ହସ୍ପିଟାଲରେ ଉଭୟ ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରରେ ଯିବାକୁ ବାଧ୍ୟ କରାଗଲା
ଇନ୍ଦୋର,୪।୭: ମଧ୍ୟପ୍ରଦେଶର ମହାରାଜା ଯଶଓ୍ବନ୍ତରାଓ ହସ୍ପିଟାଲରେ ଅନିଚ୍ଛା ସତ୍ତ୍ୱେ ଜଣେ ମହିଳା ଓ ଜଣେ ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରକୁ ଶେୟାର କରିବାକୁ ବାଧ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏକ୍ସରେ କରିବା ପାଇଁ ଆସିଥିବା ଉଭୟ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର…
ଜମ୍ମୁ-କଶ୍ମୀରରେ ଶାହଙ୍କ ଶାନ୍ତି ପ୍ରୟାସ: ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି
ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ ଦେଉଛନ୍ତି। ସେହିପରି ଦୁର୍ନୀତିଗ୍ରସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କ ପର୍ଦ୍ଦାଫାଶ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଜମ୍ମୁ-କଶ୍ମୀରରେ…
ମ୍ୟାଚ୍ ଚାଲିଥିଲାବେଳେ ହଠାତ୍ ପଡିଆରେ ପଶି ଏମିତି କାଣ୍ଡ ରଚିଲେ ଏହି ବ୍ୟକ୍ତି
ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଖେଳାଯାଉଥିବା ଏକ ମ୍ୟାଚ୍ବେଳେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଇନିଂଶରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରୁଥିବାବେଳେ ହଠାତ୍ ଜଣେ ବ୍ୟକ୍ତି…
୩ବର୍ଷ ପୂର୍ବରୁ ଘରୁ ପଳାଇ ଯାଇଥିବା ସ୍ବାମୀଙ୍କୁ ଧରାଇଲା ଟିକ୍ଟକ୍
ଚେନ୍ନାଇ,୪।୭: ତାମିଲନାଡୁର ବିଲ୍ଲୁପୁରମ ଜିଲାରେ ରହୁଥିବା ୨ଟି ସନ୍ତାନର ଜନନୀ ଜୟାପ୍ରଦାଙ୍କ ସ୍ବାମୀ ଗତ ପ୍ରାୟ ୩ ବର୍ଷ ହେବ ଘରୁ କେଉଁଆଡେ ଚାଲି ଯାଇଥିଲେ। ହେଲେ ନିକଟରେ ସୋସିଆଲ ମିଡିଆରେ ଏକ ଟିକ୍ଟକ୍ ଡ୍ୟାନ୍ସ ଭିଡିଓ ଅପଲୋଡ କରିବା ପରେ…
ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ
କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ ଥର ପାଇଁ ୩ଟି ରଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୁଭଦ୍ରାଙ୍କ…
ପଡିଆରେ ଚାଲିଥିଲା ମ୍ୟାଚ୍: ଏହି ଖେଳାଳିଙ୍କ ନାକରୁ ଅଚାନକ ବାହାରିଲା ରକ୍ତ
ଚେଷ୍ଟର-ଲି- ଷ୍ଟିଟ, ୪।୭: ଚଳିତ ଆଇସିସି ବିଶ୍ୱକପରେ ଦୁଇ ଫେଭରାଇଟ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କର ବା ମର ମ୍ୟାଚରେ ଇଂଲଣ୍ଡ ବାଜିମାତ୍ କରିଛି। ବୁଧବାର ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଟରେ ଏହି ଦୁଇ ହାଇପ୍ରୋଫାଇଲ ଦଳ ସେମାନଙ୍କ ଅନ୍ତିମ…
ମାନହାନି ମାମଲାରେ କୋର୍ଟ ପହଞ୍ଚିଲେ ରାହୁଲ
ମୁମ୍ବାଇ,୪।୭: ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ଗୁରୁବାର ଏକ ମାନହାନି ମାମଲାରେ ମୁମ୍ବାଇର ଏକ କୋର୍ଟରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍)ପକ୍ଷରୁ ରାହୁଲଙ୍କ ନାଁରେ ଏକ ମାନହାନି ମାମଲା କାରାଯାଇଥିଲା। ସୂଚନାଯୋଗ୍ୟ,…
ଥରିଲା ଆଫଗାନୀସ୍ତାନ
କାବୁଲ,୪।୭: ଆଫଗାନୀସ୍ତାନ ହିନ୍ଦୁ କୁଶ ଅଞ୍ଚଳରେ ଗୁରୁବାର ସକାଳ ୯ଟା ୫୦ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ…
ପିତା କରିଥିଲେ ଆତ୍ମହତ୍ୟା, ଏବେ ପୁଅ ବିଶ୍ୱକପରେ ରଚିଲେ ଇତିହାସ
ଚେଷ୍ଟର-ଲି- ଷ୍ଟିଟ, ୪।୭:ଚଳିତ ଆଇସିସି ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡର ଇନଫର୍ମ ଓପନର ବେୟାରଷ୍ଟୋ ୯୯ଟି ବଲର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ ଛକା ସହାୟତାରେ ୧୦୬ ରନର ଶତକୀୟ…
ବୋଲେରୋ ଦୁର୍ଘଟଣାଗ୍ରସ୍ତ : ବରଗଡ଼ ଯୋଗାଣ ଅଧିକାରିଣୀ ଗୁରୁତର
ସରଣ୍ଡା, ୪ା୭(ଡି.ଏନ୍.ଏ.) : ବରଗଡ଼ – ସମ୍ବଲପୁର ୫୩ ନଂ ଜାତୀୟ ରାଜପଥର ସରଣ୍ଡା ଛକ ନିକଟରେ ଗୁରୁବାର ସକାଳେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବରଗଡ଼ ଯୋଗାଣ ଅଧିକାରିଣୀ (ସିଭିଲ)ବୈଜୟନ୍ତୀ କୁଜୁର (୩୦), ମାଆ ନନ୍ଦିଆ କୁଜୁର (୫୪),…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍ ସଇଦ୍ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ
ଇସଲାମାବାଦ୍,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ହାଫିଜ୍ ସଇଦ୍ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅନ୍ତର୍ଗତ ଦାଏର ହୋଇଥିବା କୁହାଯାଉଛି। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ୫ଟି…
ଦାରୁଦିଅଁଙ୍କ ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର
ଭୁବନେଶ୍ୱର,୪।୭(ବ୍ୟୁରୋ): ପବିତ୍ର ରଥଯାତ୍ରା ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜର ଟୁଇଟର ପୃଷ୍ଠାରେ ଏକ ବାର୍ତ୍ତା ଲେଖି ସେ କହିଛନ୍ତି, ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା…

