ବାପାଙ୍କ ମୃତ୍ୟୁର ୮ ଦିନ ପରେ ମିଳିଲା ପୁଅର ମୃତଦେହ, ଶୋକାକୁଳ ପରିବେଶରେ ଫାଟି ପଡୁଛି ଗାଁ ଦାଣ୍ଡ
ପୁରୁଷୋତ୍ତମପୁର,୯ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଅନ୍ତର୍ଗତ କୁମାରୀରେ ଏକ ଦୁଃଖଦ ଘଟଣା ଘଟିଛି। ବାପାଙ୍କ ମୃତ୍ୟୁର ୮ ଦିନ ପରେ ଶନିବାର ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରୁ ଦିବ୍ୟାଙ୍ଗ ପୁଅର ପଚାସଢ଼ା ମୃତଦେହ ମିଳିଛି। ମୃତ ଯୁବକ ହେଲେ…
ଭାଇଚାରାର ବାର୍ତ୍ତା ବାଣ୍ଟିଲା ଆର୍ଏସ୍ଏସ୍, ନିଆରା ଢଙ୍ଗରେ ରାଖୀ ବାନ୍ଧି…
ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): ଭଉଣୀ-ଭାଇଙ୍କ ପବିତ୍ର ବନ୍ଧନର ସାକ୍ଷୀ ହେଉଛି ରାଖୀ। ଶନିବାର ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସବମୁଖର ହୋଇଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ ଦାରିଙ୍ଗବାଡ଼ି। ଏହି ଅଞ୍ଚଳରେ ଏହି ପବିତ୍ର ବନ୍ଧନ କାର୍ଯ୍ୟକ୍ରମକୁ ଧୂମ୍ଧାମରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଶିଶୁ…
ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଅଘଟଣ, ରାଜଧାନୀରେ ପ୍ରବଳ ବର୍ଷା ସାଜିଲା କାଳ ୮ ଲୋକଙ୍କ ଜୀବନ ଗଲା
ନୂଆଦିଲ୍ଲୀ,୯।୮: ରାଜଧାନୀ ଦିଲ୍ଲୀର ହରିନଗରରେ ଶନିବାର ବର୍ଷା ସମୟରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁ ବଡ଼ ଦୁର୍ଘଟଣା ଘଟିଛି। ଜୈତପୁର ଥାନା ଅନ୍ତର୍ଗତ ହରିନଗରର ବାବା ମୋହନ ରାମ ମନ୍ଦିର ନିକଟରେ ଥିବା ସମାଧି ସ୍ଥଳର କାନ୍ଥ ଭୁଶୁଡ଼ି ପଡ଼ିଛି।…
କୁନି କୁନି ପିଲାଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୋଦି
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ବାସଭବନରେ ରକ୍ଷା ବନ୍ଧନ ପାଳନ କରିଥିଲେ। ସ୍କୁଲ ପିଲାମାନେ ଏବଂ ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମା କୁମାରୀଙ୍କ ସଦସ୍ୟମାନେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପାରମ୍ପରିକ…
ଶହବାଜ ସରିଫ-ଅସୀମ ମୁନିରଙ୍କ ପୋଲ୍ ଖୋଲିଲେ ଭାରତୀୟ ସେନା ମୁଖ୍ୟ
ନୂଆଦିଲ୍ଲୀ,୯।୮: ଅପରେଶନ ସିନ୍ଦୂର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ନଷ୍ଟ କରାଯାଇଥିଲା। ଏହା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ବେଙ୍ଗାଲୁରୁରେ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପାଞ୍ଚଟି ଲଢ଼ୁଆ ବିମାନ ସହିତ ଏକ…
ବିଶ୍ୱ ଆଦିବାସୀ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ, ହଜି ଯାଉଥିବା ପାରମ୍ପରିକ ଚଳଣିକୁ…
ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସକୁ ଧୂମ୍ଧାମରେ ପାଳନ କରାଯାଇଛି। ସମିତିର ସଭାପତି କରୁଣାକର ପ୍ରଧାନଙ୍କ ନେତୃତ୍ୱରେ ଏହି ଦିବସ ପାଳନ ଅବସରରେ ଆଦିବାସୀଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ…
ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ! ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ, ୯।୮: ସମ୍ପ୍ରତି କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ATMରୁ ଖୁବ ଶୀଘ୍ର ୫୦୦ ଟଙ୍କିଆ ନୋଟ ବାହାରିବା ବନ୍ଦ ହୋଇଯିବ। ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛି।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମସ୍ତ ବ୍ୟାଙ୍କକୁ ୨୦୨୫…
ଶ୍ରୀକୃଷ୍ଣ ଶରଣପୁର ଶାସନରେ ନିଆରା ଢଙ୍ଗରେ ଗହ୍ମାପୂର୍ଣ୍ଣିମା
ଖଲ୍ଲିକୋଟ,୯ା୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଶାସନରେ କୃଷିଭିତ୍ତିକ ପର୍ବ ଗହ୍ମାପୂର୍ଣ୍ଣିମା ଓ ଗୋପୂଜନ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ୮୦ ବର୍ଷରୁ ଊଦ୍ଧର୍ବ ବୟସ୍କଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ…
ଭାରତ ଭଳି ଜବାବ ଦେଲା ଚାଇନା, ରୁଷିଆ ତେଲକୁ ନେଇ କହିଲା ଏମିତି କଥା
ବେଜିଂ,୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଥମେ ଭାରତ ଉପରେ ମୋଟ ୫୦ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଥିଲେ ଏବଂ ପରେ ଚାଇନା ଉପରେ ମଧ୍ୟ ଦଣ୍ଡ…
ରାଜଧାନୀରେ ଅଘଟଣ: ହଠାତ୍ ଭୁଶୁଡ଼ିଲା ୧୦୦ ଫୁଟ ଲମ୍ବା କାନ୍ଥ, ୭ ମୃତ
ନୂଆଦିଲ୍ଲୀ,୯।୮: ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ସମାଧି ସ୍ଥଳର ପ୍ରାୟ ୧୦୦ ଫୁଟ ଲମ୍ବା କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ନିକଟରେ ଥିବା ଅନେକ ବସ୍ତି ଏହାର କବଜାକୁ…
ଗର୍ଜିଲେ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି…
‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ମୁଖ୍ୟମନ୍ତ୍ରୀ କହିଲେ, ନାରୀକୁ ସ୍ବାବଲମ୍ବୀ କରିବା ପାଇଁ…
ଭୁବନେଶ୍ୱର,୯।୮: ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ କରିଛନ୍ତି। ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା। ଗୋଟିଏ ବଟନ୍ ଚିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପଠାଇଛୁ। ନାରୀକୁ ସ୍ବାବଲମ୍ବୀ କରିବା…
Archives


