Home Left

ପୋଷ୍ଟ ଅଫିସରେ ମିଳୁଛି ଗଙ୍ଗାଜଳ

ରୋହତକ,୩୦।୭: ହରିୟାଣାର ରୋତକରେ ଥିବା ଏକ ପୋଷ୍ଟ ଅଫିସରେ ଗଙ୍ଗୋତ୍ରୀରୁ ଆସିଥିବା ଗଙ୍ଗାଜଳ ବିକ୍ରି କରାଯାଉଥିବା ଦେଖାଯାଇଛି। ଏନେଇ ସେଠାକାର ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ କାଉଡି ଯାତ୍ରାରେ ଯାଇ ପାରୁ ନାହାଁନ୍ତ ସେମାନଙ୍କୁ ଆମେ ଏହି…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି ବୈଠକରେ ଯୋଗ ଦେଇ ୟେଦୁରପ୍ପା ସେଠାରେ ଚାଲିଥିବା ରିଲିଫ୍‌ କାମକୁ ନେଇ ଆଲୋଚନା କରିଥିଲେ।…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକିସ୍ତାନୀ ସେନା ନିହତ

ସୁନ୍ଦରବନି,୩୦।୭: ଜମ୍ମୁ-କଶ୍ମୀରର ସୁନ୍ଦରବନି ସେକ୍ଟରରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଏହାସହ ପାକିସ୍ତାନ ତାଙ୍ଗଧାର-କେରନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସମୟରେ ଭାରତୀୟ ସେନା ପକ୍ଷରୁ…

ଧର୍ମନିରପେକ୍ଷ ନୁହେଁ ଭାଜପା: ସିଦ୍ଧରମେୟା

ବେଙ୍ଗାଲୁରୁ,୩୦।୭: ଚଳିତବର୍ଷ କର୍ନାଟକର ଭାଜପା ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ କରିବାକୁ ଯୋଜନା କରୁଥିବା ଜଣାପଡିଛି। ବୁଧବାର କ୍ୟାବିନେଟ ବୈଠକ ପରେ ଏହା ସ୍ଥିର କରାଯିବ ବୋଲି କହିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ବିଏ ସ୍‌ ୟେଦୁରପ୍ପା। ତେବେ ଏହାକୁ…

‘ଖୁବ୍‌ଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ, ବୋଲିଂ କରିବେ’

ମୁମ୍ବାଇ, ୩୦।୭: ଭାରତୀୟ କ୍ରିକେଟ ଦଳ ଏକ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି। ଏହାପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଧିନାୟକ ବିରାଟ କୋହଲିଙ୍କୁ ବିଭିନ୍ନ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଏବେ ଭାରତୀୟ କ୍ରିକେଟର୍ସ ସ୍ତ୍ରୀଙ୍କ…

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଉକ୍ତ ସହରର ଡାବରି…

୬ ଫୁଟ ଲମ୍ବର ଅଜଗର ଉଦ୍ଧାର

କୋରୁକୋଣ୍ଡା,୩୦।୭( ଡି.ଏନ୍‌.ଏ.): ମାଲକାନଗିରି ଜିଲା କୁଡୁମୁଲୁଗୁମାସ୍ଥିତ ବିଶ୍ୱନାଥ ଗୌଡ଼ଙ୍କ ଘରୁ ମଙ୍ଗଳବାର ସକାଳେ ଏକ ୬ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି। ସକାଳେ ଘର ଭିତରେ ଏକ ଅଜଗର ସାପ ଦେଖି ବିଶ୍ୱନାଥଙ୍କ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ତେବେ…

କାନ୍ଦାହାର ବିସ୍ଫୋରଣ: ୩ ଶିଶୁ ମୃତ

କାନ୍ଦାହାର,୩୦।୭: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ ଫଳରେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଅନ୍ୟ ୬ ଜଣ ଶିଶୁଙ୍କ ସମେତ ୨୩ ଜଣ ଆହତ ହୋଇଥିବା ଜଣାପଡିଛି।…

କର୍ନାଟକ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଭାଜପା ବିଧାୟକ

ବେଙ୍ଗାଲୁରୁ,୩୦।୭: କର୍ନାଟକର ଭାଜପା ବିଧାୟକ ବିଶ୍ୱେଶ୍ୱର ହେଗଡେ କାଗେରି ମଙ୍ଗଳବାର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସିରସି ଆସନର ବିଧାୟକ ହେଗଡେଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।…

ପିଲାଦିନର ବାନ୍ଧବୀଙ୍କୁ ବିବାହ କରିଥିଲେ ଏହିସବୁ ଭାରତୀୟ କ୍ରିକେଟର୍‌

ଭାରତୀୟ କ୍ରିକେଟରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। କେତେବେଳେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାଁ ଯୋଡା ହେଲାଣି ତ ଆଉ କେତେବେଳେ କୌଣସି ବ୍ୟବସାୟୀଙ୍କ ଝିଅ ସହ ବିବାହ ଖବରକୁ ନେଇ ଚର୍ଚ୍ଚା…

ସୋସିଆଲ ମିଡିଆରେ ଅଧିକ ସେଲ୍‌ଫି ପୋଷ୍ଟ କରୁଥିବା କପଲ୍‌ ସେମାନଙ୍କ ସମ୍ପର୍କକୁ ନେଇ ଥାନ୍ତି ଅସୁରକ୍ଷିତ

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ମଧ୍ୟରେ ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ ଗତିବିଧି ବିଷୟରେ ଏଥିରେ ଜଣାଇଥାନ୍ତି। ଖୁସି ହେଉ ଅବା ଦୁଃଖ, ସେସବୁ ବିଷୟରେ ଜଣାଇବା…

କାଦେ ମାଝୀ ହତ୍ୟାକାଣ୍ଡ ଘଟଣା: ୨ ଗିରଫ

ପାଟଣା,୩୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ଗତ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଗାଁ ଦାଣ୍ଡରେ ହତ୍ୟାକରିବା ପରେ କାଦେଙ୍କ ଘର ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?