ସାପ କାମୁଡ଼ିବାରୁ ୨ ଛାତ୍ରୀଙ୍କ ମୃତ୍ୟୁ: ଘଟଣାରେ ୨ଶିକ୍ଷକ ନିଲମ୍ବିତ
ଜଶପୁର,୨୭।୭: ଛତିଶଗଡ଼ର ଜଶପୁର ଜିଲାର ଏକ ପ୍ରାଥମିକ ସ୍କୁଲରେ ସାପ କାମୁଡ଼ିବାରୁ ୨ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୨ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ଜଶପୁର ଜିଲା ବଗିଚା ତହସିଲର ଟଟକେଲା ଗାଁରେ ଶାସକୀୟ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ…
ଧୋଇଗଲା ଡାଇଭର୍ସନ ଓ୍ବେ: ୫୯ ନଂ. ଏନ୍ଏଚ୍ରେ ଯାନବାହନ ଚଳାଚଳ ଠପ୍
ତୁମୁଡ଼ିବନ୍ଧ,୨୭।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧରେ ଲଗାଣ ବର୍ଷା ଯୋଗୁ ଗୋପାଳପୁରରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ (ଏନ୍ଏଚ୍)ର ମୁଣ୍ଡିଗଡ଼ ଓ ମଣ୍ଡଳପଦରଠାରେ ଡାଇଭର୍ସନ ଓ୍ବେ ଧୋଇଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ରାତ୍ରିକାଳୀନ…
ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ
ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍ସିଏଲ୍ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ ଶ୍ରମିକଙ୍କ ଗୋଟିଏ ହାତ ଓ ଶରୀରର କିଛି ଅଂଶ ମିଳିଥିବା ଜଣାପଡ଼ିଛି। ତେବେ ଏହା…
କଶ୍ମୀର ସମସ୍ୟା: ଉପରେ ପଡ଼ି ଭାରତ-ପାକିସ୍ତାନକୁ ପରାମର୍ଶ ଦେଲା ଚାଇନା
ବେଜିଂ,୨୭।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିବାଦୀୟ ମନ୍ତବ୍ୟ ପରେ ଏବେ ଚାଇନା ଉପରେ ପଡ଼ି ଏହି ପ୍ରସଙ୍ଗରେ ପରାମର୍ଶ ଦେଇଛି। ଚାଇନା କହିଛି ଭାରତ-ପାକିସ୍ତାନ ନିଜ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ…
ବଲିଉଡ୍ ସୁପରହିଟ୍କୁ ନେଇ ନିର୍ମାଣ ହୋଇଛି ଦକ୍ଷିଣ ଭାରତୀୟ ସିନେମା: ତାଲିକାରେ ଅଛି ‘ମୁନ୍ନା ଭାଇ ଏମ୍ବିବିଏସ୍’, ‘ଜବ୍ ଉଇ ମେଟ୍’…
ମୁମ୍ବାଇ: ବଲିଉଡ୍ରେ ଦକ୍ଷିଣ ଭାରତୀୟ ସିନେମାର ରିମେକ୍ ହେବା ନୂଆ କଥା ନୁହେଁ। ସୁପରଷ୍ଟାର ସଲମାନ ଖାନ୍ ଏବଂ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅନେକ ଫିଲ୍ମ ତେଲୁଗୁ ନଚେତ ତାମିଲ ସିନେମାର ହିନ୍ଦି ରିମେକ୍। ତେବେ କେବଳ ଯେ ଦକ୍ଷିଣ ଭାରତୀୟ…
କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ
କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଜ୍ନୀ ପ୍ରଦେଶରେ ଶନିବାର ସକାଳେ ଏହି…
ମୁସ୍ଲିମ ବିଧାୟକଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ଚାପ ପକାଇଲେ ମନ୍ତ୍ରୀ
ରାଞ୍ଚି,୨୭ା୭ : ଝାଡ଼ଖଣ୍ଡ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଇର୍ଫାନ୍ ଅନ୍ସାରୀଙ୍କୁ ମନ୍ତ୍ରୀ ସି. ପି. ସିଂହ ‘ଜୟ ଶ୍ରୀରାମ’ କହିବାକୁ ଚାପ ପକାଯିବା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବୁଧବାର…
କୃଷିଭବନକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ୫ ‘ଟି’ ସୂତ୍ର ଆଧାରରେ କାର୍ଯ୍ୟ କରିବାକୁ ଆହ୍ବାନ
ଭୁବନେଶ୍ୱର, ୨୭ା୭(ବ୍ୟୁରୋ): କୃଷିମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର କୃଷିଭବନକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟ ଫାଟକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ଭିତରକୁ ନ ଛାଡ଼ିବାକୁ କହିଥିଲେ। ଯେଉଁମାନେ ବିଳମ୍ବରେ ଅସିବେ ସେମାନଙ୍କ…
ହଳଦିଆ ଶାଢି ପରେ ଏବେ ନୀଳ ଶାଢି ପିନ୍ଧି ଡ୍ୟାନ୍ସ କରି ଭାଇରାଲ ହେଲେ ରିନା ଦ୍ୱିବେଦୀ
ହରିୟାଣା,୨୭।୭: ଲୋକ ସଭା ନିର୍ବାଚନ ସମୟରେ ଉତ୍ତର ପ୍ରଦେଶର ପିଡବ୍ଲୁଡି ଅଧିକାରୀ ରିନା ଦ୍ୱିବେଦୀ ଖୁବ୍ ଭାଇରାଲ ହୋଇଥିଲେ। ତାଙ୍କର ହଳଦିଆ ଶାଢି ପିନ୍ଧା ଫଟୋ ସହ ପୁଣି ଥରେ ତାଙ୍କର ଡ୍ୟାନ୍ସ ଭିଡିଓ ବି ଭାଇରାଲ୍ ହୋଇଥିଲା। ଏବେ ଏହି…
ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧଦିବସ ପାଳିତ: ହାଇକୋର୍ଟ ପ୍ରତିଷ୍ଠାରେ ବୀରକିଶୋରଙ୍କ ଅବଦାନ ଅତୁଳନୀୟ
କଟକ ଅଫିସ,୨୭ା୭: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ହାଇକୋର୍ଟ ବାର୍ କନଭେନଶନ ହଲ୍ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ ବୀରକିଶୋର ରାୟ ମେମୋରିଆଲ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ କମିଟିର…
ମିଠାଦୋକାନ ଉପରକୁ ବୋମାମାଡ଼ ଘଟଣା: ୪୮ ଘଣ୍ଟା ବିତିଲା, ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ
କଟକ ଅଫିସ,୨୭ା୭: ବାଦାମବାଡି ଥାନା ଅନ୍ତର୍ଗତ ଖାନ୍ନଗର ଅଞ୍ଚଳରେ ଥିବା ନାଥସାହୁ ମିଠା ଦୋକାନ ଉପରେ ବୁଧବାର ବୋମାମାଡ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ଏପରି ସ୍ଥଳେ ଖାନ୍ନଗର…
ମିଜାଇଲ୍ ମ୍ୟାନ୍ଙ୍କ ଶ୍ରାଦ୍ଧ ବାର୍ଷିକୀ: ଦେଶ ଦେଲା ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୨୭।୭: ଭାରତର ମିଜାଇଲ୍ ମ୍ୟାନ୍ ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବ୍ଦୁଲ୍ କାଲାମଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶନିବାର ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ୨୦୧୫ ଜୁଲାଇ ୨୭ରେ ଶିଲଂ ଆଇଆଇଏମ୍ଠାରେ ଏକ ଉତ୍ସବରେ କାଲାମ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ…

