ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ
ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍କୁ ୩୩ଘଣ୍ଟାର ପରିଶ୍ରମ କରିବାକୁ ପଡିଥିଲା। ଉଭୟ ଶିଶୁଙ୍କ ଖପୁରି ଯୋଡି ହୋଇ ରହିଥିଲା। ସ୍ଥାନୀୟ…
ଜଟଣୀ ମ୍ୟୁନିସିପାଲିଟି: ୫ ଲକ୍ଷ ଫନୀ ଟଙ୍କା ହଡ଼ପ
ଜଟଣୀ,୩।୮(ଡି.ଏନ.ଏ.): ବିଗତ ଦିନରେ ଲାଞ୍ଚ ନେବା, ଭତ୍ତା ଟଙ୍କା ହଡ଼ପ କରିବା ଆଦି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟ କରି ଜଟଣୀ ମ୍ୟୁନିସିପାଲିଟିର କେତେଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିବା ନଜିର ରହିଛି। ଲାଞ୍ଚ ନେବା ସମୟରେ ଲଳିତ କପୁର ନାମ୍ନୀ ମ୍ୟୁନିସିପାଲିଟିର…
ଯୋଡାରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ:କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ତଦାରଖ କଲେ
ଯୋଡ଼ା,୩।୮(ଡି.ଏନ.ଏ.)- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଶାସନ ସଚିବ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଶୁକ୍ରବାର କେନ୍ଦୁଝର ଜିଲା ଯୋଡା ଗସ୍ତରେ ଆସି ପୌରପାଳିକାରେ ନିର୍ମାଣଧୀନ ଥିବା କଠିନ ବର୍ଜ୍ୟବସ୍ତୁ…
ଘୋଷଣାକୁ ବିତିଲା ୮ବର୍ଷ: ନିରାଶ୍ରୟଙ୍କୁ ଆଶ୍ରୟ ଦେଇପାରୁନି ବିଏମ୍ସି
କଟକ ରୋଡ,୩।୮(ଡି.ଏନ୍.ଏ.): ରାସ୍ତା କଡ଼ରେ ବାସହରା, ଅସହାୟ ବ୍ୟକ୍ତି ଶୋଇବେ ନାହିଁ। ରାତ୍ରି ଆଶ୍ରୟସ୍ଥଳି ସହରରେ ନିର୍ମାଣ ହେବ। ଆଶ୍ରୟସ୍ଥଳିରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ, କମଳ, ମଶାରି ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବ। ୨୦୧୧ ରେ ଏଭଳି ନିର୍ଦ୍ଦେଶନାମା…
ବିଜିୟୁର ନବାଗତ ବିଏଜେଏମ୍ସି ଏବଂ ଏମ୍ଏଜେଏମ୍ସି ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ଡିଜିଟାଲ ଗଣମାଧ୍ୟମ ସାମ୍ବାଦିକତାର ଭବିଷ୍ୟତ
ଭୁବନେଶ୍ୱର,୩।୮(ବ୍ୟୁରୋ): ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେଶନ ପକ୍ଷରୁ ନବାଗତ ସପ୍ତମ ବ୍ୟାଚ୍ର ଏମ୍ଏଜେଏମ୍ସି ଏବଂ ତୃତୀୟ ବ୍ୟାଚ୍ର ବିଏଜେଏମ୍ସି(ଅନର୍ସ) ଛାତ୍ରୀଛାତ୍ରମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନର ଗୋଠପାଟଣା କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଷ୍ଟ୍ରି ଟିଭି ୧୮ର…
୮୩% ଆତଙ୍କବାଦୀ ଟେକାମାଡ଼କାରୀ
ଶ୍ରୀନଗର,୩ା୮: ଜମ୍ମୁ-କଶ୍ମୀରରେ ଅସ୍ତ୍ର ଧରୁଥିବା ୮୩% ଆତଙ୍କବାଦୀ ପୂର୍ବରୁ ଟେକାମାଡ଼କାରୀ ଥିଲେ। ସେମାନେ ଆତଙ୍କବାଦୀ ସାଜିବା ପରେ ଅଧିକ ସମୟ ବଞ୍ଚତ୍ ପାରିବେ ନାହିଁ। ଦିନ ମଧ୍ୟରେ ଅସ୍ତ୍ର ଧରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୭% ନିହତ ହୋଇସାରିଲେଣି ବୋଲି ଶ୍ରୀନଗରସ୍ଥିତ ୧୫…
ନଦୀବନ୍ଧ ନିରାପତ୍ତା ବିଲ୍ ଲୋକ ସଭାରେ ଗୃହୀତ: ରାଜ୍ୟକୁ କ୍ଷମତା ଦେବା ପାଇଁ ବିଜେଡିର ଦାବି
ନୂଆଦିଲ୍ଲୀ,୩ା୮: ଦେଶର ନଦୀବନ୍ଧଗୁଡିକର ଅନୁଧ୍ୟାନ, ପରିଚାଳନା ଆଦି ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ନିମନ୍ତେ ନଦୀବନ୍ଧ ନିରାପତ୍ତା ବିଲ୍ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡିକର କ୍ଷମତା ଦଖଲ କରିବା ଉଦ୍ଦେଶ୍ୟ କେନ୍ଦ୍ରର ନାହିଁ ବୋଲି ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର…
ୟୁଏପିଏ ବିଲ୍ ପାର୍ଲାମେଣ୍ଟରେ ଗୃହୀତ
ନୂଆଦିଲ୍ଲୀ,୩ା୮(ପି.ଟି.): ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ)ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନକୁ ଶୁକ୍ରବାର ପାର୍ଲାମେଣ୍ଟ ଅନୁମୋଦନ କରିଛି। ଫଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେନ୍ଦ୍ର ଓ ରାଜ୍ୟ କର୍ତ୍ତୃପକ୍ଷ ଆତଙ୍କବାଦୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତିକୁ ଜବତ କରିପାରିବେ। ୧୯୬୭ର ଆଇନରେ ସଂଶୋଧନ ପାଇଁ…
ସଂଯୋଗ ସତ୍ତ୍ୱେ ଅଘୋଷିତ ବିଦ୍ୟୁତ୍ କାଟ ଜାରି: ପର୍ଯ୍ୟଟନ ଶିଳ୍ପ ପାଇଁ ଦିଲ୍ଲୀ, କୋଲକାତାରେ ହେବ ପ୍ରେସ୍ ମିଟ୍
ପୁରୀ ଅଫିସ, ୩।୮: ବାତ୍ୟାରେ ଛାରଖାର ହୋଇଯାଇଥିଲା ପର୍ଯ୍ୟଟନ ସହର ପୁରୀ। ହୋଟେଲ ଶିଳ୍ପ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଶନିବାର ବାତ୍ୟା ଫନୀକୁ ୩ମାସ ପୂରୁଛି। ବାତ୍ୟା ପରେ ବିଦ୍ୟୁତ୍ ସେବା ସ୍ବାଭାବିକ ନେଇ ବହୁବାର ଆନ୍ଦୋଳନ ହୋଇଥିଲା। ଇତିମଧ୍ୟରେ…
ସମ୍ପରେ ଫସି ଠିକାଦାରଙ୍କ ସମେତ ୩ ମୃତ
ଭୁବନେଶ୍ୱର, ୩ା୮(ବ୍ୟୁରୋ): ଏକ ନିର୍ମାଣାଧୀନ ଘରର ପାଣି ସମ୍ପ୍ରେ ଫସି ଜଣେ ଶ୍ରମିକ ଠିକାଦାର ଓ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍ ରୋଡ୍ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଘଟିଛି…
ପ୍ରତି ରବିବାର ସଫା ହେବ ମହାପୁରୁଷଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱର,୩।୮(ବ୍ୟୁରୋ): ସହରର ବିଭିନ୍ନ ଛକରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଆଉ ଅପରିଷ୍କାର ହୋଇ ପଡ଼ି ରହିବନି। ଏଣିକି ପ୍ରତି ରବିବାର ମହାପୁରୁଷଙ୍କ ମୂର୍ତ୍ତି ସଫା କରିବା ଲାଗି ଗଠନ କରାଯାଇଛି ‘ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’। ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର…
ନାବାଳକଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା
ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେଶନରେ ଜଣେ ନାବାଳକଙ୍କୁ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଚାଇଲ୍ଡ ଲାଇନ ସଦସ୍ୟମାନେ ତାଙ୍କୁ ଗୁରୁବାର ଉଦ୍ଧାର କରିଥିଲେ। ତାଙ୍କ ବୟସ ୧୬ ବର୍ଷ ହୋଇଥିବାବେଳେ ସେ ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ବୋଲି…

