Home Left

ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ ଆଗକୁ ବଢ଼ିଛନ୍ତି। ଚାକିରିର ଚଉହଦି ବାନ୍ଧିପାରିନି ତାଙ୍କ ନାଟକର ମୋହକୁ। ଆଳାପ କ୍ରମରେ ତାଙ୍କ…

ଅବସର ଗ୍ରହଣ ଦିନ ଖୁସିରେ ହେଲିକପ୍ଟରରେ ଉଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଫରିଦାବାଦ୍‌,୧।୮: ଚାକିରିରୁ ଅବସର ନେବା ଦିନ ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ତାଙ୍କର କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହରିୟାଣା ଫରିଦାବାଦ୍‌ର ନିମକା ଗାଁ ବାସିନ୍ଦା…

ଘଡଘଡି ସହ ବର୍ଷା ସମ୍ଭାବନା, ୭ଟି ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଘଡଘଡ ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅପରାହ୍ଣ ୧ଟା ଯାଏ ସତର୍କ ରହିବାକୁ ୭ଟି ଜିଲାବାସୀଙ୍କୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ…

ଷ୍ଟିଙ୍ଗ୍‌ ଅପରେଶନ୍‌ରେ ଧରାପଡ଼ିଲେ ଜେଇ

ବଲାଙ୍ଗୀର ଅଫିସ, ୧।୮: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ଖଲିଆପାଲି ପଞ୍ଚାୟତର ଜଣେ ୱାର୍ଡମେମ୍ବରଙ୍କ ଷ୍ଟିଙ୍ଗ୍‌ ଅପରେଶନ୍‌ରେ ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସତ୍ୟନାରାୟଣ ତ୍ରିପାଠୀ। ମିଛାପାଲି ଗ୍ରାମର ରାସ୍ତା କାମର ଫାଇନାଲ ବିଲ ପାଶ୍‌ କରିଦେବା ପାଇଁ…

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ,୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ବୁଧବାର ରାଜ୍ୟ ସଭାରେ ତିନ୍‌ ତଲାକ୍‌ ବିଲ୍‌ ଅନୁମୋଦନ ହେବା ପରେ ଏହାକୁ…

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୧।୮(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ୧.୪୬ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବୁଧବାର ବିଧାନସଭାରେ ଅନୁମୋଦନ ଲାଭ କରିଛି। ବାଚନିକ ମତଦାନରେ ଏହି ବିଲକୁ ଗୃହରେ ମଞ୍ଜୁର କରାଯାଇଛି। ଏହି ବଜେଟରେ କୃଷି ଓ…

ଓଡ଼ିଶା ସମବାୟ ନୀତିକୁ ଅନୁଧ୍ୟାନ କଲେ ପଞ୍ଜାବ ସରକାର

ଭୁବନେଶ୍ୱର, ୧।୮(ବ୍ୟୁରୋ): ଓଡ଼ିଶାର ପ୍ରାଥମିକ କୃଷି ସମବାୟ କ୍ଷେତ୍ରରେ କୋର ବ୍ୟାଙ୍କିଙ୍ଗ୍‌ ଜରିଆରେ ଋଣ ପ୍ରଦାନ ବ୍ୟବସ୍ଥାକୁ ପଞ୍ଜାବ ସରକାର ଅନୁଧ୍ୟାନ କରିଛନ୍ତି। ଏନେଇ ପଞ୍ଜାବ ସମବାୟ ମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାଓ୍ବାଙ୍କ ନେତୃତ୍ବରେ ଏକ ୭ ଜଣିଆ ପ୍ରତିନିଧି ଦଳ…

ଭୋକିଲା ପେଟକୁ ମିଳିବ ଦାନା: ରୁଟି, ନାନ୍‌ ଦାମ୍‌ କମାଇବ ପାକିସ୍ତାନ

ଇସଲାମାବାଦ୍‌,୧।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କେତେକ ସ୍ଥାନରେ ଲୋକଙ୍କୁ ଦୁଇବେଳା ଖାଇବାକୁ ମଧ୍ୟ ମିଳୁନି। ଏଠାରେ ରୁଟି ଦାମ୍‌ ୧୦ରୁ ୧୨ ଟଙ୍କା ରହିଥିବାବେଳେ ନାନ୍‌ ଦାମ୍‌ ୧୨ରୁ ୧୫ ଟଙ୍କା ରହିଛି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ…

ଖାଇବା ତେଲ: ପୋଡ଼ିଲେ ମାରାତ୍ମକ

ଭୁବନେଶ୍ୱର,୧।୮(ବ୍ୟୁରୋ): ଖାଇବା ତେଲ ବିନା ଆମର ନିତିିଦିନିଆ ରୋଷେଇ ଏକ ପ୍ରକାର ଅସମ୍ଭବ। ଅଧିକାଂଶ ଖାଦ୍ୟ ପ୍ରସ୍ତୁତି ବା ସ୍ବାଦିଷ୍ଟ ଭୋଜନ ହୋଇ ନ ଥାଏ। ତେବେ ଏହି ତେଲ ଆମ ପାଇଁ ଯେତିକି ଦରକାରୀ ସେତିକି ଘାତକ ମଧ୍ୟ। ତେଲର…

ତଥ୍ୟ ଦେଉନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ: ହେଉନି ଏଜି ଅଡିଟ୍‌, ସୀମା ଟପିଛି ଦୁର୍ନୀତି

ଭୁବନେଶ୍ୱର, ୧।୮(ବ୍ୟୁରୋ): ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିବା ନନ୍ଦନକାନନକୁ ନେଇ ଆଉ ଏକ ଅଭିଯୋଗ ଉଠିଛି। ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ପ୍ରାଣୀ ଉଦ୍ୟାନର ଉନ୍ନତି ସେପରି ହୋଇପାରୁନି। କେତେବେଳେ ଜୀବଜନ୍ତୁ ଅର୍ଦ୍ଧାହାରରେ ରହୁଛନ୍ତି ତ…

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’ ହୋଇସାରିଥିବା ୨୦ ଓ ଅବଶିଷ୍ଟ ୧୬ ନର୍ସଙ୍କ ଖବର ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ…

ଯୁବକଙ୍କୁ ମାତ୍ର ୫୦ ମିନିଟ୍‌ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ଜାଣନ୍ତୁ କ’ଣ ଥିଲା ଅପରାଧ

ଲଣ୍ଡନ, ୧।୮: ଲଣ୍ଡନରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କ ଛୋଟ ଭୁଲ ପାଇଁ ତାଙ୍କୁ ମାତ୍ର ୫୦ ମିନିଟ୍‌ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଶେନ୍‌ ଜେନକିଙ୍ଗ୍ସ ନିଜ ସାଙ୍ଗ କେନେଥ ବେଲଙ୍କ ଘରକୁ ଯାଇ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?