Home Left

ଆଜି ୯ ଜିଲାରେ ବର୍ଷା

ଭୁବନେଶ୍ୱର, ୯।୭(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଝାଡ଼ଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ଜିଲାଗୁଡ଼ିକରେ ଭଲ ବର୍ଷା ହୋଇଛି। ୧୧ ତାରିଖଠାରୁ ଉପକୂଳ ଓ ଉତ୍ତର ପଶ୍ଚିମ…

‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର

ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ ଫଟୋଗ୍ରାଫ୍‌ ଶେୟାର ହୋଇଛି। ପୂର୍ବରୁ ସେ ‘ଦମ୍‌ ଲଗା କୀ ହୈଶା’ରେ ଅଭିନୟ କରି…

୨୫ ଗୋଚାଲାଣକାରୀଙ୍କୁ ଆକ୍ରମଣ

ଖଣ୍ଡଓ୍ବା,୯ା୭ (ପି.ଟି.): ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ୨୫ ଜଣ ଗୋଚାଲାଣକାରୀଙ୍କୁ ସ୍ଥାନୀୟ ଲୋକେ ବାନ୍ଧି ମାଡ଼ମାରିବା ସହ ସେମାନଙ୍କୁ ଜୋରଜବରଦସ୍ତ ‘ଗୋ ମାତା କି ଜୟ’ କହିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ ପ୍ରଶାସନର ଚେତା…

କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍‌ ବିଫଳ

ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ କି ଏଥିରେ ସୁଧାର ଅଣାଯିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ…

ବଜେଟକୁ ନିବେଶକଙ୍କ ନାପସନ୍ଦ

ମୁମ୍ବାଇ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବଜେଟକୁ ଷ୍ଟକ୍‌ ମାର୍କେଟ ସକରାମତ୍କ ଭାବେ ଗ୍ରହଣ କରିପାରିନାହିଁ। ବଜେଟ ଉପରେ ଆଶାବାନ୍ଧିଥିବା ନିବେଶକ ନିରାଶ ହୋଇଛନ୍ତି। ଫଳସ୍ବରୂପ ଶୁକ୍ରବାର ମାର୍କେଟ ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇଥିଲା। ସୋମବାର ସପ୍ତାହର ପ୍ରଥମ କାରବାର…

ସହର ମଝିରେ ପଥର ଖଣି: ଦିନ ଦ୍ୱିପ୍ରହରରେ ହେଲା ବ୍ଲାଷ୍ଟିଂ

ନୟାଗଡ଼ ଅଫିସ,୯।୭-ନୟାଗଡ଼ ସହର ମଝିରେ ରହିଛି ପଥର ଖଣି। ଜଣେ ବ୍ୟକ୍ତିଙ୍କର ଏହା ଘରୋଇ ଖଣି ହୋଇଥିବା ବେଳେ ଉକ୍ତ ଖଣିରୁ ସୋମବାର ଦିନଦ୍ୱିପ୍ରହରରେ ବେଆଇନ ଭାବେ ବ୍ଲାଷ୍ଟିଂ ହୋଇଛି। ଏହାର ଶବ୍ଦ ଏତେ ଜୋର୍‌ ଥିଲା ଯେ କିଛି ସମୟ…

ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ: ଭରା ନଦୀରେ ଧୋଉଛନ୍ତି ବାସନ

ନୟାଗଡ଼ ଅଫିସ,୯।୭-ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ । ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ ଭରା ନଦୀକୁ ବାସନ ଧୋଇବାକୁ ଯାଉଛନ୍ତି ସେମାନେ। ଦିନ ନୁହେଁ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି…

ସବୁ ଜିଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା ଆବେଦନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୭(ପି.ଟି.): ପ୍ରତି ଜିଲାରେ ମାନବାଧିକାର ଅଦାଲତ ସ୍ଥାପନ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ…

ପାର୍ଲାମେଣ୍ଟରେ କର୍ନାଟକ ତାତି:କେନ୍ଦ୍ରକୁ ଦାୟୀ କଲା କଂଗ୍ରେସ

ନୂଆଦିଲ୍ଲୀ,୯ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ଲାଗି ରହିଥିବାବେଳେ ଏହାକୁ ନେଇ ସୋମବାର ଲୋକ ସଭାରେ ଝଡ଼ ସୃଷ୍ଟି ହୋଇଥିଲା। କର୍ନାଟକ ସ୍ଥିତି ସହ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କର କୌଣସି ସମ୍ପର୍କ ନାହିଁ, ଦଳବଦଳ ପାଇଁ କୌଣସି ବିଧାୟକ କିମ୍ବା ଏମ୍‌ପିଙ୍କ…

କହ୍ନେଇପୁରରେ ଉଗ୍ର ଗୋଷ୍ଠୀକନ୍ଦଳ: ବୋମାମାଡ଼ରେ ୧୧ ଆହତ

କୃଷ୍ଣପ୍ରସାଦ,୯ା୭(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁ’ରେ ୨ ପକ୍ଷରୁ ଗୋଷ୍ଠୀ କନ୍ଦଳ ସୋମବାର ଉଗ୍ରରୂପ ଧାରଣ କରି ଗଣ୍ଡଗୋଳ ଘଟିଛିି ା ଫଳରେ ଉଭୟ ଗୋଷ୍ଠୀ ଲୋକେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ କୃଷ୍ଣପ୍ରସାଦ ଥାନାରେ…

ଇରାନରେ ‘ର’ ଅଧିକାରୀଙ୍କୁ ବିପଦରେ ପକାଇଥିଲେ ଅନସାରୀ

ନୂଆଦିଲ୍ଲୀ,୯ା୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର)ର ଜନୈକ ପୂର୍ବତନ ଅଧିକାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଇରାନରେ ଅନସାରୀ ‘ର’ କାର୍ଯ୍ୟକଳାପକୁ ପଦାରେ ପକାଇ ଏହାର ଅଧିକାରୀମାନଙ୍କ ଜୀବନ ପ୍ରତି ବିପଦ ଆଣିଥିଲେ ବୋଲି…

କୁଜଙ୍ଗରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି : ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲ ସ୍ଥାନାନ୍ତର କରିବାକୁ ଦାବି

କୁଜଙ୍ଗ,୯ା୭(ସ୍ବ.ପ୍ର.): କୁଜଙ୍ଗ ବ୍ଲକରେ ସୋମବାର ନୂତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଥମ ଜନଶୁଣାଣି ସ୍ଥାନୀୟ ସୂଚନା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୧୭୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୧୪୯ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?