ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର
ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’ ଲକ୍ଷ୍ମୀଙ୍କ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଭକ୍ତଙ୍କୁ ପ୍ରସାଦ ବଦଳରେ ମା’ଙ୍କ…
ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍ପର ଗୁରୁତର
ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ ଟ୍ୟାଙ୍କର ଜଳିଯାଇଛି। ଏଥିରେ ଟ୍ୟାଙ୍କର ଚାଳକ ଓ ହେଲ୍ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର…
ଦୀପିକାଙ୍କ ଡ୍ରେସ୍ ଦେଖି ଫ୍ୟାନ୍ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…
ଦୀପିକା ପାଦୁକୋନ୍ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଦୀପିକା କପିଳ ଦେବଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଶୁଟିଂ ବ୍ୟତୀତ…
ଶାହଜାହାନପୁର ମାମଲା: ରାଜସ୍ଥାନରୁ ମିଳିଲେ ନିଖୋଜ ଛାତ୍ରୀ
ନୂଆଦିଲ୍ଲୀ,୩୦।୮: ଭାଜପା ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଉତ୍ତରପ୍ରଦେଶ ଶାହଜାହାନପୁରର ଏସ୍.ଏସ୍. ଲ କଲେଜର ନିଖୋଜ ଛାତ୍ରୀଙ୍କ ମିଳିଲା ପତ୍ତା। ଦୀର୍ଘ ୭ ଦିନ ପରେ ରାଜସ୍ଥାନର ଜୟପୁରରୁ ନିଖୋଜ ଛାତ୍ରୀଙ୍କୁ ଉତ୍ତରପ୍ରଦେଶ ପୋଲିସ ଉଦ୍ଧାର କରିଛି ବୋଲି ଡିଜିପି…
ଛାତ୍ରୀଙ୍କ ମୃତ୍ୟୁ ନେଇ ଉତ୍ତେଜନା
କପ୍ତିପଦା,୩୦।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧିନସ୍ଥ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ଜଣକ ହେଲେ ଦଓ୍ବୋନବାହାଳୀ ପଞ୍ଚାୟତ ବିଷ୍ଣୁଗାଁର ଉଦୟ ଶିଙ୍କୁଙ୍କ ଝିଅ ଦୁର୍ଗାଦେବୀ(୧୬)। ଦୁର୍ଗା ଉକ୍ତ ବିଦ୍ୟାଳୟର ଛାତ୍ରୀ…
ପ୍ରଭାସଙ୍କ ପୋଷ୍ଟରକୁ କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ
ହାଇଦ୍ରାବାଦ,୩୦।୮: ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’। ଆଉ ଏହା ରିଲିଜ୍ ହେବା ପରେ ହାଇଦ୍ରାବାଦରେ କେତେଜଣ ଯୁବକ…
ଆଇଏସ୍ଏସ୍ଏଫ୍ ବିଶ୍ୱକପ୍: ଅଭିଷେକଙ୍କୁ ସ୍ବର୍ଣ୍ଣ, ସୌରଭଙ୍କୁ ବ୍ରୋଞ୍ଜ
ରିଓ ଡି’ ଜାନିରୋ,୩୦।୮: ଏଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ସହ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ ବର୍ମା ସ୍ବର୍ଣ୍ଣ…
ଗଲ୍ଫ ଖେଳୁଛନ୍ତି ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ. ଧୋନୀ ଏବେ ଆମେରିକାରେ ଛୁଟି କଟାଉଛନ୍ତି। ଟେରିଟୋରିଆଲ ଆର୍ମିରେ ତାଲିମ୍ ନେବା ପରେ ଧୋନୀ ସାଥୀ ଖେଳାଳି କେଦାର ଯାଦବଙ୍କ ସହ ଆମେରିକା ଯାଇଛନ୍ତି। ସେଠାରେ ସେ ନିଜ ବନ୍ଧୁଙ୍କ ସହ ଗଲ୍ଫ…
ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ: ୨ଗୁରୁତର
ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ କଲେଙ୍ଗବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ଲିକୁ ପ୍ରଧାନ ଏବଂ ରଞ୍ଜନ ପ୍ରଧାନ।…
ପାକିସ୍ତାନ ଗସ୍ତ କରିବାକୁ ଚାହୁଁ ନାହାନ୍ତି ସିନିୟର ଶ୍ରୀଲଙ୍କା କ୍ରିକେଟର
କଲମ୍ବୋ,୩୦।୮: ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ପାକିସ୍ତାନ ଗସ୍ତରେ ଆସି ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ। ଏହି ସିରିଜ୍ରେ ଶ୍ରୀଲଙ୍କାର ସିନିୟର କ୍ରିକେଟର ଅଂଶଗ୍ରହଣ କରିବାକୁ ଚାହୁଁ ନାହାନ୍ତି। ଏ ନେଇ ପାକିସ୍ତାନର…
କଶ୍ମୀରରେ ଅଛନ୍ତି ଉର୍ମିଳା ମାତୋଣ୍ଡକରଙ୍କ ଶାଶୁ-ଶ୍ୱଶୁର, ୨୨ଦିନ ହେଲା ସମ୍ପର୍କ ନାହିଁ, ଚିନ୍ତାରେ ପରିବାର
ନୂଆଦିଲ୍ଲୀ,୩୦।୮:ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ପରିବାର ଜମ୍ମୁ-କଶ୍ମୀରରେ ଫଶିଯାଇଛନ୍ତି। ଦୀର୍ଘ ୨୨ଦିନ ହେବ ଶାଶୁ-ଶ୍ୱଶୂରଙ୍କ ସହ ସମ୍ପର୍କ ନାହିଁ ବୋଲି କହିଛନ୍ତି ଉର୍ମିଳା। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ…
ଚଳନ୍ତା ଟ୍ରେନରେ ଫସିଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ
ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ ଓ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ। ସେହି ସମୟରେ ଜଣେ କନଷ୍ଟେବଳ ତାଙ୍କୁ ମରଣ ମୁହଁରୁ…

