Home Left

ପୁଣି ଆରମ୍ଭ ହେଲା ଉଚ୍ଛେଦ : ବଣିଆପଟିରେ ଭଙ୍ଗାଗଲା ୫ ଦୋକାନ, ଆଜି ପହଞ୍ଚିବେ ପହଞ୍ଚିବେ ଆମିକସ୍‌ କ୍ୟୁରି, ପରଖିବେ ସ୍ଥିତି

ପୁରୀ ଅଫିସ,୬।୯: ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ଦୁଇଦିନ ଛୁଟି ଓ ଦୁଇଦିନ ଛକାପଞ୍ଝା ଭିତରେ ଏହି ଅଭିଯାନ ବନ୍ଦ ରହିଥିଲା। ଗୁରୁବାର ଏମାର ମଠ ପରିସରସ୍ଥ ବଣିଆପଟିରେ ଥିବା ୫ଟି ଦୋକାନ ଭଙ୍ଗାଯାଇଛି। ଏହାକୁ ନେଇ…

ପାଠ୍ୟକ୍ରମରେ ସାମିଲ ହେବ କଠିନ ବର୍ଜ୍ୟ ପରିଚାଳନା

ଭୁବନେଶ୍ୱର,୬।୯(ବ୍ୟୁରୋ) : ପ୍ରତି ୱାର୍ଡ, ବାସଗୃହରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା ସୃଷ୍ଟି ସହ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଗୁରୁବାର ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ…

ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ ଏବଂ ଆମେରିକା ଦୂତାବାସ ନିକଟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁ ସେଠାରେ ଥିବା…

୫୫୦୦ କୋଟିର ଆକାଶ ମିସାଇଲ ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୬-୯:ପାକିସ୍ତାନ ଓ ଚାଇନା ସୀମାରେ ମୁତୟନ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ନିକଟରେ ବାୟୁସେନା ପାଇଁ ୫୫୦୦ କୋଟି ଟଙ୍କାର ଏହି…

ଫ୍ଲାଟ୍‌ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ : ବିଲଡର୍‌ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ):ରାଜଧାନୀରେ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଫ୍ଲାଟ୍‌ ଯୋଗାଇ ଦେବା ଆଳରେ ୨ କୋଟି ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବିଲଡର୍‌ଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଗିରଫ ବିଲଡର୍‌ ଜଣଙ୍କ ହେଲେ ଶୁଭାଦିତ୍ୟ ପ୍ରାଇଭେଟ୍‌ ଆଣ୍ଡ୍‌ ଲିମିଟେଡ୍‌ କମ୍ପାନୀର…

ଜମ୍ମୁ-କଶ୍ମୀର ଆଇଡି ଦେଖାଇଲେ ୩୭୦ ଟଙ୍କା ରିହାତି

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଜଣାଶୁଣା ହୋଟେଲ ଆର୍ଡୋର ୨.୧ କଶ୍ମୀରୀଙ୍କ ପାଇଁ ‘ଆର୍ଟିକିଲ ୩୭୦’ ଥାଳି ବ୍ୟବସ୍ଥା କରିଛି। ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ପରିଚୟପତ୍ର…

ଐତିହ୍ୟ ଶିଶୁପାଳଗଡ଼ କାଟି କଲେ ରାସ୍ତା

ପୁରୁଣା ଭୁବନେଶ୍ୱର,୬।୯(ଡି.ଏନ.ଏ.) : ଏକଦା ଐତିହ୍ୟ ଶିଶୁପାଳଗଡ ଏ୫୬୨. ୬୦୦ ଡିସିମିଲରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ଥିବାବେଳେ ଏବେ ମାତ୍ର ଏ.୦.୭୭୭ ଡିସିମିଲରେ ଏହା ରହିଛି। ସମ୍ପ୍ରତି ଶିଶୁପାଳଗଡରେ ମହାଭୋଇ ଶାସନ, ଶିଶୁପାଳ, ବଡଧାନପୁର, ଏଭଳି କେତେଗୋଟି ମୌଜାକୁ ସଂରକ୍ଷଣ ନିମନ୍ତେ…

ଚାଇନାର ପୂର୍ବତନ ଯବାନଙ୍କୁ ଭାରତ ଆସିବାକୁ ଭିଜା ମିଳିଲା

ଭୋପାଳ,୬-୯(ପି.ଟି.): ଚାଇନାର ଜଣେ ପୂର୍ବତନ ଯବାନ ଓ୍ବାଙ୍ଗ୍‌ ଚାଙ୍ଗ୍‌ କି(୮୦)ଙ୍କୁ ଭାରତ ଫେରିବା ଲାଗି ଭିଜା ମିଳିଛି। ୧୯୭୪ରେ ସେ ମଧ୍ୟପ୍ରଦେଶରେ ବିବାହ କରି ୨୦୧୭ରେ ଚାଇନା ଫେରିଯାଇଥିଲେ। ଭାରତ ଫେରି ନିଜର ସ୍ତ୍ରୀ, ପିଲାଙ୍କୁ ଦେଖିବା ଲାଗି ତାଙ୍କୁ ଭିଜା…

ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ:ଆମେରିକା କଟକଣା ପ୍ରଭାବହୀନ

ଭ୍ଲାଡିଭୋଷ୍ଟକ୍‌,୬-୯ (ପି.ଟି.):ଭାରତ-ରୁଷିଆ ସମ୍ପର୍କରେ ଆମେରିକା କଟକଣା ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବଢ଼ୁଥିବା ସହଯୋଗ ପ୍ରଭାବିତ ହେବନାହିଁ। ରୁଷିଆ ଦୂରପ୍ରାଚ୍ୟର ବିକାଶ ପାଇଁ ଭାରତ ୧୦୦ କୋଟି…

ଏନ୍‌ଆର୍‌ସି ସଂଯୋଜକଙ୍କ ନାଁରେ ମାମଲା

ଗୁଆହାଟୀ,୬-୯(ପି.ଟି.):ଆସାମରେ ଏନ୍‌ଆର୍‌ସି(ଜାତୀୟ ନାଗରିକ ପଞ୍ଜିକା) କାର୍ଯ୍ୟରେ ନିୟୋଜିତ ସଂଯୋଜକ ପ୍ରତୀକ ହାଜେଲାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତିରେ ସେ ଜାଲିଆତି କରିଥିବା ନେଇ ଅଭିଯୋଗ ହେବା ପରେ ‘ଅଲ୍‌ ଅସମ ଗୋରିୟା-ମୋରିୟା ଯୁବ ସଙ୍ଗଠନ’ ପକ୍ଷରୁ…

ଟ୍ରକ୍‌ ଡ୍ରାଇଭରଙ୍କୁ ବି ହେଲ୍‌ମେଟ୍‌ ଜରିମାନା

ଖୋର୍ଦ୍ଧା ଅଫିସ,୬।୯: ବିନା ହେଲ୍‌ମେଟ୍‌ରେ ଟ୍ରକ୍‌ ଚଳାଉଥିବାରୁ ଖୋର୍ଦ୍ଧାରେ ଜଣେ ଡ୍ରାଇଭରଙ୍କ ଉପରେ ଜରିମାନା ହୋଇଛି। ଡ୍ରାଇଭର ଜଣକ ପଶ୍ଚିମବଙ୍ଗରୁ ଟ୍ରକ୍‌ରେ ଟମାଟୋ ଧରି ଆସିଥିଲେ। ୯ ନିୟମ ଉଲ୍ଲଂଘନ ବାବଦକୁ ମୋଟ ୩୫ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି।…

୭ରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରୟାନ-୨: ୧୧ ବର୍ଷ ତଳର କାମ ସମ୍ପୂର୍ଣ୍ଣ କରିବ

ନୂଆଦିଲ୍ଲୀ,୬-୯(ପି.ଟି.): ୨୦୦୮-୦୯ରେ ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ୧୧ ବର୍ଷ ପରେ ପୂରା କରିବା ଲାଗି ଚନ୍ଦ୍ରୟାନ-୨ର ଅଭିଯାନ ଜାରି ରହିଛି। ଚନ୍ଦ୍ରରେ ଲୋକଙ୍କ ଉପସ୍ଥିତି ଲାଗି ଚନ୍ଦ୍ରୟାନ-୨ ବିଶେଷ ସହାୟତା କରିବ ବୋଲି ମହାକାଶଚାରୀମାନେ ପ୍ରକାଶ କରିଛନ୍ତି। ଇସ୍ରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?