Home Left

ଉବୁଟୁବୁ ସ୍ମାର୍ଟ ସିଟି ରାସ୍ତା: ଲହଡ଼ି ଭାଙ୍ଗୁଛି ବର୍ଷାପାଣି

ଭୁବନେଶ୍ୱର, ୧।୮(ବ୍ୟୁରୋ): ସ୍ମାର୍ଟ ସିଟି ରାଜଧାନୀରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏବେ ସହରବାସୀଙ୍କୁ ବର୍ଷାର ଭୟ ଘାରିଛି। ବୁଧବାର ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଥିଲା। ସହରରେ ୬୭ଟି ଓ୍ବାର୍ଡରେ ମୋଟ ୬୫୦ କିମିର ଆଭ୍ୟନ୍ତରୀଣ ଡ୍ରେନ…

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୧ା୮(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୁଧବାର ଜେରା କରାଯାଇଛି। ରାଜ୍ୟ କ୍ରିକେଟ ଆସୋସିଏଶନରେ ଆର୍ଥିକ ହେର୍‌ଫେର ହୋଇଥିବାବେଳେ ତାଙ୍କୁ ଏନେଇ ବିଭିନ୍ନ ପ୍ରଶ୍ନ…

ଚେକିଂ: ପଲ୍‌ସର ଯାତ୍ରୀ ହଟହଟା

ଚୋରଗଲା ପରେ ବୁଦ୍ଧି ପଶେ। ଲୁଟ୍‌ ଘଟଣାକୁ ନେଇ ଲୋକେ ତାତିବା ପରେ ପୋଲିସ ବାଉଳା ହୋଇ ବୁଧବାର ଅପରାହ୍ନରୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରିଛି। ଲୁଟେରାମାନେ ପଲ୍‌ସରରେ ଲୁଟ୍‌ପାଟ କରୁଥିବାରୁ ପୋଲିସ ପଲ୍‌ସର ଗାଡି ଦେଖିଲେ ମାଡ଼ି ବସୁଥିଲା।…

ଲୁଟେରା, ନିଶା ମାଫିଆଙ୍କୁ ଧରାଇବେ ସ୍ଥାନୀୟ ଯୁବକ

୪ ଲୁଟ୍‌ ଓ ଡକାୟତି ଘଟଣାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇବା ପରେ କମିଶନରେଟ ପୋଲିସର ନିଦ ହଜିଛି। ରସୁଲଗଡ଼ରେ ରାସ୍ତାରୋକୋ ଓ ପୋଡ଼ାଜଳାସ୍ଥଳରେ ପହଞ୍ଚତ୍ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଆଲୋଚନା ପାଇଁ ଡାକିଥିଲେ।…

ଜଷ୍ଟିସ୍‌ ଶୁକ୍ଳାଙ୍କ ବିରୋଧରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ,୧ା୮(ପି.ଟି./ ଆଇଏଏନ୍‌ଏସ୍‌)-ଆଲ୍ଲାହାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌.ଏନ୍‌. ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଧାନ ବିଚାରପତି (ସିଜେଆଇ)ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇକୁ ଅନୁମତି ଦେଇଛନ୍ତି। ଏମ୍‌ବିବିଏସ୍‌ ନାମଲେଖା ପାଇଁ ଏକ ଘରୋଇ କଲେଜକୁ ସେ ଅନୁକମ୍ପା ପ୍ରଦର୍ଶନ କରିଥିବା…

ଆତଙ୍କର ସହର ଭୁବନେଶ୍ୱର

କମିଶନରେଟ ପୋଲିସ ଇଲାକାରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଠି ସୁରକ୍ଷା ଅପହଞ୍ଚ, ଅପରାଧୀଙ୍କୁ ଛାଡ଼ି ପୋଲିସ ହେଲ୍‌ମେଟ୍‌ରେ ବ୍ୟସ୍ତ। ଉନ୍ନତ ଟେକ୍ନୋଲୋଜି, ଦକ୍ଷ ଅଧିକାରୀ ରହିଥିବା ସତ୍ତ୍ୱେ ସହରରେ ବଢ଼ି ଚାଲିଛି ହତ୍ୟା, ଲୁଟ୍‌ ପରି ଅପରାଧ। ବିଶେଷକରି ଲୁଟେରା ଗ୍ୟାଙ୍ଗ୍‌…

କାଗଜବିହୀନ ହେବ ଲୋକ ସଭା

ନୂଆଦିଲ୍ଲୀ,୧ା୮(ପି.ଟି.): ଆଗାମୀ ଅଧିବେଶନରୁ ଲୋକ ସଭା କାଗଜବିହୀନ ହେବ ବୋଲି ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଘୋଷଣା କରିଛନ୍ତି। ଏହାଦ୍ୱାରା ବହୁକୋଟି ଟଙ୍କାର ରାଜସ୍ବ ସଞ୍ଚୟ ହୋଇପାରିବ। ଗୃହରେ ସଦସ୍ୟମାନେ କହିବା ବେଳେ ସ୍କ୍ରିନ୍‌ରେ ସେମାନଙ୍କ ନାମ ଓ ଡିଭିଜନ ନମ୍ବର…

ଏଚ୍‌ସିଜିର ନୂଆ ଡେ କ୍ୟାନସର କେୟାର ସେଣ୍ଟର

ଭୁବନେଶ୍ୱର,୧।୮(ବ୍ୟୁରୋ): ଏଚ୍‌ସିଜି ସୁପର ସ୍ପେଶିଆଲିଷ୍ଟ କ୍ୟାନସର ନିରାକରଣ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ଜୟଦେବ ବିହାରଠାରେ ନୂଆ ଡେ କ୍ୟାନସର କେୟାର ସେଣ୍ଟର ସ୍ଥାପନ କରାଯାଇଛି। କ୍ୟାନସର ରୋଗର ନିରାକରଣ ଲାଗି ଚିକିତ୍ସା ସୁବିଧା ସହଜରେ ଉପଲବ୍ଧ କରାଇବା ଲାଗି ଏଭଳି ସେଣ୍ଟର…

୧୦% ଇଡବ୍ଲ୍ୟୁଏସ୍‌ କୋଟା: ସାମ୍ବିଧାନିକ ବେଞ୍ଚ୍‌କୁ ପଠାଇବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧ା୮: ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଉକ୍ତ ମାମଲା ସାମ୍ବିଧାନିକ ବେଞ୍ଚ୍‌କୁ ପଠାଯିବ…

ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ

ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି ଏହି ଐତିହାସିକ କୀର୍ତ୍ତିରାଜି। ସୋମବାର ଓଡ଼ିଶା ହାଇକୋର୍ଟ ଅତିଥି ଭବନ ଶିଳାନ୍ୟାସ ସମୟରେ ଏହା…

ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୧୨୬ ବିଦ୍ୟାଳୟରେ ନାହାନ୍ତି ପ୍ରଧାନଶିକ୍ଷକ

ଜଗତ୍‌ସିଂହପୁର ଅଫିସ,୧ା୮: ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାରୀ ଉଦାସୀନତା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୋତ୍ସାହନ ଦେଉଛି। ଯାହା ଜଗତ୍‌ସିଂହପୁର ଜିଲାରେ ଦେଖିବାକୁ ମିଳଛି। ଏହି ଜିଲାରେ ୧୬୪ଟି ସରକାରୀ…

ଅପରେଶନ ପରୀ: ୨ ନାବାଳିକା ଉଦ୍ଧାର

ପାରାଦୀପ,୧ା୮(ସ୍ବ.ପ୍ର.): ଅପରେଶନ ପରୀ ମାଧ୍ୟମରେ ପାରାଦୀପ ଆଦର୍ଶ ଥାନା ଓ ଅଭୟଚାନ୍ଦପୁର ଥାନା ଅଞ୍ଚଳରୁ ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଅପହରଣ କରିଥିବା ନାବାଳକ ଦ୍ୱୟ ମଧ୍ୟ ଧରା ପଡ଼ିଛନ୍ତି। ଅଭୟଚାନ୍ଦପୁର ପୋଲିସ ସୂଚନା ଅନୁସାରେ, ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?