Home Left

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ ଭାବପ୍ରବଣ ଭାଷଣ ଦେଇଥିଲେ। କବିତା ତାଙ୍କ ଭାଷଣ ସମୟରେ ଅନେକ ଥର କାନ୍ଦି ପକାଇଥିଲେ।…

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ ପୂର୍ବ ପରି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଅନେକ ଦଳ ଘୋଷଣା କରାଯାଇଛି,…

କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ଆବଶ୍ୟକ ପଦକ୍ଷେପ…

ପ୍ରେମ ସମ୍ପର୍କକୁ ନେଇ ଗାଁରେ ଗୁଳିମାଡ଼ କଲେ ପ୍ରେମିକ, ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ…

ମୋହନା୫ା୧( ମନ୍ମଥ ମିଶ୍ର ): ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଢେପାସାହି ଗାଁରେ। ଗାଁରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି…

ମହାକୁମ୍ଭ ମୋନାଲିସାଙ୍କ ପରେ ମାଘ ମେଳାରେ ଭାଇରାଲ ହେଲେ ଆଉ ଜଣେ ଯୁବତୀ, ଜାଣନ୍ତୁ ସେ କିଏ…

ପ୍ରୟାଗରାଜ,୫।୧: ପ୍ରୟାଗରାଜରେ ସଙ୍ଗମ ନଦୀ କୂଳରେ ୨୦୨୬ ମାଘ ମେଳା ସମୟରେ ସୋସିଆଲ ମିଡିଆରେ ଜଣେ ଯୁବତୀ ଭାଇରାଲ ହୋଇଛନ୍ତି। ମହାରାଷ୍ଟ୍ରର ଜଳଗାଓଁ ଜିଲାର ଭୁସାୱଲର ଷୋହଳ ବର୍ଷୀୟ ସୋନି କୁମାରୀ ତାଙ୍କର ହସରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି।…

ଜନଜାତି ସମ୍ମେଳନ: ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ଆରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜନଜାତି ସମ୍ପ୍ରଦାୟର ବରିଷ୍ଠ ଚାଷୀ ତିଲମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ…

ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କଲେ ବିଧାୟକ

କୁନ୍ଦୁରା,୫ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ବିଭିନ୍ନ ପଞ୍ଚାୟତରେ ନୂତନ ଭାବେ ନିର୍ମିତ ଉନ୍ନୟନମୂଳକ ଯୋଜନାର ଶୁଭ ଉଦ୍‌ଘାଟନ କରିଛନ୍ତି କୋଟପାଡ଼ ବିଧାୟକ ରୂପୁ ଭତ୍ରା। ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଅଧୀନରେ ରହିଥିବା ଉନ୍ନୟନମୂଳକ ଶୁଭାରମ୍ଭ…

ବାଂଲାଦେଶ ପୂର୍ବରୁ ଏହି ଦେଶରେ ମଧ୍ୟ IPL ପ୍ରସାରଣ ଉପରେ ଲାଗିଥିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୫।୧: ବାଂଲାଦେଶ ସରକାର ତୁରନ୍ତ ପ୍ରଭାବରୁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ମ୍ୟାଚର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି। କୋଲକାତା ନାଇଟ ରାଇଡର୍ସରୁ ମୁସ୍ତାଫିଜୁର ରହମାନଙ୍କ ମୁକ୍ତ ହେବା ପରେ, ବାଂଲାଦେଶ କ୍ରିକେଟ ବୋର୍ଡ ଏକ ଜରୁରୀକାଳୀନ ବୈଠକ ଡାକିଛି।…

ଭଡ଼ାରେ ପିକନିକ୍ ଗଲା ଆମ ବସ୍, ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ବର,୪।୧: ରାଜଧାନୀ ଛାତି ଉପରେ ଆମ ବସ୍ ଦୁଇ ଦୁଇ ଥର ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବର ସହ ନେଇ ପରିବହନ ବିଭାଗକୁ କଡ଼ାକଡ଼ି…

ବାଂଲାଦେଶରେ IPL ପ୍ରସାରଣ ନିଷେଧ ଉପରେ କେତେ କ୍ଷତି ସହିବ BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୫।୧: ଆଇପିଏଲ କେବଳ ଭାରତରେ ଏକ ଉତ୍ସବ ନୁହେଁ, ବରଂ ସାରା ବିଶ୍ୱରେ ଦେଖାଯାଉଥିବା ଏକ କ୍ରିକେଟ ମହାରଥୀ। କିନ୍ତୁ, ପଡ଼ୋଶୀ ବାଂଲାଦେଶର ହଠାତ୍‌ ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ଘୋଷଣା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। କାରଣ…

ଲାଞ୍ଚ ନେଇ ଧରାପଡ଼ିଲେ ୨ ଯନ୍ତ୍ରୀ, ବିଲ୍‌ ପାସ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ …

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲାଞ୍ଚ ନେଇ ଧରାପଡ଼ିଛନ୍ତି ଦୁଇ ଯନ୍ତ୍ରୀ। ମୟୂରଭଞ୍ଜ ଜିଲା ଉଦଳାସ୍ଥିତ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେଶନ (ଓଏଲଆଇସି) ଉପ-ବିଭାଗରେ କାର୍ଯ୍ୟରତ ଦୁଇ ଅଧିକାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ମାଡ଼ିବସିଛି। ଏକ ବିଲ୍‌ ପାସ କରିବା ପାଇଁ…

Post Officeର ଏହି ଜବରଦସ୍ତ ସ୍କିମ୍‌ରେ କରନ୍ତୁ ନିବେଶ: କେବଳ ସୁଧ ମିଳିବ ୬ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ,୫।୧: ଦେଶରେ ଅନେକ ସରକାରୀ ଯୋଜନା ଚାଲିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟ ଅଫିସରେ ନିବେଶ। ପୋଷ୍ଟ ଅଫିସ ବିଭିନ୍ନ ପ୍ରକାରର ଯୋଜନା ପ୍ରଦାନ କରେ। ଏହି ଯୋଜନା କେବଳ ଆପଣଙ୍କ ଟଙ୍କାକୁ ସୁରକ୍ଷା ଦିଏ ନାହିଁ ବରଂ ଭଲ ରିଟର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?