Home Left

ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ : ୧.୪୪ କୋଟିରେ ହେଲା ନିଲାମ

ଲଣ୍ଡନ : ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ ମଧ୍ୟରେ ଶୁମାର ହର୍ମିସ ବିର୍କିନର ଏକ ହ୍ୟାଣ୍ଡବ୍ୟାଗ୍‌ ସ୍ଥାନ ପାଇଛି। ଯାହା ୧.୪୪ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ବ୍ୟାଗ୍‌ର ନାଁ ‘ଦ ୨୦୧୫ ହିମାଳୟ ନିଲୋଟିକ୍‌୍‌ସ କ୍ରୋକୋଡାଇଲ୍‌ ବିର୍କିନ ୩୫’…

ମସ୍ତିଷ୍କ ଜ୍ୱରକୁ ନେଇ ଝାଡ଼ଖଣ୍ଡରେ ହାଇ ଆଲର୍ଟ ଜାରି

ରାଞ୍ଚି,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱର ମହାମାରୀର ରୂପ ନେଲାଣି। ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କର ମସ୍ତିଷ୍କ ଜ୍ୱର ଯୋଗୁ ମୃତ୍ୟୁ ହୋଇସାରିଲାଣି। ତେବେ ଏହି ଭୟଙ୍କର ଜ୍ୱରକୁ ଦେଖି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମଧ୍ୟ ସରକାରଙ୍କ ତରଫରୁ ହାଇ…

ଗଛରେ ଆର୍ବିଭାବ ହେଲା ଭଗବାନଙ୍କ ଆକୃତି: ଲୋକେ ଏହାକୁ କରିଦେଲେ ମନ୍ଦିର

କୋଏମ୍ବାଟୁର,୧୭।୬: ତାମିଲନାଡୁର କୋଏମ୍ବାଟୁରରେ ଏକ ରାସ୍ତାକଡ଼ରେ ଥିବା ଗୁଲମୋହର ଗଛରେ ଭଗବାନଙ୍କ ଗଣେଷଙ୍କ ଆକୃତି ଦେଖି ଲୋକେ ଏହାକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗଛର କାଣ୍ଡରେ ଗଣେଷଙ୍କ ଏକ ଆକୃତି ହେବା ପରେ ସ୍ଥାନୀୟ ଲୋକେ ସେଠାରେ ଭଗବାନଙ୍କ…

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର କ୍ରମାଗତ ୭ମ ବିଜୟ। ଏହା ପାକିସ୍ତାନୀ ପ୍ରଶଂସକଙ୍କୁ ନିରାଶ…

ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର

ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ ଗଙ୍ଗାଦେବୀଙ୍କୁ ଆବାହନ ପରେ ମହାପ୍ରଭୁମାନଙ୍କ ସ୍ନାନନୀତି ଆରମ୍ଭ ହୋଇଥିଲା । ତିନି ପୂଜକ ସଂକଳ୍ପ…

ବଜ୍ରପାତ ନେଲା ୨ ଜୀବନ

ପାପଡ଼ାହାଣ୍ଡି, ୧୭।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମରେ ରବିବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ବିଷମ ନାୟକ ଓ ମହେନ୍ଦ୍ର ଭତରା। ସୋମବାର ସେମାନଙ୍କ ମୃତଦେହ ଜମିରୁ ଉଦ୍ଧାର କରାଯାଇଛି।…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୭।୬; ପୂର୍ବ ଇଣ୍ଡୋନେସିଆରେ ସୋମବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୨। ହେଲେ ଏଥିରେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ୟୁରୋପିୟାନ ମେଡିଟରାନିଅନ ସିସମୋଲୋଜିକାଲ ସେଣ୍ଟରର ସୂଚନା ମୁତାବକ, ତିରୋର ଦ୍ୱୀପର କୁପାଙ୍ଗ…

ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ଆରମ୍ଭ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ରବିବାର ରାତିରେ ବଡ଼ସିଂହାର ବେଶ ପରେ ୩ଠାକୁର…

ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି କୁହାଯାଉଛି। ଗୁଲାମ୍‌ ଅବ୍ବାସ୍‌ ନାମକ ୩୬ ବର୍ଷ ବୟସ୍କ ଯୁବକ ୨୦୦୬ରେ ତାଙ୍କ ପଡ଼ୋଶୀଙ୍କୁ…

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ତାଙ୍କର କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ହେଲେ ଏବେ ତାଙ୍କର…

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ: ଅମିତ ଶାହ କହିଲେ, ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ, ୧୭।୬: ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ମହାବିଜୟ ପରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବହୁ ରାଜନେତା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭାରତୀୟ ଦଳର ବିଜୟରେ ଖୁସି ବ୍ୟକ୍ତ କରି…

ଯୋଗ କରୁଥିଲେ..

ନିଜର ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ଥରେ ସାମିଲ କରନ୍ତୁ ନା ! ତେବେ ଜାଣିପାରିବେ ଏହାର ସୁପ୍ରଭାବ ବିଷୟରେ ଆପେ ଜାଣିପାରିବେ। ହେଲେ ଯୋଗ କରିବା ପୂର୍ବରୁ କେତୋଟି ବିଷୟ ପ୍ରତି ନଜର ଦେବା ନିହାତି ଜରୁରୀ। ଜାଣନ୍ତୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?