Home Left

ଗରମଶିରା କଡ଼େଇରେ ପଡି ପୂଜକ ଗୁରୁତର: ଶିଝିଗଲା ଅଧା ଶରୀର

ସାକ୍ଷୀଗୋପାଳ,୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):ଗରମଶିରା କଡ଼େଇରେ ପଡି ଜଣେ ପୂଜକ ଶୁକ୍ରବାର ଗୁରୁତର ହୋଇଛନ୍ତି। ସେ ହେଲେ ସଞ୍ଜୟ କୁମାର ପାଢ଼ୀ (୩୩)। ତାଙ୍କ ଘର ସତ୍ୟବାଦୀ ଥାନାର ଶ୍ରୀରାମଚନ୍ଦ୍ରପୁର ବଣିଆ ସାହିରେ। ଅପରାହ୍ନରେ ସେ ସାରୁଗଡିଆଛକରେ ଏକ ମିଠା…

୧୧ଶହରୁ ଊର୍ଦ୍ଧ୍ୱ ଭୋଟର ଥିବା ବୁଥ୍‌ ବିଭାଜନ ନେଇ ଆଲୋଚନା

ନୂଆପଡ଼ା,୮ା୮ (ମକାରୁ ବେମାଲ): ଭାରତର ନିର୍ବାଚନ ଆୟୋଗ ଓ ଓଡ଼ିଶା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

କାଲି ରାଜ୍ୟରେ ଅତି ପ୍ରବଳ ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୮।୮(ଅନୁରାଧା ମହାରଣା)- ରାଜ୍ୟରେ ଶନିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଜିଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ…

ପ୍ରସୂତି ସହ ନବଜାତକଙ୍କ ମୃତ୍ୟୁ ଘଟଣା: ନର୍ସିଂହୋମ ସିଲ୍‌ କଲା ଜିଲା ସ୍ବାସ୍ଥ୍ୟ ବିଭାଗ 

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ସାହାରା ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ବିଳମ୍ବିତ ସାରେ ଜଣେ ପ୍ରସୂତି ଏବଂ ନବଜାତକ ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ…

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ମାରିଦେଲେ, ୨ ଯୁବକଙ୍କୁ କୋର୍ଟ ଚାଲାଣ କଲା…

ଭବାନୀପାଟଣା,୮।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୌରପାଳିକା ଅଫିସ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତ୍ରିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଛୁରୀ ଭୂସି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଭବାନୀପାଟଣା ସହର…

ଭାରତ ଉପରେ ଲାଗିବନି ଟାରିଫ୍‌? ହେବାକୁ ଯାଉଛି ବଡ଼ ଭେଟ…

ନୂଆଦିଲ୍ଲୀ,୮।୮: ପାକିସ୍ତାନୀ ବିଶେଷଜ୍ଞ ମୁକ୍ତାଦର ଖାନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ 25 ପ୍ରତିଶତ ଜରିମାନା ଲାଗୁ କରିବାକୁ ଯାଉଛନ୍ତି, ସେ ତାହାକୁ ଭାରତ ଉପରେ ଲାଗୁ ନ କରିପାରନ୍ତି ଏବଂ 25 ପ୍ରତିଶତ ଶୁଳ୍କ ମଧ୍ୟ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଦେଶର ୫ ହାଇକୋର୍ଟରେ ୯ ବିଚାରପତିଙ୍କ ନିଯୁକ୍ତି, ଜାରି ହେଲା… 

ନୂଆଦିଲ୍ଲୀ,୮।୮: କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ର ପ୍ରଦେଶ, କୋଲକତା, ଦିଲ୍ଲୀ, ଛତିଶଗଡ଼ ଏବଂ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି କରିଛନ୍ତି। କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ନିଯୁକ୍ତି…

ସ୍ମୃତି ଇରାନୀଙ୍କ ଜଲଓ୍ବା: ଏପିସୋଡ୍‌ ପିଛା ଚାର୍ଜ କରୁଛନ୍ତି ଏତିକି ଟଙ୍କା, ବଡ଼ ବଡ଼ ଟେଲି ଅଭିନେତ୍ରୀ…

ମୁମ୍ବାଇ: ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଛୋଟ ପରଦାକୁ ପୁଣି ଫେରିଛନ୍ତି ଅଭିନେତ୍ରୀ ସ୍ମୃତି ଇରାନୀ। ଚର୍ଚ୍ଚିତ ଧାରାବାହିକ ‘କ୍ୟୁକି ସାସ୍‌ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନରେ ସେ ନଜର ଆସୁଛନ୍ତି। ପୁଣିଥରେ ‘ତୁଳସୀ’…

ସୁଭଦ୍ରା: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ତୃତୀୟ କିସ୍ତି, ଆସିଲା ନୂଆ ଲିଷ୍ଟ! ଜାଣନ୍ତୁ କେଉଁ ମହିଳାଙ୍କୁ କାଲି ମିଳିବ ଟଙ୍କା

ଭୁବନେଶ୍ୱର,୮।୮:  ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ଅଗଷ୍ଟ ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତୃତୀୟ କିସ୍ତି  ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହେବ। ଏହା…

ମାଉଜର ସହ ୨ ଗିରଫ

ଭଞ୍ଜନଗର,୮।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ଗୁରୁବାର ରାତିରେ ଘୋଗଡ ସଂରକ୍ଷିତ ଜଙ୍ଗଲ ରାସ୍ତାରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ଗୋଟିଏ ମାଉଜର, ୨ ଟି ଜୀବନ୍ତ ଗୁଳି, ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ…

ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ: ଘଟଣା ପଛରେ…

ଦାରିଙ୍ଗବାଡି,୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଥାନାରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ଯୁବକ ହେଲେ ଉକ୍ତ ଥାନା ଦନେକବାଡି ପଞ୍ଚାୟତ…

ସେଭିଲା ଷ୍ଟାଡିୟମ ଭଙ୍ଗାରୁଜା: ୪ ଅଭିଯୁକ୍ତ ଗିରଫ

ସେଭିଲ,୮ା୮: ଗତ ମେ’ ମାସରେ ସେଲ୍ଟା ଭିଗୋଠାରୁ ପରାଜୟ ପରେ ସେଭିଲା କ୍ଲବର ଟ୍ରେନିଂ ଗ୍ରାଉଣ୍ଡରେ ହୋଇଥିବା ଭଙ୍ଗାରୁଜା ଘଟଣା ଲାଗି ଶୁକ୍ରବାର ୪ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍‌ରେ ପରାଜୟ ଯୋଗୁ ଖେଳାଳିମାନେ ସୁରକ୍ଷାଜନିତ କାରଣରୁ ପୂରା ରାତି କମ୍ପ୍ଲେକ୍ସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri