ଏକ ସପ୍ତାହରେ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଲେ ହିମା
ନୂଆଦିଲ୍ଲୀ, ୮।୭(ପି.ଟି.)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଚଳିତ ସପ୍ତାହରେ ଦ୍ୱିତୀୟ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୋଲାଣ୍ଡଠାରେ ଚାଲିଥିବା କୁଟ୍ନୋ ଆଥ୍ଲେଟିକ୍ସ ମିଟ୍ର ମହିଳା ୨୦୦ ମିଟର ଦୌଡ଼ରେ ସେ ଶୀର୍ଷ ସଫଳତା ପାଇଛନ୍ତି। କିଛି ମାସ ତଳେ…
୪୨ ପିଏସ୍ୟୁରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି: ତୃଣମୂଳ ଏମ୍ପିଙ୍କ ଧାରଣା
ନୂଆଦିଲ୍ଲୀ,୮।୭: ଦେଶର ୪୨ଟି ପିଏସ୍ୟୁ(ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ)ରେ ପୁଞ୍ଜିପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ବିରୋଧ କରି ସୋମବାର ତୃଣମୂଳ ଏମ୍ପି ବିଭିନ୍ନ ସ୍ଲୋଗାନ୍ ଦେବା ସହିତ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ…
ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ମାତାପିତା, ୟୁପିଏସସି ପରୀକ୍ଷାରେ ଝିଅ ହାସଲ କଲେ ୮୩ ର଼୍ୟାଙ୍କ୍
ବାରମ୍ବାର ୟୁପିଏସସି ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଝିଅକୁ ବିବାହ କରିଦେବାକୁ ଚାହୁଁଥିଲେ ତାଙ୍କ ପରିବାର ଲୋକେ। ଏଥିପାଇଁ ତାଗିଦ୍ ମଧ୍ୟ କରିଥିଲେ, ଯଦି ଏଥର ପରୀକ୍ଷାରେ କୃତକାର୍ଯ୍ୟ ନ ହେବେ, ତେବେ ତାଙ୍କୁ ଭଲ ପାତ୍ର ବିବାହ କରିଦିଆଯିବ। ଏହାକୁ ଚ୍ୟାଲେଞ୍ଚ…
ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ
ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନକୁ ଦିଲ୍ଲୀର ୪ବଡ଼ ହସ୍ପିଟାଲ ସମର୍ଥନ ଜଣାଇଛନ୍ତି। ଏହି ଆନ୍ଦେଳନରେ ଲୋକ…
ଇରାନ୍ରେ ଭୂକମ୍ପ
ତେହେରାନ୍, ୮।୭: ଇରାନ୍ର ପଶ୍ଚିମ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ଅହଭାଜ୍ ଅଞ୍ଚଳରେ ଏହା ହୋଇଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂଗର୍ଭର ୧୦…
କଟକ ଆର୍ଟିଓ ଅଫିସରେ ଅଗ୍ନିକାଣ୍ଡ
କଟକ ଅଫିସ, ୮ା୭: କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) କାର୍ଯ୍ୟାଳୟରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିଦ୍ୟୁତ୍ ସରବରାହ ପାଇଁ ଲାଗିଥିବା ମେନ୍ ସୁଇଜ୍ ପୋଡ଼ି ପାଉଁଶ ହୋଇଯାଇଛି। ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏଥିରେ କାର୍ଯ୍ୟାଳୟର କୌଣସି କାଗଜପତ୍ର…
ଅବୁଝମାଡ୍ ଅଞ୍ଚଳରେ ରହିଛି କେତେ ଗାଁ ତାହା ସରକାରଙ୍କୁ ନାହିଁ ଜଣା
ରାୟପୁର,୮।୭: ଛତିଶଗଡ଼ର ମାଓବାଦୀ ପ୍ରବଣ ଅଞ୍ଚଳ ଅବୁଝମାଡ୍ରେ କେତେ ଗାଁ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଘନ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ ଏହି ଅଞ୍ଚଳର ରାଜସ୍ବ ସର୍ଭେ ପାଇଁ ମୋଗଲ ଶାସନ ସମୟରେ ପ୍ରୟାସ କରାଯାଇଥିଲା।…
ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ବିରୋଧରେ ମାମଲା କରିବାକୁ ଅଣ୍ଟା ଭିଡିଲେ ଲୋକେ
ଜାକର୍ତ୍ତା,୮।୭: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏବେ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଗତ ଜୁନ୍ ମାସରୁ ସହରର ବାୟୁ ପ୍ରଦୂଷଣ ସ୍ତର ଦିଲ୍ଲୀ ଓ ବେଜିଂକୁ ଟପିଯାଇଥିବା ଦେଖାଯାଇଛି। ଏହାକୁ ଦେଖି ଏବେ ପରିବେଶବିତ୍ ଓ ସାଧାରଣ ଜନତା ମିଳିତ ଭାବେ…
କାଗଜ ଫର୍ମ ନୁହେଁ ମୋବାଇଲ ଆପ୍ ଦ୍ୱାରା ହେବ ଜନଗଣନା
ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ କରିବା ବହୁ କଷ୍ଟକର ହେବା ସହ ଏହାର ପ୍ରକ୍ରିୟା ମଧ୍ୟ ବହୁ ଲମ୍ବା ଧରି…
କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ଘଟଣା: ୨ କନଷ୍ଟେବଳ ନିଲମ୍ବିତ
ଜଗତ୍ସିଂହପୁର ଅଫିସ, ୮ା୭: ଜଗତ୍ସିଂହପୁର କୋର୍ଟ ପରିସରରୁ ଗତ ୬ ତାରିଖରେ ଅଭିଯୁକ୍ତ ସୂର୍ଯ୍ୟ ସିଂହ(୧୯) ପୋଲିସକୁ ଚକ୍ମା ଦେଇ ଚମ୍ପଟ ମାରିଥିଲେ। ଏ ନେଇ ଜଗତ୍ସିଂହପୁର ଥାନା ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜଗତ୍ସିଂହପୁର…
ଆଇଫୋନ୍ ଆପ୍ପଲକୁ ସେଓ ବୁଝି ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ପାକିସ୍ତାନି ଉପସ୍ଥାପିକା
ଇସ୍ଲାମାବାଦ,୮।୭: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନି ଉପସ୍ଥାପିକା ଟେଲିଭିଜନରେ ଚାଲୁଥିବା ଚର୍ଚ୍ଚା ସମୟରେ ପ୍ୟାନେଲିଷ୍ଟ ଟେକ୍ନୋଲୋଜି ବିଷୟରେ ଆଲୋଚନା କରୁଥିବା ବେଳେ ଆପ୍ପଲ ଫୋନ୍ କଥା ଉଠାଇଥିଲେ। ହେଲେ ଉପସ୍ଥାପିକା ଜଣକ…
ସ୍ତ୍ରୀ ମୀରାଙ୍କୁ ଏମିତି ସର୍ପ୍ରାଇଜ ଦେଲେ ଶାହିଦ
ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା କରିବାରେ ଲାଗିଛନ୍ତି। ଏମିତି ଖାସ୍ ଦିନରେ ମୀରା ଶାହିଦଙ୍କ ସହ ଏକ ରୋମାଣ୍ଟିକ୍ ଫଟୋ…

