Home Left

କାରଗିଲ୍‌ର ବ୍ୟଥା: ନିଜ ମୃତ ସୈନ୍ୟଙ୍କୁ ଚିହ୍ନିବାକୁ ମନା କରିଥିଲା ପାକିସ୍ତାନ

ଶ୍ରୀନଗର,୨୫।୭: ଭାରତରେ ଜୁଲାଇ ୨୬ରେ କାରଗିଲ୍‌ ବଜୟ ଦିବସ ପାଳିତ ହେଉଛି। ଗତ ୨୦ ବର୍ଷ ଧରି ଏହା ପାଳିତ ହୋଇଆସୁଛି। ୧୯୯୯ ଜୁଲାଇ ୨୬ରେ ଭାରତ ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା। ସମୁଦ୍ର ପତ୍ତନଠାରୁ ୧୬ ହଜାର ୫ଶହ…

୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଲେ ଏହି ଖେଳାଳି

ଇସଲମାବାଦ୍‌, ୨୫।୭: ପାକିସ୍ତାନର ଉଦୀୟମାନ ଖେଳାଳି ଇମାମ ଉଲ ହକ୍‌ ୭-୮ ଯୁବତୀଙ୍କ ସହ ଆଫେୟାର୍‌ ରଖି ଫଶିଯାଇଛନ୍ତି। ଯୁବତୀଙ୍କ ସହ ତାଙ୍କ କଥିତ ହ୍ବାଟସଆପ୍‌ ଚାଟ୍‌ର ସ୍କ୍ରିନ୍‌ ସଟ୍‌ ଭାଇରାଲ୍‌ ହୋଇଛି। ସମ୍ପର୍କ ରଖି ସେ ଯୁବତୀଙ୍କୁ ଧୋକା ଦେଇଥିବା…

ଉଦ୍ଧାର ହେଲେ ଅପହୃତ ହୋଇଥିବା ୪ ବର୍ଷର ବାଳକ ଯଶହିତ

ଇଷ୍ଟ ଗୋଦାବରୀ,୨୫।୭: ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀରୁ ଅପହୃତ ହୋଇଥିବା ୪ ବର୍ଷର ବାଳକ ଏନ୍‌ ଯଶହିତଙ୍କର ସନ୍ଧାନ ମିଳିଛି। ପୂର୍ବ ଗୋଦାବରୀର ମଣ୍ଡାପେଟା ସହରରେ ଗୁରୁବାର ପୋଲିସକୁ ମିଳିଥିବା ସୂଚନା ରହିଛି। ଯଶହିତଙ୍କ ଅପହରଣ ପରେ ୧୭ଟି ଟିମ୍‌ ତାଙ୍କୁ…

ମରି ମଧ୍ୟ ଅମର: ୧୨ ବର୍ଷର ନାବାଳକଙ୍କ ଶରୀରରେ ଧକ୍‌ ଧକ୍‌ କରିବ ୬୨ ବର୍ଷ ବୟସ୍କା ବିମଳାଙ୍କ ହୃଦୟ

ଭୋପାଳ,୨୫।୭: ମରିବା ପରେ ମଧ୍ୟ କେତେକ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଅମର ହୋଇଥାନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଶେହାଦ୍ରୀରେ ଘଟିଛି। ୬୨ ବର୍ଷ ବୟସ୍କା ବିମଳା ଅଜମେରାଙ୍କ ହୃଦୟ ମୁମ୍ବାଇ ଫୋର୍ଟିସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୨ ବର୍ଷ…

ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ ପାଲଟି ଯାଇଥିଲା। ନାଟକଟିଏ ଦେଖି ଫେରିବା ପରେ ସେ ଘରକୁ ଆସି ଠିକ୍‌ ସେହିପରି…

ଚାରି ମାସରେ ୨୩ କିଗ୍ରା

ବଲିଉଡ୍‌ର ଖିଲାଡି ମାଷ୍ଟର ଭାବରେ ପରିଚିତ ଅକ୍ଷୟ କୁମାର ଅନେକ କଥା ପାଇଁ ଚର୍ଚ୍ଚାରେ ଥାଆନ୍ତି। ଥରେ ସେ ନିଜ ଓଜନ କମାଇବାକୁ ଚାହିଁଲେ। ଏ ନେଇ ନିଜକୁ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ କରିନେଲେ। ପୁଣି ମାତ୍ର ମାସ କେଇଟାରେ…

ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ

ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି। ଡେରାଡୁନର ବିଜୟ ସିଂ ଭଣ୍ଡାରି ୧୭ ଗଡଓ୍ବାଲ ବାଟେଲିୟରେ ଯୋଗ ଦେଇଥିଲେ। ହେଲେ ଚାକିରି…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ କୋହଲି କେତେ ଆୟ କରନ୍ତି ଜାଣନ୍ତି କି?

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି…

ସୁଯୋଗ ଅପେକ୍ଷାରେ ବିନି

ଜୟଶ୍ରୀ ମହାନ୍ତି ଓରଫ ବିନି। ୨୦୦୫ରୁ ୨୦୧୭ ଭିତରେ ସେ ଅନେକ ଥିଏଟର ନାଟକରେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ଅନେକ ସଫଳତା। ବାଘାଯତୀନ ଲୋକାନାଟ୍ୟର ଜଣେ ଅଭିନେତ୍ରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କୁ ଜଲିଉଡ୍‌ରୁ ଡାକରା ଆସିଥିଲା। ଏ…

ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର

ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି। ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ପ୍ରଥମେ ମହୁପଦର ସେକ୍ଟରର କିଛି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ…

ରିମୋର୍ଟରେ ନିୟନ୍ତ୍ରିତ ହେଉଛି କୁକୁର: କମ୍ପନରୁ ବୁଝୁଛି ଇଶାରା

ଜେରୁଜେଲମ୍‌,୨୫।୭: ଇସ୍ରାଏଲ୍‌ରେ କୁକୁରକୁ ରିମୋର୍ଟ ସହାୟତାରେ ନିୟନ୍ତ୍ରିତ କରାଯିବା ଜ୍ଞାନକୌଶଳ ବାହାର କରାଯାଇଛି। ଏହାକୁ ବେନ୍‌-ଗୁରିୟନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ତିଆରି କରିଛନ୍ତି। ଏହାର ଉପଯୋଗ କରି ତାଲିମ୍‌ ପ୍ରାପ୍ତ ଏକ କୁକୁର ପିଠିରେ ଯନ୍ତ୍ରାଶଂ ବାନ୍ଧି ଦିଆଯାଉଛି। ଏହାପରେ ରିମୋର୍ଟ ଦ୍ୱାରା…

ଚଷମାପ୍ରିୟ ହ୍ରିତିକ

ହ୍ରିତିକ ରୋଶନ ଗୋଟିଏ ଜିନିଷକୁ ଭାରି ଭଲ ପାଆନ୍ତି। ଜୁଆଡେ ଗଲେ ସେ ଏକଥାକୁ କଦାପି ଭୁଲି ନ ଥାନ୍ତି। ଯେତେ ସମୟ ଲାଗୁ ପଛକେ ସେ ମନ ପସନ୍ଦର ଜିନିଷ କିଣିବା ପରେ ଅନ୍ୟ କାମ ପ୍ରତି ନଜର ଦିଅନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?