Home Left

ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ

ବାସୁଦେବପୁର, ୫।୭(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩୦ ଦିବ୍ୟାଙ୍ଗ ପିଲାଙ୍କୁ ହ୍ବିଲ୍‌ଚେୟାର, ୬୯ ମାନସିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ କିଟ୍‌ସ, ୨ ଜଣଙ୍କୁ ଆଶାବାଡ଼ି,…

କାହା ପ୍ରେମରେ ପଡିଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ଦର୍ଶକଙ୍କ ତରଫରୁ ଏହି ଟ୍ରେଲରକୁ ଭଲ ରେସ୍‌ପନ୍ସ ମଧ୍ୟ ମିଳୁଛି। ତେବେ ସିଦ୍ଧାର୍ଥ ନିଜ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ…

ଫିସ୍‌ ପେଡିକ୍ୟୁୟୋର ପରେ କାଟିବାକୁ ପଡିଲା ଆଙ୍ଗୁଳି

ବେଳେ ବେଳେ ହାତ ଗୋଡ଼ ସୁନ୍ଦର ଦେଖିଯିବା ପାଇଁ ଅଧିକାଂଶ ମହିଳା ପେଡିକୁୟୋର ଓ ମେନିକ୍ୟୁୟୋରର ସାହାରା ନେଇଥାଆନ୍ତି। ଏବେକା ଫ୍ୟାଶନ୍‌ ପାଲଟିଛି ଫିସ୍‌ ପେଡିକ୍ୟୁୟୋର। ହେଲେ ଏହା ଯେ ପ୍ରାଣଘାତି ଏକଥା ଅନେକଙ୍କୁ ଜଣା ନ ଥିବ। କାରଣ ଅଷ୍ଟ୍ରେଲିୟାର…

ବଜେଟରେ କ’ଣ ହେଲା ଶସ୍ତା କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ସାଧାରଣ ଜନତାଙ୍କ ନଜର ଏଥର ବଜେଟରେ କ’ଣ ଶସ୍ତା ଓ କ’ଣ ମହଙ୍ଗା ହୋଇଛି। ବିଶେଷ କରି ପେଟ୍ରୋଲ, ଡିଜେଲ ଓ ସୁନା ଦାମ ବଢିଥିବା ଜଣାପଡିଛି।…

ଶିବଭକ୍ତଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର,୫।୭: ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ୪୫ ଦିନ ଯାଏଁ ଏହି ଯାତ୍ରା ଚାଲିବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଆଇଟିବିପି ଯବାନ। ଏହାରି ଭିତରେ ଅମରନାଥକୁ ଯାଉଥିବା ବାଲାଟଲ ରାସ୍ତାରେ ଯାତ୍ରୀମାନେ ଯାତ୍ରା…

ରିଷି କପୁରଙ୍କୁ ଭେଟିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଆଇଟମ୍‌ ଗର୍ଲ ମଲାଇକା ଆରୋରା ଏବେ ନ୍ୟୁୟର୍କରେ ଛୁଟି କଟାଉଛନ୍ତି। ଦୁଇ ଜଣ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ଉଭୟଙ୍କର ଏକାସାଙ୍ଗରେ ବିତାଇଥିବା କିଛି…

ଖଇରମାଳରୁ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ମନମୁଣ୍ଡା,୫।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ରେଞ୍ଜ ଖଇରମାଳ ଗ୍ରାମରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଗାଁ ନିକଟସ୍ଥ ବିଲରେ ମାଛ ଧରିବା ପାଇଁ ଜାଲ ବିଛାଯାଇଥିଲା। ସାପଟି ମାଛ ଖାଇବାକୁ ଉକ୍ତ ଜାଲ ନିକଟକୁ…

ବଜେଟ୍‌ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବଜେଟର ଖୁବ୍‌ ପ୍ରଶଂସା କରିଥିବା ବେଳେ ବିରୋଧି…

ଇସ୍ତଫା ଦେବା ପରେ ରିଲାକ୍ସ ମୁଡ୍‌ରେ ରାହୁଲ: ଦେଖିଲେ ଫିଲ୍ମ ‘ଆର୍ଟିକଲ-୧୫’

ନୂଆଦିଲ୍ଲୀ,୫।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଇସ୍ତଫାକୁ ନେଇ ଲାଗିରହିଥିବା ବିବାଦରୁ ନିଜକୁ ଦୂରେଇ ରଖିବା ପାଇଁ ରାହୁଲ ପହଞ୍ଚିଥିଲେ ସିନେମାହଲରେ। ନିକଟରେ ସେ ଦିଲ୍ଲୀରେ ଥିବା ଏକ ମଲ୍ଟିପ୍ଲେକ୍ସରେ ପହଞ୍ଚି…

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର ପାରୋଲ ଦେଇଛନ୍ତି। ଲଣ୍ଡନରେ ଥିବା ତାଙ୍କ ଝିଅ ବାହାଘର ପାଇଁ ନଳିନୀ ୬ମାସର ପାରୋଲ…

ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର

ଗାନ୍ଧିନଗର,୫।୭: ଗୁଜରାଟ ରାଧାନପୁରର କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ସେ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି। ଅଳ୍ପେଶ କହିଛନ୍ତି ରାହୁଲଙ୍କ ଉପରେ ଭରସା କରି ସେ କଂଗ୍ରେସରେ ଯୋଗ ଦେଇଥିଲେ…

ରଥଚକ ତଳେ ପଡି ବାଳକଙ୍କ ମୃତ୍ୟୁ ଘଟଣା: ସରକାରଙ୍କଠାରୁ ୫, ଦେବୋତ୍ତର ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ଜିଲା ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥ ଚକା ତଳେ ପଡି ଅକ୍ଷୟ ପାତ୍ରଙ୍କ ପୁଅ ସୁନୀଲ (୭)ଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ଏ ନେଇ ଶୁକ୍ରବାର ରଥ କମିଟି ଓ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?