କାଲି ରାଖୀପୂର୍ଣ୍ଣିମା: ଏହି ଶୁଭ ମୁହୂର୍ତ୍ତରେ ଭାଇ ହାତରେ ବାନ୍ଧନ୍ତୁ ରାଖୀ…ଜାଣନ୍ତୁ ବିଧି ସମେତ ସମସ୍ତ ଜରୁରୀ କଥା…
ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ରାଖୀପୂର୍ଣ୍ଣିମା ପର୍ବ ଆସନ୍ତାକାଲି ଅର୍ଥାତ ୯ ଅଗଷ୍ଟ ୨୦୨୫ରେ ବହୁ ଉତ୍ସାହ ଓ ଧୁମଧାମରେ ପାଳନ କରାଯିବ। ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ…
ସିଏସ୍କେରୁ ଅଲଗା ହୋଇପାରନ୍ତି ରବିଚନ୍ଦ୍ରନ ଅଶ୍ୱିନ
ଚେନ୍ନାଇ,୮ା୮: ଭାରତୀୟ ସିନିୟର ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଖେଳାଳିଙ୍କ ରିଟେନଶନ ତାଲିକା ପ୍ରକାଶ କରିବା ଲାଗି ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବାକି…
ଚାଇନା ସହ ମିଶି ଭାରତ କରୁଛି ବଡ଼ ଷଡଯନ୍ତ୍ର! ହେବ କାଉଣ୍ଟର ଆଟାକ୍…
ବେଜିଂ,୮।୮: ଚାଇନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗାମୀ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ପାଇଁ ସୱାଗତ କରିଛି। ଏହି ସମ୍ମିଳନୀ ଚୀନର ତିଆନଜିନ ସହରରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚୀନର ବୈଦେଶିକ ମନ୍ତ୍ରଣାଳୟର…
ବର୍ଷାରେ ଛତା ଧରି ଅପେକ୍ଷା କଲେ ଛାତ୍ରୀଛାତ୍ର: ବହୁ ବିଳମ୍ବରେ ଖୋଲିଲା ମୁଖ୍ୟ ଫାଟକ ପରେ….
ଦାରିଙ୍ଗବାଡି, ୮।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଶୁକ୍ରବାର ସକାଳ ସମୟରେ ବର୍ଷା ଲାଗିରହିଥିଲା ।ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।ଏହି ଭଳି ସ୍ଥିତିରେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସରକାରୀ ଉନ୍ନିତ…
ଟାରିଫର ପ୍ରଭାବ: ଆମେରିକାରେ ପନିର ତିଆରି କରିବ ଅମୂଲ
ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୮: ଆମେରିକା ଦ୍ୱାରା ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ଦ୍ୱାରା ଅନେକ ଭୟଙ୍କର ପରିଣାମ ହୋଇପାରେ। ଏବେ ଏପରି ଆଲୋଚନା ମଧ୍ୟ ହେଉଛି ଯେ ଭାରତୀୟ କମ୍ପାନୀଗୁଡ଼ିକ ବିଦେଶରେ ସେମାନଙ୍କର ଉତ୍ପାଦନ ସ୍ଥାପନ କରିବାକୁ ଯୋଜନା…
ଯୁବତୀ ଜୀଅନ୍ତା ଜଳିଯିବା ଘଟଣା: ଅଟକ ପୁରୁଷ ବନ୍ଧୁଙ୍କ ମା’ ଭଉଣୀ ଆଣିଲେ ସାଙ୍ଘାତିକ ଅଭିଯୋଗ
ପଟ୍ଟାମୁଣ୍ଡାଇ,୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ମୁହିଁ ଖୋଲିଛନ୍ତି ଅଟକ ପୁରୁଷ ବନ୍ଧୁଙ୍କ ମା’ ଏବଂ ଭଉଣୀ। ପୁଅକୁ ଫସାଇ ଦିଆଯାଇଥିବା ଅଟକ ଯୁବକଙ୍କ ମା’ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଉଭୟପୁଅ-ଝିଅ ପରସ୍ପରକୁ ଭଲ ପାଉଥିଲେ। ଏହି…
ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ସାଂଘାତିକ ଖୁଲାସା କଲେ ଆମେରିକା ବୈଦେଶିକ ମନ୍ତ୍ରୀ: ଟ୍ରମ୍ପ କରିଥିଲେ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଦାବି ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ଦାବି କରିଛନ୍ତି। ରୁବିଓ ଦାବି କରିଛନ୍ତି, ଯେତେବେଳେ ଭାରତ ଏବଂ…
ସର୍ବାଧିକ ପାକିସ୍ତାନୀ ନାଗରିକଙ୍କୁ ସାଉଦି ଆରବରେ ଦିଆଯାଇଛି ଫାଶୀ! ଚମକାଇ ଦେଉଛି ସଂଖ୍ୟା
ରିୟାଦ,୮।୮: ସାଉଦି ଆରବରେ ମୃତ୍ୟୁଦଣ୍ଡ ରୋକିବାର ଦାବି ଏବେ ଫମ୍ପା ପ୍ରମାଣିତ ହେଉଛି। ଯଦିଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ୨୦୨୨ ମସିହାରେ କହିଥିଲେ ଯେ ବର୍ତ୍ତମାନ କେବଳ ସେହି ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବ ଯାହା ସ୍ପଷ୍ଟ ଭାବରେ କୁରାନରେ…
କିଏ ନେବେ ଧନକରଙ୍କ ସ୍ଥାନ? ଚର୍ଚ୍ଚାରେ ଜାଟ ନେତାଙ୍କ ନାମ, ରାଜନୀତି ହେଲାଣି ସରଗରମ
ନୂଆଦିଲ୍ଲୀ,୮।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫା ପରେ, ଦେଶରେ ନୂଆ ଉପରାଷ୍ଟ୍ରପତିଙ୍କ ସନ୍ଧାନ ଜୋରଦାର ହୋଇଛି। ନିର୍ବାଚନ କମିଶନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଲୋକ ସଭା ଏବଂ ରାଜ୍ୟ ସଭାରେ NDAର ଶକ୍ତିକୁ ଦେଖିଲେ ସ୍ପଷ୍ଟ ଯେ ବିଜୟ ତାଙ୍କ…
ସାଲୱାର ଶୁଟ୍ ପିନ୍ଧି ସ୍ବାମୀଙ୍କ ସହ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ସ୍ତ୍ରୀ: ଏମିତି କିଛି ଘଟିଲା ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ,୮।୮: ରାଜଧାନୀ ଦିଲ୍ଲୀରେ ସାଲୱାର ଶୁଟ ପିନ୍ଧିଥିବା ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଯୋଗୁ ରେଷ୍ଟୁରାଣ୍ଟକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ତାଙ୍କ ସ୍ବାମୀ ମଧ୍ୟ ପ୍ୟାଣ୍ଟ ଏବଂ ଟି-ଶର୍ଟ ପିନ୍ଧିଥିଲେ, ଯାହାକୁ ଦେଖି ରେଷ୍ଟୁରାଣ୍ଟ କର୍ମଚାରୀମାନେ କହିଥିଲେ, ତୁମର…
ଥରୁର କହିଲେ କେମିତି ହେବ ଟାରିଫ ବିବାଦର ସମାଧାନ
ନୂଆଦିଲ୍ଲୀ,୮।୮: କଂଗ୍ରେସ ଏମପି ଶଶି ଥରୁର ଶୁକ୍ରବାର (୮ ଅଗଷ୍ଟ, ୨୦୨୫) କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଭାରତ ଏବଂ ଆମେରିକା ଆଲୋଚନା ମାଧ୍ୟମରେ ଶୁଳ୍କ ବିବାଦର ସମାଧାନ କରିବେ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ…
ମୋଦି କ୍ୟାବିନେଟ ବୈଠକରେ ବଡ଼ ଘୋଷଣା: ନିଆଗଲା ଏହି ୫ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୮।୮: ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ୫୨,୬୬୭ କୋଟି ଟଙ୍କାର ଏକ ପ୍ୟାକେଜ ମଞ୍ଜୁର କରିଛି, ଯାହା ଅଧୀନରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଶିକ୍ଷା, ଏଲପିଜି, ଭିତ୍ତିଭୂମି ଏବଂ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
Archives


