୀଙ୍କୁ ବିଷ ଦେଇଦେଲେ ସ୍ତ୍ରୀ: ଆଉ ତା’ପରେ ଘଟିଗଲା…

ଚେନ୍ନାଇ,୨୧।୭: ଭାରତର ଦକ୍ଷିଣ ରାଜ୍ୟ ତାମିଲନାଡୁରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି। ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। କାରଣ ସେ ତାଙ୍କ ଏବଂ ତାଙ୍କ ପ୍ରେମିକଙ୍କ…

ବରଗଡ଼ରେ ଚାଞ୍ଚଲ୍ୟ: ଘରେ ପଶି ମା’, ଝିଅଙ୍କୁ ହାଣିଲେ

ପଦ୍ମପୁର,୨୧।୭: ବରଗଡ଼ ଜିଲା ପଦ୍ମପୁର ପଥୁରି ଗାଁରେ ସୋମବାର ଘଟିଛି ଡବଲ ମର୍ଡର୍‌। ଘରେ ପଶି ମା’, ଝିଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ପୁତୁରା ଥାନାରେ ଆତ୍ମସମର୍ପଣ କରିବା…

ଏମିତି କି ଭୁଲ୍‌ କରିଛନ୍ତି ହରଭଜନ ସିଂ, ୨୦୦ଥର କ୍ଷମା ମାଗିବା ପରେ ମଧ୍ୟ ମନ ମାନୁନି

ନୂଆଦିଲ୍ଲୀ,୨୧।୭: ହରଭଜନ ସିଂହ ଏକ ବଡ଼ ଭୁଲ କରିଛନ୍ତି। ଏହି ଭୁଲ୍‌ ପାଇଁ ସେ ୨୦୦ଥର କ୍ଷମା ମାଗିଛନ୍ତି। ଏହି ଭୁଲ୍‌କୁ ସେ ତାଙ୍କ କ୍ୟାରିୟରରୁ ଡିଲିଟ କରିବାକୁ ଚାହାଁନ୍ତି। ହରଭଜନ ନିଜେ ଅଶ୍ୱିନଙ୍କ YouTube ପୋଡକାଷ୍ଟରେ କହିଛନ୍ତି। ଭଜ୍ଜୀଙ୍କୁ ଆଘାତ…

ପରିବାରରୁ କେହି ଦେଖା କରିବାକୁ ଆସୁନାହାନ୍ତି, ତଥାପି ନାହିଁ ଅନୁତାପ: ସୋନମ ରଘୁବଂଶୀଙ୍କ ଜେଲରେ ପୁରିଲା ଏକ ମାସ

ନୂଆଦିଲ୍ଲୀ,୨୧।୭: ମେଘାଳୟରେ ହନିମୁନ୍‌ରେ ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ସୋନମ ରଘୁବଂଶୀ ଶିଲଂ ଜେଲରେ ଏକ ମାସ ଅତିବାହିତ କରିଛନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସୋନମ ନିଜ କାର୍ଯ୍ୟ ପାଇଁ କୌଣସି ଅନୁତାପ ପ୍ରକାଶ କରିନାହାନ୍ତି ଏବଂ…

ବାଂଲାଦେଶରେ ବିମାନ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ ଭିଡିଓ, କେମିତି ହୋଇଥିଲା…

ଢାକା,୨୧।୭: ବାଂଲାଦେଶର ରାଜଧାନୀ ଢାକାରେ ଏକ ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ସୋମବାର ଦିନ ପ୍ରାୟ ୧.୩୦ ସମୟରେ ବାଂଲାଦେଶ ବାୟୁସେନାର ଏକ ତାଲିମ ବିମାନ ମାଇଲଷ୍ଟୋନ କଲେଜ କୋଠା ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…

ବିଳାସପୂର୍ଣ୍ଣ ଗାଡ଼ି ଚୋରି କରି କୋଟି କୋଟି ଟଙ୍କାରେ ବିକୁଥିଲେ MBA ଗ୍ରାଜୁଏଟ୍‌: ଧରାପଡ଼ିବାରୁ…

ଚେନ୍ନାଇ,୨୧।୭: ତାମିଲନାଡୁର ଚେନ୍ନାଇ ପୋଲିସ ରାଜସ୍ଥାନର ଜଣେ ଚୋରକୁ ଗିରଫ କରିଛି। ସେ ଗତ ୨୦ ବର୍ଷ ଧରି ଚୋରି କରୁଥିଲା। ସେ ଏହି ୨୦ ବର୍ଷ ମଧ୍ୟରେ ୧୦୦ରୁ ଅଧିକ କାର ଚୋରି କରିଥିଲେ ଏବଂ ସେଗୁଡ଼ିକୁ ବିକ୍ରି କରି…

କେବେ ଆରମ୍ଭ ହେବ ରେଳ ପ୍ରକଳ୍ପ କାର୍ଯ୍ୟ, ଚାହିଁ ବସିଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୨୧/୭(ବାବୁଲା ପ୍ରଧାନ)-ଦେଶ ସ୍ବାଧୀନତା ଲାଭ କରିବାର ଇତିମଧ୍ୟରେ ୭୮ ବର୍ଷ ବିତିଗଲାଣି। କନ୍ଧମାଳ ଜିଲାବାସୀ ଏବଂ ଭଞ୍ଜନଗର ଉପଖଣ୍ଡବାସୀ ନିଜ ଅଞ୍ଚଳରେ ରେଳ ସେବା ଦେଖିନାହାନ୍ତି। ଆଗକୁ କେବେ ରେଳ ଲାଇନ ଦେଖିବେ ତାହା ମଧ୍ୟ ସଠିକ କିଛି ଜଣା ପଡୁନାହିଁ।…

ତାମିଲନାଡୁରେ ଫସିଛନ୍ତି ୯ ଶ୍ରମିକ: ଉଦ୍ଧାର ପାଇଁ ଜିଲାପାଳଙ୍କୁ ଗୁହାରି

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲାକୁ ଦାଦନ ଶ୍ରମିକ ସମସ୍ୟା ପିଛା ଛାଡୁନି। ଅଧିକାଂଶ ଲୋକ ନିଜ ଅଞ୍ଚଳରେ ମନ ପସନ୍ଦର କାମ ପାଉନାହାନ୍ତି। ତେଣୁ ବାଧ୍ୟ ହୋଇ ଦାଦନ ଶ୍ରମିକ ଭାବେ ଅନ୍ୟ ଜିଲାକୁ ଚାଲି ଯାଉଛନ୍ତି। ଦାଦନ ଶ୍ରମିକ ସମସ୍ୟା ଦୂର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri