ଇୟର ଫୋନ୍ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ
ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍ ଲଗାଇ ବାଇକ୍ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ ଯୁବକ କାନରେ ଇୟରଫୋନ୍ ଲଗାଇ ବାଇକ୍ ଚଲାଇ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍…
ହଳଦିଆପଦର ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ,୨।୬: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳବାଇ ପୋଲିସ ରବିବାର ସକାଳେ ହଳଦିଆପଦର ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଟ୍ରେନ ଆଗକୁ ଡେଇଁ…
ରାଜଧାନୀରେ ଯୁବକଙ୍କୁ ଗଳାକାଟି ହତ୍ୟା, କାର୍ଟୁନରେ ଗୁଡ଼ାଇ ଫିଙ୍ଗିଦେଲେ
ଭୁବନେଶ୍ୱର,୨।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟରେ ଥିବା ଏକ ହର୍ଟିକଲ୍ଚର କ୍ୟାମ୍ପସ ଭିତରୁ ଶନିବାର ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ନୟାଗଡ଼ କଣ୍ଟିଲୋ ଅଞ୍ଚଳର ଦିଲୀପ କୁମାର ସାହୁ। ଦିଲୀପଙ୍କୁ ମଦ ପିଇବାକୁ…
ରାତିପାହିଲେ ସାବିତ୍ରୀ: କେନ୍ଦୁଝର ବଜାରରେ ବଢ଼ୁଛି ଜଙ୍ଗଲୀ ଫଳର ଚାହିଦା
କେନ୍ଦୁଝର,୨।୬( ସ୍ବ.ପ୍ର.): ରାତିପାହିଲେ ସାବିତ୍ରୀ ବ୍ରତ। ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲୋକଙ୍କ ଭିଡ଼ ଲାଗିଛି। ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର ରାସ୍ତା କଡ଼ ତଥା ହାଟ ବଜାରରେ ଦେଖିବାକୁ ମିଳୁଛି। ବନବାସୀ ଜଙ୍ଗଲ ଓ ପାହାଡ଼ରୁ…
ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଇନ୍ଦୋର,୨।୬: ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ନିଆରା। ପରିବେଶ ସନ୍ତୁଳନରେ ପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବେଦୟାକୁ ଭାରତୀୟ ସମାଜ ଅତିପୁରାତନ କାଳରୁ ଗୁରୁତ୍ୱ ଦେଇଥାଏ। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ଜହର…
ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ
ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର। କ୍ୟାଟ୍ରିନାଙ୍କୁ ଜଣାଇ ଦେବା ପାଇଁ ସୋନମ ସୋସିଆଲ ମିଡିଆରେ ଜାହ୍ନବୀଙ୍କ ଏକ ଫଟୋ ଶେୟାର…
ନୂଆ ଓଡ଼ିିଆ ସିନେମା ‘ଚିରକୁଟ୍’: ଲିଡ୍ ରୋଲ୍ରେ ଅରୋଜିତ ଏବଂ ଅନନ୍ୟା; ନିର୍ଦ୍ଦେଶନା ଦେବେ ପପୁ ପମପମ
ପ୍ରେମ ଏପରି ଏକ ନିଶା ଯାହା ଥରେ ଘାରିଲେ ସହଜରେ ଛାଡ଼ି ନ ଥାଏ। ଆଉ ସେଥିରୁ ଜଣେ ବସ୍ତି ପିଲା ବାଦ୍ ପଡ଼ିବ କିପରି ? ସେହି ଭଲ ପାଇବା ଭିତରେ ତାହାର ଅଭାବ, ଅସୁବିଧା, ସଂଘର୍ଷ ପ୍ରତିଫଳିତ ହୋଇଛି।…
ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ବିଭାଗ ମିଳିଥିବା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଦାୟିତ୍ୱ ବହନ…
୩୨ ବର୍ଷରେ ପାଦ ଦେଲେ ସୋନାକ୍ଷୀ
ମୁମ୍ବାଇ, ୨।୬: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ୩୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍ରେ ୨୦୧୦ରେ ଦବଙ୍ଗ…
ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ
ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି। ସୂଚନାଯୋଗ୍ୟ, ଏଥର କେବଳ ଜେଡିୟୁ କୋଟା ଥିବାରୁ ଏଥିରେ କୌଣସି ଭାଜପା ନେତାଙ୍କୁ ସାମିଲ…
ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର
ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ଗୁରୁ ନାନକଙ୍କର ୫୫୦ ତମ ପ୍ରକାଶ ପର୍ବକୁ ଆଖି ଆଗରେ ରଖି ଏହି…
ଛାଡ଼ପତ୍ରର ୧୦ ମାସ ପରେ ଜନ୍ମ ହେଲା ପୁତ୍ର: ଡିଏନ୍ଏ ଟେଷ୍ଟ ପରେ ପୁଣି ବିବାହ କଲେ ମାତାପିତା
ଝଜ୍ଜର,୨।୬: ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କର ପୁଣି ଥରେ ବିବାହ କରାଇଛି ନବଜାତ ଶିଶୁପୁତ୍ର। ଏଭଳି ଏକ ରୋଚକ ଘଟଣା ହରିୟାଣାର ଝଜ୍ଜରରେ ଘଟିଛି। ଏଠାରେ ୪ବର୍ଷ ତଳେ ବିବାହ କରିଥିବା ଦମ୍ପତିଙ୍କର କୌଣସି କାରଣରୁ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ରର ୧୦ ମାସ…

