ରାଜୁ ହନ୍ତାଳ ହତ୍ୟା ଘଟଣା: ପାପରମେଟଲାରେ ପୁଣି ଉତ୍ତେଜନା: ୧୪୪ ଧାରା ଜାରି
ମାଲକାନଗିରି,୨୦ା୯(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଜନ୍ତାପାଇରେ ରାଜୁ ହନ୍ତାଳ ହତ୍ୟା ମାମଲା ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରି ପାପରମେଟଲା ନିକଟରେ ଶତାଧିକ ଲୋକ ଏକାଠି ହୋଇଛନ୍ତି। । ଅପ୍ରୀତିକର ପରିସ୍ଥିତକୁ…
ପଶୁପତିନାଥ ମନ୍ଦିରରେ ଭୟ ସୃଷ୍ଟିକଲା ଅଜଣା ବସ୍ତୁ
କାଠମାଣ୍ଡୁ,୨୦।୯:ନେପାଳର କାଠମାଣ୍ଡୁଠାରେ ଥିବା ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶୁକ୍ରବାର କିଛି ଅଜଣା ବସ୍ତୁ ଦେଖିବାକୁ ମିଳିଛି। ଏହାପରେ ମନ୍ଦିର ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ତେବେ ଖବର ପାଇ ନେପାଳ ସେନା ଓ ନେପାଳ ପୋଲିସ ପହଞ୍ଚି…
ସ୍କୁଲରେ ପଶିଲା ପାଣି ରାସ୍ତାକଡରେ ପାଠପଢିଲେ ପିଲା
ପାଟନା,୨୦।୯: ବିହାରର ରାଜଧାନୀ ପାଟନାର ଏକ ସରକାରୀ ସ୍କୁଲରେ ପାଣି ପଶିଯିବାରୁ ପିଲାମାନଙ୍କର ପାଠ ପଢାରେ ନାନା ଅସୁବିଧା ଦେଖାଯାଇଛି। ଏମିତିକି ପିଲାମାନେ ରାସ୍ତା କଡରେ ଥିବା ଫୁଟ୍ପାଥ ଉପରେ ବସି ପାଠ ପଢୁଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ…
ଫ୍ରିଜ୍ରେ ବଟର୍ ରଖୁଛନ୍ତି କି…
ଖାଦ୍ୟରେ ବଟର୍ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍ରେ ରଖି ଦେଇଥାଉ। କିନ୍ତୁ ବଟରକୁ ଫ୍ରିଜ୍ରେ ରଖି ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ,…
ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା
ମୁମ୍ବାଇ: ବଲିଉଡ୍ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ ଖୋଲି ନାଚୁଥିବା ଦେଖିବାକୁ ମିଳିଛି। ପ୍ରକୃତ ଘଟଣା ହେଲା ନିକଟରେ ଗୋବିନ୍ଦାଙ୍କ ଝିଅ ଟିନା…
ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ
ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଭାଜପା ସହ ଜେଡିୟୁର ସମ୍ପର୍କ ଭଲ ରହିଛି। ଆଗାମୀ ନିର୍ବାଚନରେ ଏମାନେ ଏକାଠି ଲଢିବା…
ଥାଇରଏଡ୍ ସମସ୍ୟା ଥିଲେ ଖାଆନ୍ତୁ ଏସବୁ
ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍ ମାତ୍ରା କମ୍ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା ବଂଶାନୁଗତ ମଧ୍ୟ ହୋଇପାରେ। ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କଠାରେ ଥାଇରଏଡ୍ ସମସ୍ୟା ଅଧିକ ଦେଖା ଦେଇଥାଏ।…
ଏହି ଦେଶରେ ରହିଛି ସମୁଦ୍ର ମନ୍ଥନରେ ମିଳିଥିବା ଅମୃତ କଳସ
ଇଣ୍ଡୋସେନିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି। କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ ରହିଛି ଯାହା ଭିତରେ ଥିବା ଦ୍ରବ୍ୟ ହଜାର ହଜାର ବର୍ଷ ହେବ ରହିଥିଲେ ବି…
ଘର ବାହୁଡା ହୋଇପାରନ୍ତି ଶିବପାଲ
ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍ପି)କୁ ଫେରିପାରନ୍ତି। କାରଣ ଅଖିଳେଶ ଖୋଲାଖୋଲି ଭାବେ କହିଛନ୍ତି କି ଦଳର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା…
ଅଣ୍ଡରଓ୍ବାଟର ସେଲ୍ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର ସେଲ୍ଫି ନେଇ ଏହାର ରୂପ ରଙ୍ଗ ବଦଳି ଗଲା। ଖାଲି ରୂପ ରଙ୍ଗ ବଦଳିନି,…
ପ୍ରଥମ ଭାରତୀୟ ପଙ୍ଘାଲ
ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ କାଜାଖସ୍ତାନର ସାକେନ ବିବୋସିନୋଭଙ୍କୁ ହରାଇ ଦେଇଛନ୍ତି। ଦ୍ୱିତୀୟ ସିଡ୍ ପଙ୍ଘାଲ ୩-୨ ବ୍ୟବଧାନରେ…
ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା
ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍ ପିନ୍ଧିଥିଲେ। ନିଜ ଗ୍ଲାମରସ୍ ଲୁକ୍ର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ଏହି…

