Home Left

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ବର୍ଗ ପକ୍ଷରୁ ଭିନ୍ନ ଭିନ୍ନ କମେଣ୍ଟ ଦିଆଯାଇଛି। ତେବେ ଏହାକୁ ଜିଲାପାଳ ତନଭୀ…

ଜାମାଇକା ହାଇ କମିଶନରଙ୍କ ସହ ଭାରତୀୟ ଦଳର ରାତ୍ରଭୋଜନ

କିଙ୍ଗ୍‌ଷ୍ଟନ(ଜାମାଇକା),୨୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଏବେ ଜାମାଇକାରେ ଅଛି। ସେଠାକାର ଭାରତୀୟ ହାଇ କମିଶନର ଏମ୍‌. ସେଭାଲା ନାଏକଙ୍କ ବାସଭବନରେ ବୁଧବାର ଭାରତୀୟ ଦଳର ସଦସ୍ୟମାନେ ରାତ୍ରଭୋଜନ କରିଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ ସୂଚନା…

ପୁଣି ସୌରମଣ୍ଡଳ ନବଗ୍ରହରେ ସାମିଲ୍‌ ହେଲା ପ୍ଲୁଟୋ

ଓ୍ବାଶିଂଟନ,୨୯।୮: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପୁଣିଥରେ ନବଗ୍ରହ ତାଲିକାରେ ପ୍ଲୁଟୋକୁ ସାମିଲ୍‌ କରାଯାଇଛି। ପୂର୍ବରୁ ୨୦୦୬ରେ ଏହା ସୌରମଣ୍ଡଳର ଗ୍ରହ ନୁହେଁ ବୋଲି ନାସା କହିଥିଲା। ଫଳରେ ସୌରମଣ୍ଡଳ ଗ୍ରହସଂଖ୍ୟା ୯ ପରିବର୍ତ୍ତେ ୮କୁ ହ୍ରାସ ପାଇଥିଲା।…

ସ୍ବାମୀଙ୍କ ସହ କାହିଁକି କାମ କରନ୍ତିନି ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବଲାନ୍‌ଙ୍କ ସ୍ବାମୀ ସିଦ୍ଧାର୍ଥ ମଧ୍ୟ ବଲିଉଡ୍‌ର ଜଣେ ଭଲ ପ୍ରଯୋଜକ। ହେଲେ ନାୟିକା ଭାବେ ବିଦ୍ୟା ସିଦ୍ଧାର୍ଥଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଏହାର କାରଣ ସମ୍ପର୍କରେ ବିଦ୍ୟା ନିକଟରେ…

‘ମିଶନ ମଙ୍ଗଲ’କୁ ମହାରାଷ୍ଟ୍ର ସରକାରଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’। ଏହା ଏବେ ୧୫୦ କୋଟି ଆୟ କରିଥିବା ବେଳେ ଆଗକୁ ମଧ୍ୟ ଭଲ ଆୟ କରିବ ବୋଲି କୁହାଯାଉଛି। ତେବେ…

୨ ବର୍ଷ ମଧ୍ୟରେ ଦେଶର ସମସ୍ତ ବିମାନ ବନ୍ଦରରେ ଲଗାଯିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨୯।୮: ଦେଶର ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ସମସ୍ତ ବିମାନ ବନ୍ଦରରେ ଆସନ୍ତା ୨ ବର୍ଷ ମଧ୍ୟରେ ବଡ଼ି ସ୍କାନର ଲଗାଯିବ।…

ମାୟାବତୀଙ୍କୁ ଯିଏ ଛୁଇଁବ ତାଙ୍କର ମୃତ୍ୟୁ ନିଶ୍ଚିତ: ଭାଜପା ନେତା

ଲକ୍ଷ୍ନୌ,୨୯।୮: ବହୁଜନ ସମାଜ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ନେଇ ଭାଜପା ନେତା ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ଭାଜପା ନେତା ତଥା ମନ୍ତ୍ରୀ ଗିରିରାଜ ସିଂ ଧର୍ମେଶ କହିଛନ୍ତି, ମାୟାବତୀ ହେଉଛନ୍ତି ମୁକୁଳା ତାର। ତାଙ୍କୁ ଯିଏ…

ମହାକାଶରେ ଯୁଦ୍ଧ ପାଇଁ ପ୍ରସ୍ତୁତି: ଆମେରିକା ଆରମ୍ଭ କଲା ସ୍ପେସ୍‌ କମାଣ୍ଡ

ଓ୍ବାଶିଂଟନ, ୨୯।୮: ଆମେରିକା ଏବେ ମହାକାଶରେ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ୍‌ଙ୍କ ଉପସ୍ଥିତିରେ ସ୍ପେସ୍‌ କମାଣ୍ଡର ଶୁଭାରମ୍ଭ କରାଯାଇଛି। ଏହା ଦ୍ୱାରା ମହାକାଶରେ ଆମେରିକା ସ୍ଥିତି ବେଶ୍‌ ସୁଦୃଢ଼ ହୋଇପାରିବ…

ପ୍ରଭାସଙ୍କ ଫୋନ୍‌ ଉଠାଉନାହାନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ସାହୋ’ ରିଲିଜ୍‌ ଅପେକ୍ଷାରେ ଅଛି। ଫିଲ୍ମର ପ୍ରମୋଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି ପ୍ରଭାସ। ଏହି ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ତାଙ୍କ ବିବାହକୁ…

ମ୍ୟାଚ୍‌ ମଝିରେ କଫି ମଗାଇଲେ ଟେନିସ ଷ୍ଟାର

ନ୍ୟୁୟର୍କ,୨୯।୮: କଫି ପିଇବା କ୍ରୀଡ଼ାବିତଙ୍କ ମଧ୍ୟରେ ସାଧାରଣ କଥା। ତେବେ ମ୍ୟାଚ୍‌ ମଝିରେ କଫି ମଗାଇବା ନିଶ୍ଚିତ ଭିନ୍ନ ଘଟଣା। ଏଠାରେ ଚାଲିଥିବା ଚଳିତ ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଏଭଳି ଏକ…

ଟ୍ରକ୍‌ ଧକ୍କାରେ ବାଇକ୍‌ଆରୋହୀଙ୍କ ଜୀବନ ଗଲା

ଢେଙ୍କିକୋଟ,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ବୁଧବାର ରାତିରେ ଏକ ଟ୍ରକ୍‌ ଜଣେ ବାଇକଆରୋହୀଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ୍‌ଆରୋହୀ ଜଣକ ହେଲେ ଢେଙ୍କିକୋଟ…

ପାକିସ୍ତାନର ୟୁଟର୍ଣ୍ଣ: କହିଲା ଭାରତ ପାଇଁ ବନ୍ଦ ହୋଇନି ଆକାଶମାର୍ଗ

ଇସ୍‌ଲାମାବାଦ,୨୯।୮: ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଭାରତ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରି ଦେଇଥିବା ସୂଚନା ମିଳିଥିଲା। ହେଲେ ଗୁରୁବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶି କହିଛନ୍ତି, ପାକିସ୍ତାନ ଭାରତ ପାଇଁ ତା’ର ଆକାଶମାର୍ଗ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?