Home Left

ଓଜନ କମାନ୍ତୁ ଏହି ଉପାୟରେ

ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ। * ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଏଥିରେ ଏକ ଟେବୁଲ ଚାମଚ ଲେମ୍ବୁ ରସ…

ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା । ଗାଁରେ ରହିବେ। ଟଙ୍କା ସାଙ୍ଗକୁ ଘର ଓ ଚାକିରି ବି ପାଇବେ । ଇଟାଲୀର…

ଟଙ୍କା ଅଭାବରୁ କରୁଥିଲେ ଓ୍ବେଟର ଚାକିରି, ପାଇଲେ ଆଇଏଏସ୍‌

ତାମିଲନାଡୁର ଜୟଗଣେଶ ଛଅ ଥର ବିଫଳ ହେବା ପରେ ସପ୍ତମଥରରେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଗରିବ ପରିବାରରେ ଜନ୍ମିତ ଜୟଗଣେଶଙ୍କ ମନରେ ପିଲାଦିନରୁ ଆଇଏଏସ୍‌ ହେବାର ସ୍ବପ୍ନ ଉଙ୍କି ମାରୁଥିଲା। କିନ୍ତୁ ଅର୍ଥାଭାବ ତାଙ୍କ ସ୍ବପ୍ନ ମଝିରେ ଟାଣିଥିଲା ଲକ୍ଷ୍ମଣରେଖା।…

ଆଜି ଜେଲରୁ ବାହାରି ପାରନ୍ତି ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳି ପାରନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବେଲ୍‌ ବଣ୍ଡ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥି ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ…

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଗୁରୁବାର ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି। ୧୪୬୨୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ ଜଣଙ୍କୁ ର଼୍ୟାଙ୍କ ମିଳିଛି। ବି.ଟେକରେ ରବୀନ୍ଦ୍ର ବେହେରା ଟପ୍ପର ହୋଇଥିବା ବେଳେ ଏମ୍‌ବିଏରେ ଚନ୍ଦନ ପାତ୍ର ଟପ୍ପର ହୋଇଛନ୍ତି। ସେହିପରି ଏମ୍‌ସିଏରେ ଅନୀଶ…

ନୀରବ ମୋଦିଙ୍କ ଜାମିନ୍‌ ଆବେଦନ ପୁଣି ଖାରଜ

ଲଣ୍ଡନ, ୨୫।୭: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ଏକ ଝଟକା ଲାଗିଛି। ଗୁରୁବାର ଲଣ୍ଡନର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି। କ୍ରମାଗତ ୩ ଥର…

ନୂତନ ଆର୍‌ଡିସି କାର୍ଯ୍ୟାଳୟ ଖୋଲିବାକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ, ଏ ବିଷୟରେ ଅନୁଧ୍ୟାନ କରିବାକୁ ରାଜସ୍ବମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ୧୩ଟି ଜିଲା ଥିଲା, ସେଥିପାଇଁ ୩ଟି ରାଜସ୍ବ ଡିଭିଜନ କମିଶନର(ଆର୍‌ଡିସି) ଖୋଲାଯାଇଥିଲା। ୧୩ରୁ ୩୦ ଜିଲା ହେଲା ମାତ୍ର କୌଣସି ନୂଆ ଆର୍‌ଡିସି କାର୍ଯ୍ୟାଳୟ ଖୋଲିଲା ନାହିଁ। ଲୋକମାନେ ପ୍ରଶାସନିକ ସେବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ…

କର୍ନାଟକରେ ହେବକି ରାଷ୍ଟ୍ରପତି ଶାସନ

ବେଙ୍ଗାଲୁରୁ,୨୫।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗି ଯିବା ପରେ ଏବେ ଭାଜପା ସେଠାରେ ସରକାର ଗଢିବାକୁ ଚାହିଁ ବସିଛି। ହେଲେ ଯେପର୍ଯ୍ୟନ୍ତ ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କୁ ନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଭାଜପା ସରକାର ଗଠନ…

ପୁଣି ବଡ ପରଦାକୁ ଫେରିବେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୁଣି ଥରେ ବଡ ପରଦାକୁ ଫେରିବେ। ଏକ କମେଡି ଫିଲ୍ମ ଜରିଆରେ ସେ ପୁଣି ନିଜର ଜଲଓ୍ବା ଦେଖାଇବେ। ଶେଷଥର ପାଇଁ ୨୦୦୭ରେ ଶିଳ୍ପାଙ୍କୁ ବଡ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମ ନିର୍ମାତା ଅଜିଜ ମିର୍ଜାଙ୍କ…

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’

ସାହଦୋଲ,୨୫।୭: ମଧ୍ୟପ୍ରଦେଶର ସାହଦୋଲରେ ଜଣେ ୯୦ ବର୍ଷୀୟା ବୃଦ୍ଧା ମା’ ରତନି ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ହେବ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି…

ପାକିସ୍ତାନ ବସ୍‌ ଡ୍ରାଇଭର୍‌ଙ୍କ ପୁଅ ହେଲେ ବ୍ରିଟେନର ଅର୍ଥମନ୍ତ୍ରୀ

ଲଣ୍ଡନ,୨୫ା୭: ନୂତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୂର୍ବତନ ଗୃହମନ୍ତ୍ରୀ ସାଜିଦ ଜାଭିଦଙ୍କୁ ଦେଶର ଅର୍ଥମନ୍ତ୍ରୀ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ଜାଭିଦଙ୍କୁ କଞ୍ଜରଭେଟିଭ ପାର୍ଟି ଏମ୍‌ପିଙ୍କ ସମର୍ଥନ ନ ମିଳିବାରୁ ବୋରିସ ବାଜି ମାରିନେଇଥିଲେ।…

ଏସପି ନେତାଙ୍କ ବିବାଦୀୟ ବୟାନ୍‌: ସ୍ତ୍ରୀଙ୍କୁ ଗୁଳି ମାରିଦେବାଠାରୁ ଭଲ ତିନି ତଲାକ

ନୂଆଦିଲ୍ଲୀ, ୨୫।୭: ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ସଂସଦରେ ଆଗତ ହେବାକୁ ଥିବା ତିନି ତଲାକ ବିଲ୍‌କୁ ନେଇ ଗୁରୁବାର ଗୃହରେ ହଙ୍ଗାମା ହୋଇଛି। କେନ୍ଦ୍ର ସରକାର ତୃତୀୟଥର ପାଇଁ ଲୋକ ସଭାରେ ଏହି ବିଲ୍‌ ଆଗତ କରିଥିଲେ। ବିଲକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?