୧୩ କୋଟିର ଖେଳାଳିଙ୍କୁ ବାଦ୍ ଦେବ BCCI! ସାମ୍ନାକୁ ଆସିଲା ବଡ଼ କାରଣ
ନୂଆଦିଲ୍ଲୀ,୧୬।୮: ଏସିଆ କପ ୨୦୨୫କୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ହେଲେ ତାହା ପୂର୍ବରୁ ଭାରତୀୟ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ମନରେ ଏକମାତ୍ର…
ଟ୍ରମ୍ପଙ୍କ ସହ କଥା ହେବା ପରେ ଏମିତି ଦାବି ରଖିଲେ ୟୁକ୍ରେନ ରାଷ୍ଟ୍ରପତି
ଓ୍ବାଶିଂଟନ/କ୍ୱିଭ,୧୬।୮: ଆଲାସ୍କା ଶିଖର ସମ୍ମିଳନୀ ଶେଷ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଟ୍ରମ୍ପଙ୍କ ସହ କଥା ହେବା ପରେ, ଜେଲେନ୍ସକି ଅନ୍ୟ ଅନେକ ୟୁରୋପୀୟ ନେତାଙ୍କ…
ବିଡିଓଙ୍କ ଆଖିରେ ଲୁହ
ବୋଲଗଡ଼,୧୬।୮: ବିଡିଓଙ୍କ ଆଖିରେ ଲୁହ। ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାଇତ୍ୱରେ ଥିବା ବିଜୟ କୁମାର ସେଠୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ବିଡିଓ ଆରିକମା କୋଶଳାଶୁଣୀ ନିକଟରେ ଥିବା ବୃଦ୍ଧାଶ୍ରମ ଯାଇଥିଲେ। ସେଠାରେ ଜଣେ ବୃଦ୍ଧଙ୍କ ସହ କଥା ହୋଇଥିଲେ।…
ମୃତଦେହ ଗଣୁଛନ୍ତି ମୁନିରଙ୍କ ସେନା, ପ୍ରଥମେ ଏୟାରପୋର୍ଟ ପରେ ଫାଇଟର ଜେଟ ଆଉ ଏବେ…
ଇସଲାମାବାଦ/ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଏବେ ବି ଭାରତର ଅପରେଶନ ସିନ୍ଦୂରର କ୍ଷତରେ ପୀଡିତ। ଏବେ ପାକିସ୍ତାନ ସ୍ବୀକାର କରିଛି ଯେ ୯-୧୦ ମେ’ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଏହାର ଭାରୀ କ୍ଷତି ହୋଇଛି। ଗଣମାଧ୍ୟମ କହିଛନ୍ତି ଯେ ଭାରତୀୟ ସେନାର ଏହି ଆକ୍ରମଣରେ…
କିରିକୁଟିରେ ସପ୍ତାହେ ହେଲା ବିଏସ୍ଏନ୍ଏଲ୍ ସେବା ଅଚଳ: ଉପଭୋକ୍ତା ହଟହଟା
ଦାରିଙ୍ଗବାଡ଼ି,୧୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବାରମ୍ବାର ମୋବାଇଲ ସେବା ପୂରା ବନ୍ଦ ହୋଇପଡୁଛି। ଫଳରେ ଉପଭୋକ୍ତାମାନେ ହଟହଟା ହେଉଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ସମୟ ଧରି ଅଚଳ ହୋଇପଡୁଥିବା ବେଳେ ଏବେ…
ନନ୍ଦୋତ୍ସବରେ ବଡ଼ ଅଘଟଣ, ଦହି ହାଣ୍ଡି ଭାଙ୍ଗିବା ବେଳେ ୩୨ ବର୍ଷିୟ ‘ଗୋବିନ୍ଦ’ଙ୍କ ମୃତ୍ୟୁ, ୩୦ ଆହତ
ମୁମ୍ବାଇ,୧୬୧।୮: ମୁମ୍ବାଇରେ ଦହି ହାଣ୍ଡି ମହୋତ୍ସବ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାନଖୁର୍ଦ ଅଞ୍ଚଳର ମହାରାଷ୍ଟ୍ର ନଗରରେ ରଶି ବାନ୍ଧୁଥିବା ସମୟରେ, ୩୨ ବର୍ଷୀୟ ଗୋବିନ୍ଦ ଜଗମୋହନ ଶିବକିରଣ ଚୌଧୁରୀ ତଳେ ପଡ଼ଯାଇଥିଲେ। ଏହାପରେ ତାଙ୍କୁ ଶତାବ୍ଦୀ ହସ୍ପିଟାଲକୁ ପଠାଯାଇଥିଲା,…
ଟ୍ରମ୍ପ-ପୁଟିନଙ୍କ ଆଲୋଚନାକୁ ନେଇ ଆସିଲା ଭାରତର ପ୍ରଥମ ପ୍ରତିକ୍ରିୟା, ବୈଦେଶିକ ମନ୍ତ୍ରଣାଳୟ କହିଲା ଆଲୋଚନା ଆଉ କୂଟନୀତି ଦ୍ୱାରା…
ନୂଆଦିଲ୍ଲୀ,୧୬।୮: ଆଲାସ୍କାରେ ଶୁକ୍ରବାର (୧୫ ଅଗଷ୍ଟ, ୨୦୨୫) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ସମ୍ମିଳନୀକୁ ଭାରତ ସ୍ବାଗତ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ…
ବିଜାଘାଟି ରାସ୍ତାରେ ଖସିଲା ପଡିଲା ମାଟି ଅତଡ଼ା : ଯାତାୟତ…
କୋରାପୁଟ,୧୬।୮(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଶନିବାର ସକାଳେ ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସି ଦାମନଯୋଡି ନାରାୟଣପାଟଣା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି। ଶନିବାର ସକାଳେ ବିଜାଘାଟି…
8th Pay Commission କୁ ନେଇ ଆସିଲା ବଡ଼ ଖବର, ଏହିଦିନ ସରକାରୀ କର୍ମଚାରୀଙ୍କୁ ମିଳିବ…
ନୂଆଦିଲ୍ଲୀ,୧୬।୮: ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବାର ପ୍ରାୟ ସାତ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀ ଏହି କମିଶନ କେବେ…
ଶୁଭାଂଶୁଙ୍କ ଘର ବାହୁଡା, ଭାରତ ପହଞ୍ଚି ଭେଟିବେ ମୋଦିଙ୍କୁ!
ନୂଆଦିଲ୍ଲୀ,୧୬।୮: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ବଦେଶ ଆସୁଛନ୍ତି। ସେ ଦେଶକୁ ଆସିବାକୁ ଏକ ବିମାନରେ ଚଢ଼ିଛନ୍ତି। ଶୁଭାଂଶୁ ଖୁବ ଶୀଘ୍ର ଭାରତରେ ପାଦ ଦେବାକୁ ଯାଉଛନ୍ତି। ଆମେରିକା ଛାଡିବା ପୂର୍ବରୁ, ସେ ଫ୍ଲାଇଟରେ ବସି ସୋସିଆଲ ମିଡିଆରେ ଏକ ପୋଷ୍ଟ…
୧୨ ମିନିଟ ପର୍ଯ୍ୟନ୍ତ ପ୍ରେସ କନଫରେନ୍ସରେ ବସିଲେ ଦୁଇ ଶକ୍ତିଶାଳୀ ଦେଶର ନେତା, ହେଲେ ଏମିତି କାମ କଲେ ସମସ୍ତେ ଚକିତ
ଓ୍ବାଶିଂଟନ,୧୬।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ଫଳାଫଳ ଶୂନ୍ୟ ଥିଲା। ଆଲାସ୍କାରେ, ଦୁଇ ନେତା ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ।…
ଜନ୍ମାଷ୍ଟମୀରେ ISKCON କିପରି ରୋଜଗାର କରେ? କେଉଁଠୁ ଆସେ ଏତେଟଙ୍କା…
ଆଜି କୃଷ୍ଣ ଜନ୍ମାଷ୍ଟମୀ। ହିନ୍ଦୁ ଧାର୍ମିକ ଗ୍ରନ୍ଥର ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଦେଶର ବଡ଼ ବଡ଼ କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଇସ୍କନ ମନ୍ଦିରଗୁଡ଼ିକରେ ଭଜନକୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ…
Archives


