ସରକାରୀ ସ୍କୁଲରେ ପିଲାଙ୍କୁ ଦିଆଗଲା କୁକୁର ଅଇଁଠା! ୭୮ ପିଲାଙ୍କୁ ଦିଆଗଲା ଆଣ୍ଟି ରାବିଜ ଇଞ୍ଜେକ୍ସନ
ରାଞ୍ଚି,୩।୮: ଛତିଶଗଡ଼ର ବାଲୋଦାବଜାର ଜିଲାର ଏକ ସରକାରୀ ସ୍କୁଲର ପିଲାମାନଙ୍କୁ କୁକୁରର ବଳକା ଖାଦ୍ୟ ଖାଇବାକୁ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ପାଲାରି ବ୍ଲକର ଲଛନପୁର ଗାଁର ସରକାରୀ ମଧ୍ୟମ ବିଦ୍ୟାଳୟରେ ପଢୁଥିବା ପିଲାମାନେ କହିଛନ୍ତି ଯେ ସ୍କୁଲରେ ମଧ୍ୟାହ୍ନ…
ବଳଙ୍ଗାରେ ହଲଚଲ: ପୀଡିତାଙ୍କ ଘରେ ତାଲା! ଜଣାପଡିଲା…
ଭୁବନେଶ୍ୱର,୩।୮: ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ବଳଙ୍ଗା ଗାଁରେ ଶୋକ ଓ ଭୟର ପରିବେଶ ଖେଳିଯାଇଛି। ଏବେ ପୀଡ଼ିତାଙ୍କ ପରିବାର ଲୋକେ କୁଆଡ଼େ ତାହା…
ବିବାହର ଦେଢ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ପରିଣିତି ? ଦେଲେ ଏମିତି ସଙ୍କେତ
ମୁମ୍ବଇ,୩।୮: ପରିଣିତି ଚୋପ୍ରା ନିକଟରେ ସ୍ବାମୀ ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ଉଭୟେ ସେମାନଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ ମଜାଦାର କାହାଣୀ ଶେୟାର କରିଥିଲେ।…
୨୪ ଘଣ୍ଟାରେ ୨ଥର ଭୂକମ୍ପ, ଭୟରେ ରାତିସାରା ବାହାରେ ରହିଲେ ଲୋକେ
ଇସଲାମାବାଦ,୩।୮: ପାକିସ୍ତାନର ଅନେକ ସ୍ଥାନରେ ରବିବାର (ଅଗଷ୍ଟ ୩, ୨୦୨୫) ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର (NSMC) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ୫.୧ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱତରୁ ୧୫…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ଗିରଫ
ଭୁବନେଶ୍ୱର,୩।୮: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। କାଲି ଅଫିସ୍କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ଉପସଭାପତି ନିହାରଙ୍କ ଲାପଟପ୍କୁ OTET ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ ଖୋଳତାଡ…
ପୁଣି ଚର୍ଚ୍ଚାରେ ପାଟଣାଗଡ଼ ଏନଏସି: ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡ ମୁହାଁମୁହିଁ
ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଥାନାରେ କୌଣସି ପକ୍ଷରୁ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।…
କଫ୍ ସିରପ୍ ସହ ନିଶା ବଟିକା କାରବାର କରୁଛନ୍ତି ନାବାଳକ, ୩ ଗିରଫ
ଅତାବିରା,୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ପୋଲିସ ଶୁକ୍ରବାର ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। ଏହି ମାମଲାରେ ପୋଲିସ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ, ଅତାବିରା ଥାନା…
ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ
ମୋହନା,୩।୮( ମନ୍ମଥ ମିଶ୍ର ): ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ରାଚାଗୁଡା ଗାଁର। ମୃତକ ହେଲେ ଗୋପାଳ ମଳିକ । ହତ୍ୟା ପରେ ମୃତଦେହକୁ ଅଡବା ହରଭଙ୍ଗୀ…
ଗୁମା ଘାଟିରେ ଅଘଟଣ, ଘର ଭିତରେ ଧସେଇ ପଶିଲା ଟ୍ୟାଙ୍କର, ବୃଦ୍ଧା ମୃତ, ଡ୍ରାଇଭର ଗୁରୁତର
ରାୟଗଡ଼ା,୩।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା – କୋରାପୁଟ ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଗୁମ୍ମା ଗାଁ ରେ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଏକ ଝୁପୁଡ଼ି ଘର ଉପରେ ମାଡ଼ିଯାଇଥିଲା। ଏଥିରେ ଘରେ ସୋଇଥିବା…
ପୂର୍ବତନ CJIଙ୍କୁ ମିଳିଲା ନୂଆ ଠିକଣା, ଅବସର ନେବାର ୨୬୫ ଦିନ ପରେ ଖାଲି କଲେ ସରକାରୀ ବଙ୍ଗଳା
ନୂଆଦିଲ୍ଲୀ,୩।୮: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଜାତୀୟ ରାଜଧାନୀରେ ଥିବା ସୁପ୍ରିମକୋର୍ଟର ମୁଖ୍ୟଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଭାରତର ୫୦ତମ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ୮ ନଭେମ୍ବର,୨୦୨୪ରେ ଅବସର ନେଇଥିଲେ। ନିକଟରେ ନୂଆଦିଲ୍ଲୀର ୫, କୃଷ୍ଣ…
ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା: ବାପା କହିଲେ ଝିଅ ମୋ ଭାଗ୍ୟରେ ନଥିଲା…
ବଳଙ୍ଗା,୩।୮: ଦିଲ୍ଲୀ ଏମ୍ସରେ ମୃତ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ଦାଦା ପ୍ରତିକ୍ରିୟା ରଖିଛନ୍ତି। ସେମାନେ ରାଜନୀତି ଠାରୁ ଦୂରେଇ ରଖିବାକୁ ଭାବବିହ୍ବଳ ହୋଇ ଅନୁରୋଧ କରିଛନ୍ତି। ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ, ଝିଅ ଆମ…
ଏହି ଦେଶରେ ଖେଳାଯିବ ୨୦୨୫ ଏସିଆ କପ ମ୍ୟାଚ, ଜାଣନ୍ତୁ କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୩।୮: ଏସିଆ କପ ୨୦୨୫ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏସିଆର ଏହି ସବୁଠାରୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏସିଆ କପର ସୂଚୀ…
Archives


