Home Left

ଜୁନ୍‌ ୯ରେ ତିରୁପତି ଗସ୍ତ କରିବେ ମୋଦି

ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା ଅଧ୍ୟକ୍ଷ କାନ୍ନା ଲକ୍ଷ୍ମୀ ନାରାୟଣ ସୂଚନା ଦେଇଛନ୍ତି। ସେଠାରେ ସେ ବାଲାଜି ମନ୍ଦିରରେ ପୂଜାର୍ଚ୍ଚନା…

ନିଆରା ପ୍ରତିଯୋଗିତା ‘ପନଜତ୍‌ ପିନାଙ୍ଗ’

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ ଇଣ୍ଡୋନେସିଆରେ ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ସେଠାକାର ଅଧିବାସୀଙ୍କ ମଧ୍ୟରେ…

ବ୍ୟକ୍ତିତ୍ୱ: ହୋମର ଅନୁପ୍ରାଣିତ କବି ଲର୍ଡ ଟେନିସନ୍‌

ବିଶ୍ୱର ଏମିତି କୌଣସି ସାହିତ୍ୟ ସ୍ରଷ୍ଟା ନାହାନ୍ତି, ଯେଉଁମାନେ ହୋମରଙ୍କ ରଚନା ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି। ସେକ୍ସପିୟରଙ୍କଠୁ ଆରମ୍ଭ କରି ରାଧାନାଥ ରାୟ ବାହାଦୁର – ମହାକବି ହୋମରଙ୍କ ଦ୍ୱାରା ବହୁଭାବରେ ପ୍ରଭାବିତ। ସେମିତି ଜଣେ ହୋମର ପ୍ରଭାବିତ ବିଶ୍ୱ ସାହିତ୍ୟର…

ଟୁଇଟର୍‌ରେ ଦେଖାଯାଉ ନାହାଁନ୍ତି କଂଗ୍ରେସର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା

ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର୍‌ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍‌ ଆକାଉଣ୍ଟ ଡିଲିଟ୍‌ ହୋଇ ଯାଇଥିବା କୁହାଯାଉଛି। କିଛିଦିନ ହେବ ସେ ଦିବ୍ୟା କଂଗ୍ରେସ ଛାଡିବା ନେଇ ଆଲୋଚନା…

ଭାରତୀୟ ଉଚ୍ଚାୟୁକ୍ତଙ୍କ ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଧମକାଇଲେ ପାକିସ୍ତାନ ଅଧିକାରୀ

ଇସଲାମାବାଦ୍‌,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍‌ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ ଅଧିକାରୀମାନେ ଧମକାଇବା ସହିତ ଏକ ଘରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ପାକିସ୍ତାନରେ…

ଆରଡିରେ ଶିବ ବିବାହ: ଦେବ, ଦାନବ, କିନ୍ନର ସାଜନ୍ତି ବରଯାତ୍ରୀ; ଅର୍ଦ୍ଧରାତ୍ରରେ ହୁଏ ବିବାହ ସମ୍ପନ୍ନ

ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ପ୍ରତିବର୍ଷ ଶିବ ବିବାହ ଅନୁଷ୍ଠିତ ହୋଇଆସୁଛି । ପବିତ୍ର ଶୀତଳ ଷଷ୍ଠୀରେ ଏଠାରେ ବୈଦିକରୀତି ଅନୁସାରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କର ପାଣିଗ୍ରହଣ କରିଥାନ୍ତି … ଶାସ୍ତ୍ରାନୁସାରେ ଦେବ, ମାନବ, ଦାନବ ସଭିଏଁ…

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି। କାରଣ ପୂର୍ବରୁ ଭାଜପା କୋଟାରେ ମନ୍ତ୍ରିପଦ ପୂରଣ ହୋଇ ସାରିଥିବା ବେଳେ ଏବେ…

ଭିଡରେ ଅଣନିଃଶ୍ୱାସି ହୋଇ ଟ୍ରେନ୍‌ରେ ଯୁବତୀଙ୍କ ମୃତ୍ୟୁ

ଲକ୍ଷ୍ନୌ,୨।୬: ଉତ୍ତର ପ୍ରଦେଶରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଶୁକ୍ରବାର ରାତିରେ ଗୋଟିଏ ପରିବାର ଯାତ୍ରା କରୁଥିବା ସମୟରେ ଏମାନଙ୍କ ମଧ୍ୟରେ ଥିବା ସୀତା(୧୮) ନାମକ ଜଣେ ଯୁବତୀଙ୍କର ଭିଡ ଯୋଗୁ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବାନ୍ଦା ନିବାସି…

ଆମେରିକା ଭିଜା: ଆବେଦନକାରୀଙ୍କୁ ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡ଼ିଆ ତଥ୍ୟ

ଓ୍ବାଶିଂଟନ,୨।୬: ଆମେରିକା ଭିଜା ବ୍ୟବସ୍ଥାରେ ଏବେ ନୂଆ ନିୟମ ସଂଯୁକ୍ତ କରାଯାଇଛି। ଏବେ ଏଥିପାଇଁ ଆବେଦନକାରୀଙ୍କୁ ସୋସିଆଲ୍‌ ମିଡ଼ିଆ ତଥ୍ୟ, ଇମେଲ୍‌ ଠିକଣା ତଥା ଫୋନ୍‌ ନମ୍ବର ସୂଚନା ଦେବାକୁ ପଡ଼ିବ। ଗତ ୫ ବର୍ଷ ଧରି ଆବେଦନକାରୀ ବ୍ୟବହାର କରୁଥିବା…

ତେଲେଙ୍ଗାନା ଗଠନ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨।୬: ତେଲେଙ୍ଗାନା ଗଠନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାଜ୍ୟବାସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସୂଚନାଯୋଗ୍ୟ, ୨ ଜୁନ୍‌ ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଔପଚାରିକ ଭାବେ କାର୍ଯ୍ୟକାରୀ ହୋଇଥିଲା। ତେଲେଙ୍ଗାନା…

ଅନିନ୍ଦିତାଙ୍କ ଇମ୍ଫାଲରୁ ବ୍ୟାଙ୍କକ ଯାତ୍ରା

ସେ କେବଳ ସ୍ବପ୍ନ ଦେଖନ୍ତିନି, ସ୍ବପ୍ନକୁ ସାକାର କରିବାରେ ବିଶ୍ୱାସ ରଖନ୍ତି। ପ୍ରତିବନ୍ଧକକୁ ଏଡ଼େଇ ଦେଇ କେମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ସେ ଭରସା ରଖନ୍ତି ନିଜ ଉପରେ। ସେଇଥିପାଇଁ ନିଜେ କାର୍‌ ଚଲେଇ ଇମ୍ଫାଲରୁ ଯାଇ ପହଞ୍ଚତ୍ପାରିଲେ ବ୍ୟାଙ୍କକ୍‌ରେ… ସେ କେବଳ…

ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…

ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ ମନ୍ତ୍ରଶକ୍ତିକୁ ଉପଯୋଗ କରି ଆଖି ଆଗରେ ଆସି ପହଞ୍ଚତ୍ୟିବ। ସେସବୁ ଘଟୁଥିଲା ପୌରାଣିକ ଯୁଗରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?