ଇରାନର ବୁଡି ଯାଇଥିବା କାର୍ଗୋ ଜାହାଜରୁ ଉଦ୍ଧାର ହେଲେ ୨ ଭାରତୀୟ
ଅଜରବୈଜାନ,୨୭।୭: ଇରାନର ଅଜରବୈଜାନ ନିକଟରେ ଏହାର ଏକ ମାଲବାହୀ ଜାହଜ ‘ଶାବହାଂଗ’ ବୁଡିଯାଇଛି। ଏଥିରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ୨ ଭାରତୀୟ ରହିଛନ୍ତି। ତେବେ ଜାହାଜଟି ବୁଡିଯିବା ପରେ ଚାଳକଦଳ…
ସାମିଙ୍କ ୟୁଏସ୍ଏ ଭିଜା ରଦ୍ଦ, ବିସିସିଆଇର ହସ୍ତକ୍ଷେପ
ଟୋକିଓ,୨୭।୭(ପି.ଟି.)- ଖରାପ ପୋଲିସ ରେକର୍ଡ ଯୋଗୁ ଭାରତୀୟ ପେସର ମହମ୍ମଦ ସାମିଙ୍କ ଆମେରିକା ଭିଜାକୁ ପ୍ରାଥମିକ ଭାବେ ରଦ୍ଦ କରାଯାଇଥିଲା। ଫଳରେ ସାମି ଭାରତୀୟ ଦଳ ସହ ଆମେରିକା ଗସ୍ତ ନ କରି ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ…
ଜୋମାଟୋରୁ ଖାଦ୍ୟ ଅର୍ଡର କରି ୮୦ହଜାର ଟଙ୍କାର ଠକେଇର ଶିକାର ହେଲେ ଯୁବତୀ
ହରିୟାଣା,୨୭।୭: ଯଦି ଜୋମାଟୋ ଭଳି ଅନଲାଇନ ଆପ୍ରୁ ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଲୁଟେରାମାନେ ଏହି ଆପ୍ ଜରିଆରେ ଲୁଟ୍ କରୁଥିବା ମାମଲା ସାମ୍ନାକୁ ଆସିଛି। ହରିୟାଣାର ରୋହତକ ଅଞ୍ଚଳରେ ଥିବା ଏମ୍ଡି ବିଶ୍ୱବିଦ୍ୟାଳୟର ଏମ୍ଏ…
୫ ବର୍ଷରେ ଏକ କୋଟିରୁ ଅଧିକ ଗଛ କାଟିଛନ୍ତି କେନ୍ଦ୍ର ସରକାର: କଂଗ୍ରେସ
ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପରିବର୍ତ୍ତେ ଏହାକୁ ନଷ୍ଟ କରି ଚାଲିଛନ୍ତି। ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ କୋଟିରୁ ଅଧିକ ଗଛ କଟାଇଛନ୍ତି। ଏନେଇ ଶନିବାର କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରେଜଓ୍ବାଲା କହିଛନ୍ତି।…
ପୁଲ୍ଓ୍ବାମା ଶହୀଦଙ୍କ ଝିଅଙ୍କୁୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଜିଲାପାଳ
ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ଥାଇ ସୁଦ୍ଧା ଜନସାଧାରଣଙ୍କ ସେବା କରିବାକୁ ଭୁଲନ୍ତି ନାହିଁ। ହେଲେ ଜଣେ ଯବାନ ଶହୀଦ ହେବା ପରେ, ପରିବାର ଉପରେ ବିପଦ ମାଡ଼ିଆସେ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଯବାନମାନଙ୍କ…
ଦ୍ୱାରଶୁଣି ଘାଟିରେ ବୋଲେରୋକୁ ପିଟିଲା ଟ୍ରକ୍: ୨ ବୋଲବମ୍ ଭକ୍ତ ମୃତ, ୭ ଆହତ
ବାରିପଦା ଅଫିସ/ ବାଙ୍ଗିରିପୋଷି୨୭।୭:(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିସ୍ଥିତ ଦ୍ୱାରଶୁଣି ଘାଟିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଟ୍ରକ୍ ଧକ୍କା ଦେବା ଫଳରେ ୨ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି।…
ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ବିପଦସଙ୍କୁଳ ପରିସ୍ଥିତିରେ ଯାନବାହନ ଚଳାଚଳ ହେଉଥିବା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ…
ଜାପାନ ଓପନ: ଶେଷ ହେଲା ଭାରତର ଅଭିଯାନ
ଟୋକିଓ,୨୭।୭(ପି.ଟି.)- ଚଳିତ ଜାପାନ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ସାଢ଼େ ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଇଭେଣ୍ଟର ସେମିଫାଇନାଲରେ ବି. ସାଇ ପ୍ରଣୀଥ ବିଶ୍ୱର ନଂ ୧ ର଼୍ୟାଙ୍କ୍ କେଣ୍ଟୋ ମୋମୋଟାଙ୍କଠାରୁ ହାରିଯାଇଛନ୍ତି। ଶନିବାର…
ପୋଲ ପାର ହେବା ସମୟରେ ବାଇକ୍ ସହ ଭାସିଗଲେ ୨ ଯବାନ
କଲମ୍ବିଆ,୨୭।୭: କଲମ୍ବିଆରୁ ଏକ ବିଚଳିତ କରିଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ସୋକ ପାଙ୍ଗ ଜିଲାର ଥାମେର କେଭେ ଗଁାକୁ ୨ ଯବାନ ବାଇକ୍ରେ ନଦୀ ପାର ହୋଇ ଯାଉଥିଲେ। ଲଗାତାର ବର୍ଷା ଯୋଗୁ ପାଣିର ସୂଅ ଏତେ ପ୍ରଖର ଥିଲା ଯେ,…
ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ: ଉଦ୍ଧବ ଠାକ୍ରେ
ମୁମ୍ବାଇ୍,୨୭।୭: ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଶନିବାର କହିଛନ୍ତି। ନିଜର ୫୯ ତମ ଜନ୍ମ ଦିବସ ପାଳନ ଅବସରରେ ସେ ସମବେତ ଦଳୀୟକର୍ମୀଙ୍କୁ…
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ୍ମସ୍ଥାନ ବୁଲିଗଲେ ୟେଦୁରପ୍ପା
ବେଙ୍ଗାଲୁରୁ,୨୭।୭: ଚତୁର୍ଥ ଥର ଲାଗି କର୍ନାଟକ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଭାଜପା ନେତା ବିଏସ୍ ୟେଦୁରପ୍ପା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶନିବାର ସେ ତାଙ୍କ ଜନ୍ମସ୍ଥାନ ବୁଲିବାକୁ ଯାଇଛନ୍ତି। ମାଣ୍ଡ୍ୟାର ବୁକାନାକେରେ ପହଞ୍ଚିବା ପରେ ସେ…
ବଳାତ୍କାରୀଙ୍କ ଜିଭକୁ କାମୁଡି ଛିଣ୍ଡାଇଲେ ଯୁବତୀ
ଜୟପୁର,୨୭।୭: ରାଜସ୍ଥାନ ଜୟପୁରରୁ ଚିତ୍ରକୁଟ ଯିବାଲାଗି ଜଣେ ୨୧ ବର୍ଷୀୟା ଯୁବତୀ ଓଲା କ୍ୟାବ ବୁକ୍ କରିଥିଲେ। ସେ ଟ୍ୟାକ୍ସିରେ ବସିବାକୁ ଯିବା ସମୟରେ ପୁର୍ବରୁ ସେଥିରେ ଡ୍ରାଇଭରଙ୍କ ଜଣେ ସାଙ୍ଗ ବସିଥିବା ବେଳେ ସେ ଯୁବତୀଙ୍କୁ ଏକ ନକଲି ପିସ୍ତଲ…

