ମୁସଲମାନ୍ ମହିଳାଙ୍କୁ ମସଜିଦ୍ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୮।୭: ମସଜିଦ୍ରେ ମୁସଲମାନ୍ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି ଯେ, କୌଣସି…
ଅଷ୍ଟ୍ରେଲିଆରେ ଧୁମ୍ ମଚାଇଲା ‘କବିର ସିଂ’
ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିଛି ‘କବିର ସିଂ’। ଫିଲ୍ମ…
ରାସ୍ତା ମଝିରେ ଏସ୍ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା
ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍ପିଙ୍କ ଗୋଡ଼ ଧରି କାନ୍ଦି ପକାଇଥିଲେ। ଆଉ କହିଥିଲେ ମୋର ସମ୍ମାନ ଚାଲିଗଲା। ନିଜ ସରକାରରେ ରହି ଏଭଳି…
ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଭାରତୀୟ ବୋଲର୍ ଜସପ୍ରୀତ୍ ବୁମ୍ରା
ଭାରତୀୟ କ୍ରିକେଟରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ ମଧ୍ୟ କରିଛନ୍ତି। ଏବେ ଏହିି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଛି। ସେ ହେଉଛନ୍ତି…
ବସ୍ରେ ହିନ୍ଦୀ ଲେଖାକୁ ବିରୋଧ କଲା ଡିଏମକେ
ଚେନ୍ନାଇ, ୮।୭: ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ନେଇ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି। ବସ୍ଗୁଡିକରେ ହିନ୍ଦୀ ଲେଖାକୁ ବିରୋଧ କରି ଡିଏମକେ ନେତ୍ରୀ କାନିମୋଝି ତାମିଲ ଭାଷାର ମହତ୍ତ୍ୱ କମ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି।…
ରାସ୍ତା ସଫା କଲେ ସିଦ୍ଧୁ
ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ ପଡିଥିବା ଅଳିଆ ଆବର୍ଜନାଗୁଡିକୁ ନିଜେ ଝାଡୁ ଧରି ସଫା କରିଥିଲେ ସିଦ୍ଧୁ। ସୂଚନାଯୋଗ୍ୟ, ଭାଜପା…
ଭାଜପାରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ
ଆଲିଗଡ,୮।୭: ଭାରତୀୟ ଜନତା ପାର୍ଟି ଏବେ ତା’ର ସଦସ୍ୟତା ଯୋଗାଡ କରିବା ଅଭିଯାନ ଚଳାଇଛି। ତେଣୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବେ ଭାଜପାରେ ସାମିଲ ହେଉଛନ୍ତି। ଏହାରି ଭିତରେ ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ…
ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀ ପଦ ଯାଚିଲେ କୁମାରସ୍ବାମୀ
ବେଙ୍ଗାଲୁରୁ,୮।୭: ସଂଖ୍ୟା ଗରିଷ୍ଠତାକୁ ନେଇ ଏବେ ଅଡୁଆରେ ପଡିଛି କର୍ନାଟକର କୁମାରସ୍ବାମୀ ସରକାର। ଇତି ମଧ୍ୟରେ ବିଧାୟକଙ୍କୁ ମନାଇବାକୁ ଯାଇ କେତେଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ କୁମାରସ୍ବାମୀ ମନ୍ତ୍ରୀପଦ ଯାଚୁଥିବା ଶୁଣିବାକୁ ମିଳିଛି। ଆଲୋଚନା ହେଉଛି କି କୁମାରସ୍ବାମୀ ଜେଡିଏଏସ୍ର ୩ ବିଧାୟକଙ୍କୁ…
ଆସାମରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ନେଲାଣି ୫୬ ଜୀବନ: ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ
ଦିଶପୁର,୮।୭: ଆସାମରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଆତଙ୍କ ଦେଖାଦେଇଛି। ଗତ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ଏହି ରୋଗରେ ୫୬ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ସେହିପରି ଗତ ୩ମାସ ମଧ୍ୟରେ ୨୧୬ଟି ଏହି ମାମଲା ଦେଖାଦେଇଛି। ରାଜ୍ୟରେ ସମସ୍ତ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ…
ଦୃଷ୍ଟିଶକ୍ତି ପ୍ରଖର କରେ ଅଲିଭ୍ ତେଲ
ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପଛରେ ଅଲିଭ୍ ତେଲର ମଧ୍ୟ ଭୂମିକା ରହିଛି। ୟୁନିଭର୍ସିଟି ଅଫ ଲଣ୍ଡନର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି। ‘ଦୃଷ୍ଟିଶକ୍ତି ଏବଂ ଅଲିଭ୍ ତେଲ’ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଏମାନଙ୍କ…
ଓଜନ କମାଇବ ବ୍ୟକ୍ତିତ୍ୱ
ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। କେତୋଟି ବିଷୟ ପ୍ରତି ସଚେତନ ନ ହେଲେ ଓଜନ ବୃଦ୍ଧି ପରୋକ୍ଷରେ ଆଉ କେତେକ ରୋଗକୁ ଡାକିଆଣିଥାଏ। ତେବେ ଓଜନ କମାଇବା ତାଲିକାରେ ଆଉ ଏକ ଜିନିଷକୁ ଯୋଡ଼ିଛନ୍ତି ସିଡ୍ନୀ ୟୁନିଭର୍ସିଟିର…
ବସବାସ: ପୃଥିବୀରେ ଆଗ ନା ମଙ୍ଗଳରେ…
ସୌରମଣ୍ଡଳରେ ଥିବା ଗ୍ରହଗୁଡ଼ିକ ମଧ୍ୟରେ କେବଳ ପୃଥିବୀରେ ହିଁ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ରହିଛି। ତେବେ ବସବାସ କେଉଁ ଗ୍ରହରେ ପ୍ରଥମେ ସମ୍ଭବ ହୋଇଥିଲା, ତାକୁ ଜାଣିବା ପାଇଁ ଏବେ ତର୍ଜମା ଚାଲିଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା…

