Home Left

ବଳୟ ଗ୍ରହର ନୀଳ ବିଜୁଳି

‘ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଥିବାରୁ ବିଜୁଳି ମାରିବା ସମ୍ଭବ ହେଉଛି। ଯଦି ଏଠାରେ ବାୟୁମଣ୍ଡଳ ନ ଥାଆନ୍ତା, ତା’ହେଲେ ବାଦଲ ନ ଥାଆନ୍ତା କି ବିଜୁଳି-ଘଡ଼ଘଡ଼ି ଅନୁଭୂତ ହୁଅନ୍ତା ନାହିଁ। ଆମେ ପୃଥିବୀ ଉପରେ ରହୁ। ପୃଥିବୀ ଗୋଟିଏ ଗ୍ରହ।…

ଦାରିଙ୍ଗବାଡ଼ିରେ ପ୍ରକୃତି ବଞ୍ଚାଇବାକୁ ଉଦ୍ୟମ, ସାମୁହିକ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୮।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବନାଞ୍ଚଳର ସାରିଙ୍ଗିଇର୍ପି ପାହାଡ଼ ନିକଟରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜନଜାତି ସଂପ୍ରଦାୟର…

ସ୍ବାସ୍ଥ୍ୟୋପକାରୀ ଲେମ୍ବୁପାଣି

ଲେମ୍ବୁପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା କହିବା ବାହୁଲ୍ୟ। ସେ ସମ୍ପର୍କିତ କେତୋଟି ଟିପ୍ସ.. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। କାରଣ ଏଥିରେ ଭିଟାମିନ୍‌ ‘ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ପିଇବା ଦ୍ୱାରା…

ପାଣି ଘେରରେ ବଗପାଟିଆର ୫ଶହ ପରିବାର

ରାଜନଗର, ୮।୭(ଡି.ଏନ.ଏ.): ଗତ ଏକ ସପ୍ତାହ ଧରି ବର୍ଷା ଲାଗି ରହିଛି। ତେବେ ବର୍ଷା ଯୋଗୁ ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ବଗପାଟିଆ ଠାରେ ବସବାସ କରୁଥିବା ସାତଭାୟାବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ବର୍ଷାଜଳ ଜମି…

ବିଶ୍ୱକପରୁ ବିଦା ହୋଇ ଘରେ ପହଞ୍ଚିଲା ପାକିସ୍ତାନ ଦଳ: ଏମିତି କରାଗଲା ସ୍ବାଗତ

ଇସଲମାବାଦ, ୮।୭: ବିଶ୍ୱକପରୁ ବିଦା ହେବାପରେ ପାକିସ୍ତାନ ଦଳର ଖେଳାଳିମାନେ ନିଜ ଦେଶରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ସେମାନଙ୍କ ଘରେ ଛଡାଯାଇଥିଲା। ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଦର୍ଶକ ଯେଉଁଭଳି ଭାବରେ ସୋସିଆଲ ମିଡିଆରେ କ୍ରୋଧ…

କାଳିଆପଡ଼ାଠାରେ ୩ କାର୍‌ ଦୁର୍ଘଟଣାଗ୍ରସ୍ତ: ୭ ଗୁରୁତର

ନୟାଗଡ଼ ଅଫିସ, ୮ା୭: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ଆଡ଼କଟା କାଳିଆପଡ଼ାଠାରେ ସୋମବାର ସକାଳେ ୨ଟି ବରଯାତ୍ରୀ କାର୍‌ ସହ ଅନ୍ୟ ଏକ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରତର…

ଫିରୋଜାବାଦ୍‌ରୁ ଦିଲ୍ଲୀ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ: ବାପ-ପୁଅ ଗିରଫ; ୧୨୫୦ ଜୀବନ୍ତ ଗୁଳି ଜବତ

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ପୋଲିସ ଏକ ଚୋରା ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ୍‌ କରିଛି। ଫିରୋଜାବାଦ୍‌ରୁ ଦିଲ୍ଲୀ ଚାଲାଣ ହେଉଥିବା ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ଏକ କାରରେ ଏହି ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିବା ପୋଲିସ କହିଛି। ସେଥିମଧ୍ୟରେ ୧୨୫୦ଟି ଜୀବନ୍ତ ଗୁଳି ରହିଛି।…

ପୁଣି ବୁଡିଲା ମାୟାନଗରୀ

ମୁମ୍ବାଇ,୮।୭: ଲଗାଣ ବର୍ଷାରେ ବେହାଲ ହୋଇଥିବା ମୁମ୍ବାଇ ସହର ମାତ୍ର ଦିନେ ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ସୋମବାରଠାରୁ ଏଠାରେ ପରିସ୍ଥିତି ଜଟିଳ ହୋଇପଡିଛି। ସୋମବାର ପ୍ରବଳ ବର୍ଷା ଫଳରେ ପ୍ରାୟ ସମସ୍ତ ବିମାନ ଉଡାଣକୁ ସ୍ଥଗିତ ରଖାଯାଇଥିବା ବେଳେ…

ନକଲି କାଗଜପତ୍ରରେ ଋଣ, ୨୯ ଲକ୍ଷ ୪୦ ହଜାର ଟଙ୍କା ହଡ଼ପ : ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଗିରଫ

ସମ୍ବଲପୁର,୮।୭(ବ୍ୟୁରୋ) : ସ୍ପନ୍ଦନ ନାମକ ଫାଇନାନ୍ସ କମ୍ପାନୀର ୨ଜଣ ଅଧିକାରୀ କମ୍ପାନୀର ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କା ଠକେଇ କରିଛନ୍ତି। ସେମାନେ ହେଲେ ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଝରିଆବାହାଲର ହେମସାଗର ମରେଇ (୨୭) ଓ କେନ୍ଦୁଝର ଜିଲା…

ମୟୂରଭଞ୍ଜ ଏମ୍‌ପିଙ୍କୁ ରଥ କର୍ଡନକୁ ନ ଛାଡ଼ିବା ଘଟଣା : ଭିଡିଓ ଭାଇରାଲ୍‌, ତଦନ୍ତ କରିବେ ଏସ୍‌ପି

ବାରିପଦା ଅଫିସ,୮।୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଇଥିଲା। ମାତ୍ର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଅବ୍ୟବସ୍ଥା…

ଭାରତୀୟ ବିଜୟରେ ପିନ୍ଧିଥିବା ଶାର୍ଟ ଖୋଲି ଦେଇଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମଦିନ। ଭାରତୀୟ କ୍ରିକେଟ ଦରବାରରେ ପହଞ୍ଚାଇବାରେ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ସେହିପରି ବିରେନ୍ଦ୍ର ସେହଓ୍ବାଗ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ବିଶ୍ୱବିଜୟୀ ଖେଳାଳିଙ୍କୁ ଗଢି ତୋଳିବାରେ ଗାଙ୍ଗୁଲିଙ୍କ…

ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ: ପରମେଶ୍ୱର

ବେଙ୍ଗାଲୁରୁ,୮।୭: କର୍ନାଟକରେ ଜେଡିଏସ୍‌ ଓ କଂଗ୍ରେସର ୧୪ ବିଧାୟକ ଇସ୍ତଫା ଦେବା ପରେ ଏବେ ଘୋର ସଙ୍କଟରେ କର୍ନାଟକ ସରକାର। ତେବେ ସରକାରଙ୍କୁ ବଞ୍ଚାଇବାକୁ ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?