Home Left

ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ: ସଚିବ ଉଷା ପାଢ଼ୀ କହିଲେ ଆମ ବସ୍‌ ଚଳାଇକୁ ହେଲେ ଡ୍ରାଇଭରଙ୍କ…

ଭୁବନେଶ୍ୱର,୪।୧: ଆମ ବସ୍‌ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରବିବାର ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ବସ୍‌ ଚଳାଚଳ ଉପରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଡ୍ରାଇଭରଙ୍କ ଏଣିକି…

ଦିଗପହଣ୍ଡି ଦୁର୍ଘଟଣା; ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ-ବିଧାୟକ, ରେଡକ୍ରସ ପାଣ୍ଠିରୁ ସହାୟତା ଘୋଷଣା   

ଦିଗପହଣ୍ଡି,୪|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳ ପ୍ରାୟ ୯ ଟାରେ ଯାତ୍ରୀବାହୀ ମିନିବସ ନଂ(ଓ ଆର ୦୭ ଜେ – ୩୩୩୮) ସହ ଶୁଖୁଆ ବୋଝେଇ ପିକ୍ ଅପ୍…

ଝିଆରୀ ବାହାଘର କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ଦୁର୍ଘଟଣା: ଚାଲିଗଲା କାକା-ପୁତୁରାଙ୍କ ଜୀବନ

ଡୁଙ୍ଗୁରିପାଲି,୪।୧(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥ ଚେରୁପାଲି ଅଙ୍ଗନଦୀ ବ୍ରିଜ ଉପରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଗାଜର ବୋଝେଇ ପିକଅପ୍‌ ଗାଡି ସହ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ…

ମଦ ପିଇ ଚଲାଇଲେ ଆକ୍ସନ, ହଳଦିଆପଦର ବସଷ୍ଟାଣ୍ଡରେ ଆମ ବସ ଡ୍ରାଇଭରଙ୍କୁ ଚେକିଂ

ଛତ୍ରପୁର, ୪/୧(ଦିଲ୍ଲୀପ ସାମଲ) : ଆଉ ଢ଼ିଲା ନାହିଁ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଆକ୍ସନ୍। ଏଣିକି ଆଉ ଅମାନିଆ ଆମ ବସ୍ ଡ୍ରାଇଭରଙ୍କୁ ମିିଳିବନି ଆଶ୍ବସ୍ତି। ରବିବାର ହଳଦିଆପଦର ବସଷ୍ଟାଣ୍ଡ ଠାରେ…

ଚାଲିଗଲେ ଭଞ୍ଜନଗର ଅଞ୍ଚଳର ମାମୁ, ଫୁଲ ତୋଳି ଆସିବା ପରେ ହଠାତ୍‌…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚାକୁଣ୍ଡାପଲ୍ଲୀ ରାସ୍ତାରେ ରହୁଥିବା ସିମାଞ୍ଚଳ ପାଣିଗ୍ରାହୀ (୬୮) ରବିବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଭଞ୍ଜନଗର ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ମାମୁ ଭାବେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ବହୁ…

ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ, ୨୫ରୁ ଉର୍ଦ୍ଧ୍ବ ଛାତ୍ର….

ଖୋର୍ଦ୍ଧା,୪।୧୨(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ଯାଳୟରେ ଅଭାବନୀୟ ଘଟଣା । ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସ (ହେପାଟାଇଟିସ-ଏ) ଆକ୍ରାନ୍ତ ହୋଇଛନ୍ତି । ରବିବାର ସେମାନଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ…

ମାଦୁରୋଙ୍କ ପରେ ଏବେ ଏହି ଦେଶର ରାଷ୍ଟ୍ରପତିଙ୍କୁ ଧମକ ଦେଲେଣି ଟ୍ରମ୍ପ

ଓ୍ବାଶିଂଟନ,୪।୧: ଆମେରିକା ଭେନେଜୁଏଲାରେ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାଦୁରୋଙ୍କୁ ନ୍ୟୁୟର୍କ ଜେଲରେ ବନ୍ଦୀ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାର୍ଯ୍ୟ ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ଉତ୍ତେଜନା ବୃଦ୍ଧି କରିଛି। ଏହି…

ଜମି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ହିଂସାକାଣ୍ଡ: ଯବାନ ମୃତ, ପୁଅ ବାପା-ମା’ ଗୁରୁତର

କେନ୍ଦ୍ରାପଡ଼ା,୪।୧: ଜମି ବିବାଦରୁ ଗଡ଼ିଲା ମୁଣ୍ଡ। ଯବାନ ପୁଅ ମୃତ୍ୟୁ ବରଣ ପରେ ବେଳେ ଗୁରୁତର ବାପା-ମା’। କେନ୍ଦ୍ରାପଡ଼ା ଜିଲାର ଏକ ଗାଁରେ ଜମିଜମା ବିବାଦକୁ ନେଇ ଏଭାଲକି ହିଂସାକାଣ୍ଡ ଘଟିଛି। ଶନିବାର ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରିଲୋ…

ବନ୍ଦ ଘରକୁ ଟାର୍ଗେଟ୍‌ କରି କରୁଥିଲେ ଚୋରି, ୨ ଚୋରଙ୍କ ପାଖରୁ ମିଳିଲା ବିଦେଶୀ ଟଙ୍କା ସହ…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଦୁଇଟି ଚୋରି ମାମଲାର ରାକେଟକୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାଉଁଶଲୁଣ୍ଡିର ବଳିଆ ନାୟକ ଓ ଖୋର୍ଦ୍ଧା ଅଞ୍ଚଳର ଗୋବିନ୍ଦ ପ୍ରଧାନ।ପୋଲିସ ସେମାନଙ୍କଠାରୁ ବିଦେଶୀ ମୁଦ୍ରା ସହ ଚୋରି…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇଟି ଟ୍ରଙ୍କରେ ୩୦ ହଜାରର ଚାର୍ଜଶିଟ ଦାଖଲ

ବ୍ରହ୍ମପୁର,୪/୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜଶିଟ ଦାଖଲ କଲା ପୋଲିସ । ଦୁଇଟି ଟ୍ରଙ୍କରେ ଏହି ଚାର୍ଜଶିଟ ରହିଛି। ପ୍ରାୟ ୩୦ହଜାର ପୃଷ୍ଠାର ଚାର୍ଜଶିଟ ବୋଲି ଶୁଣିବାକୁ ମିଳିଛି । ଏହି…

ଏମିତି ଦେଶ, ଯେଉଁଠି ବିବାହ ପୂର୍ବରୁ ବରକନ୍ୟାଙ୍କ ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ, ଜାଣନ୍ତୁ ଭାରତରେ କ’ଣ ରହିଛି ନିୟମ…

ମସ୍କାଟ୍‌,୪ା୧: ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ବିବାହ ପୂର୍ବରୁ ବର ଏବଂ କନ୍ୟା ହେବାକୁ ଯାଉଥିବା ଯୋଡ଼ିଙ୍କର ଡାକ୍ତରୀ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ଫିଟ୍‌ନେସ୍‌ ପ୍ରମାଣପତ୍ର ନ କରିବା ପର୍ଯ୍ୟନ୍ତ ବିବାହ…

ଟିଭି ଧାରାବାହିକ ‘Naagin’ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଭିତରେ ଦେବୀ ମାତା! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୪।୧: ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଦେବୀ ଦୁର୍ଗା ପୂଜା ସମୟରେ ସେ ଏକ ଅଜବ ଆଚରଣ କରୁଥିବାର ଦେଖାଯାଉଛି, ଯାହା ଆଶ୍ଚର୍ଯ୍ୟଜନକ ହୋଇପାରେ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?