Home Left

ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି କରିବା ଦ୍ୱାରା ଶରୀରରୁ ଶକ୍ତି ହ୍ରାସ ପାଇବା ସହ ପ୍ରୋଟିନ୍‌, ଭିଟାମିନ, କାର୍ବୋହାଇଡ୍ରେଟ୍‌ ପରି…

ମତ୍ସ୍ୟଜେଟି ମୁହାଣ ଖନନ ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଛତ୍ରପୁର,୨୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟିର ମୁହାଣ ଖନନ ଦାବିରେ ଶନିବାର ମତ୍ସ୍ୟଜୀବୀଙ୍କ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଦୋଳନ ଆରମ୍ଭ ହୋଇଛି। ଗୋପାଳପୁର ପୋର୍ଟ ପରିସରରେ ଥିବା ଫିସେରି ଜେଟି ମୁହାଣ ବାଲି ଦ୍ୱାରା ପୋତି…

ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ସମସ୍ତେ ପଢ଼ିପାରନ୍ତିନି, ଜାଣନ୍ତୁ କାହିଁକି…

ଡାକ୍ତରଙ୍କ ହସ୍ତାକ୍ଷର ସବୁଠାରୁ ନିଆରା। ସେମାନଙ୍କ ଦ୍ୱାରା ଲେଖାଯାଉଥିବା ପ୍ରେସ୍‌କ୍ରିପ୍‌ଶନ ପଢ଼ିବା ଏବଂ ବୁଝିବା କଷ୍ଟକର। ଡାକ୍ତରମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଅନେକ ମେଡିସିନର ନାମ ଲେଖିଥାନ୍ତି। ମାତ୍ର ତାଙ୍କ ଅକ୍ଷର ଦେଖିଲେ ମନରେ ଅନେକ ପ୍ରଶ୍ନ ଆସିଥାଏ। ଡାକ୍ତରମାନେ…

୬ ବର୍ଷର ଝିଅ ନିଜ ରୋଜଗାରରେ ପରିବାରକୁ ଦେଲେ ୫ ମହଲା ବିଶିଷ୍ଟ ବିଳାସମୟ ଘର

ସିଓଲ,୨୭।୭: ଦକ୍ଷିଣ କୋରିଆରେ ୬ ବର୍ଷର ଜଣେ ବାଳିକା ୟୁଟ୍ୟୁବରେ ରୋଜଗାର କରିଛନ୍ତି ୫୫ କୋଟି ଟଙ୍କା। ଏହି ରୋଜଗାରରେ ସେ ସିଓଲଠାରେ ଏକ ୫ ମହଲା ବିଶିଷ୍ଟ ବିଳାସମୟ ଘର କିଣିଛନ୍ତି। ଏହି ଘରଟି ୨୫୮ ବର୍ଗମିଟରେ ତିଆରି କରାଯାଇଛି।…

କାଉଡିଆଙ୍କ ଉପରେ ଫୁଲ ବର୍ଷା କଲେ ପୋଲିସ କର୍ମୀ

ମୁଜାଫରପୁର,୨୭।୭: ଶ୍ରାବଣ ମାସରେ ଶିବଭକ୍ତମାନେ ଶିବଙ୍କୁ ଜଳଲାଗି କରିବାକୁ କାଉଡି ଯାତ୍ରାରେ ବାହାରିଥାଆନ୍ତି। ଚଳିତ ବର୍ଷ ମଧ୍ୟ ଗତବର୍ଷ ପରି ଏହି କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେମାନଙ୍କ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସହ…

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଥିଲେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଜାଣନ୍ତୁ ଏ ସମ୍ପର୍କରେ… ଚା’କୁ ଗ୍ୟାସ୍‌ରୁ ଓହ୍ଲାଇ କପ୍‌ରେ ଢାଳିବାର ପ୍ରାୟ ୫ ମିନିଟ୍‌ ପରେ ପିଅନ୍ତୁ। ନଚେତ୍‌ କ୍ୟାନ୍‌ସର ପରି…

ମହାଲକ୍ଷ୍ମୀ ଏକ୍ସପ୍ରେସରେ ଜଳବନ୍ଦୀ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ଶନିବାର ହୋଇଥିବା ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ମୁମ୍ବାଇ-କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ବଦଲାପୁରଠାରୁ ବାନଗନି ଯାଉଥିବା ଟ୍ରାକରେ ପାଣି ଜମା ହୋଇ ଯିବାରୁ ଅଧାବାଟରେ ଅଟକି ଯାଇଥିଲା। ଏଥିରେ ୯ ଜଣ ଗର୍ଭବତୀଙ୍କ…

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ କମଲନାଥଙ୍କ ଭଣଜା ଫେରାର

ନୂଆଦିଲ୍ଲୀ,୨୭।୭: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀଙ୍କୁ ଇଡି ସମନ ପଠାଇ ଶନିବାର କାର୍ଯ୍ୟାଳୟକୁ ଡକାଇଥିଲା। ସକାଳେ ରତୁଲ ପହଞ୍ଚିଥିବା ବେଳେ ତାଙ୍କୁ ଅଧିକାରୀମାନେ…

କର୍ନାଟକ ବିଧାନସଭା ନିକଟରେ ଜାରି ହେବ ୧୪୪ ଧାରା

ବେଙ୍ଗାଲୁରୁ,୨୭।୭: କର୍ନାଟକ ବିଧାନସଭାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଏବେ ଏଠାରେ ରାଜନୈତିକ ପରିବେଶ ବେଶ୍‌ ସରଗରମ। ତେଣୁ ବିଧାନସଭା ପରିସରରେ ୧୪୪ ଧାରା ଜାରି କରାଯିବ ବୋଲି ଶନିବାର ଘୋଷଣା କରାଯାଇଛି। ବିଧାନସଭାର ୨ କିଲୋମିଟର ମଧ୍ୟରେ ଆସନ୍ତା ୨୯ ଜୁଲାଇ…

କୁଲୁ-ମନାଲିରେ ଭୂସ୍ଖଳନ: ଜାତୀୟ ରାଜପଥ ଜାମ୍‌

ଶିମଲା,୨୭।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମଣ୍ଡି, କୁଲୁ ଓ ମନାଲି ଜାତୀୟ ରାଜପଥ ଅବରୋଧ ହେବା ସହ ହାଇଓ୍ବେର ଦୁଇ ପାର୍ଶ୍ୱରେ ୫-୫ କିଲୋମିଟର ପର୍ଯ୍ୟନ୍ତ ଯାନବାହନ ଅଟକି ରହିଛି। ଶନିବାର…

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ କନ୍ନଡ ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟକୁ ଫେରିବେ ବୋଲି ଜଣାପଡିଛି। ସୁନିଲ ଓ ସାଉଥ୍‌…

କ୍ରିତିଙ୍କୁ କାହା ସହ ଡେଟ୍‌ କରିବାକୁ ଦେଉ ନାହାଁନ୍ତି ବରୁଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ଏବେ ବିବାହ ଯୋଗ୍ୟା ହୋଇ ଗଲେଣି। ହେଲେ ସେ ଜୀବନରେ କେବେ ବିବାହ କରି ନ ପାରନ୍ତି ବୋଲି ଡରି ଯାଉଛନ୍ତି। ଅସଲ ଘଟଣା ହେଲା ନିକଟରେ କ୍ରିତି କହିଛନ୍ତି ବରୁଣ ଶର୍ମା ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?