Home Left

U19 World Cup: ଆମେରିକାକୁ ୬ ୱିକେଟରେ ହରାଇଲା ଭାରତ, ହେନିଲଙ୍କ ଘାତକ ବୋଲିଂ

ନୂଆଦିଲ୍ଲୀ,୧୫।୧: ୨୦୨୬ ଅଣ୍ଡର-୧୯ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆୟୁଷ ମ୍ହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆମେରିକା କୁ ୬ ୱିକେଟରେ ପରାସ୍ତ କରିଛି। ବୋଲିଂରେ ହେନିଲ ପଟେଲଙ୍କ ଘାତକ ପ୍ରଦର୍ଶନ ଏବଂ ବ୍ୟାଟିଂରେ…

ସନାତନଙ୍କ ନିଲମ୍ବନ ପରେ କେନ୍ଦୁଝରରେ ବଢ଼ିଲା…

କେନ୍ଦୁଝର,୧୫ା୧(ଦୀପକ ମିଶ୍ର): କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦଳରୁ ନିଲମ୍ବନ କରିଛନ୍ତି। ଖବର ପ୍ରଚାର ପରେ ଜିଲାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। କେନ୍ଦୁଝରରେ ମକର ସଂକ୍ରାନ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ…

ଭାରତ ପାଇଁ ବାଂଲାଦେଶ କ୍ରିକେଟରେ ହଇଚଇ: ଅଟକିଲା BPL ମ୍ୟାଚ୍, ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ତାଣ୍ଡବ

ନୂଆଦିଲ୍ଲୀ,୧୫।୧: ବାଂଲାଦେଶ କ୍ରିକେଟରେ ଏକ ବଡ଼ ଧରଣର ସଙ୍କଟ ଦେଖାଦେଇଛି। ‘ବାଂଲାଦେଶ ପ୍ରିମିୟର ଲିଗ୍’ (BPL) ୨୦୨୬ର ପ୍ରଥମ ମ୍ୟାଚ୍ ଖେଳାଳିଙ୍କ ବୟକଟ୍ ଯୋଗୁଁ ରଦ୍ଦ ହୋଇଯାଇଛି। ଏହାକୁ କେନ୍ଦ୍ର କରି ଢାକାସ୍ଥିତ ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମ ବାହାରେ ଉତ୍ତେଜନା ପ୍ରକାଶ…

ପୁଣେ ଗ୍ରାଣ୍ଡ ଟୁର୍‌ ରୋଡ୍‌ ରେସ୍‌: ଧୋନୀ ହେଲେ ବ୍ରାଣ୍ଡ ଆମ୍ବାସାଡ଼ର

ପୁଣେ, ୧୫ା୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗୁରୁବାର ବଜାଜ ପୁଣେ ଗ୍ରାଣ୍ଡ ଟୁର୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଦେଶରେ ପ୍ରଥମ ଥର ଏହି ୟୁସିଆଇ(ୟୁନିୟନ ସାଇକ୍ଲିଷ୍ଟ ଇଣ୍ଟରନ୍ୟାଶନାଲ) ୨.୨ କାଟେଗୋରୀ ମଲ୍‌ଟି ଷ୍ଟେଜ୍‌ ରୋଡ୍‌ ରେସ୍‌ ସାଇକ୍ଲିଂ…

ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ ହେବ

ଲାଞ୍ଜିଗଡ଼,୧୫ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତଠାରେ ଅନୁଷ୍ଠିତ ବୈଠକରେ ମା’ ହୀରାନୀଳା ନାମରେ ପଞ୍ଚାୟତସ୍ତରୀୟ କୃଷକ ବନ୍ଧୁ ସଙ୍ଗଠନ ଗଠନ କରାଯାଇଛି। ଚାଷୀଙ୍କ ଅଧିକାର ପାଇଁ ଏହି ସଙ୍ଗଠନ ଲଢେଇ କରିବ ବୋଲି କର୍ମକର୍ତ୍ତା ସୂଚନା…

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ବିଧାୟକ କହିଲେ କମ୍ପାନୀ ଅଛି…

ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ କୁଚେଇପଦର ଗ୍ରାମର ଲିଙ୍ଗରାଜ ମାଝିଙ୍କ ପୁଅ…

ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମ୍ବଲପୁର ରାଡାର, ଭୁବନେଶ୍ୱରରେ ଲାଗିବ…

ଭୁବନେଶ୍ୱର,୧୫ା୧: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର ପରେ ବାଲେଶ୍ୱର ଓ ଭୁବନେଶ୍ୱରରେ ନୂଆ ରାଡାର ଲାଗିବ। ବାଲେଶ୍ୱର ଏବଂ ଭୁବନେଶ୍ୱରରେ ୨୦୨୬…

ମଧ୍ୟବିତ୍ତ , କରଦାତାଙ୍କ ପାଇଁ ଖୁସିଖବର: ଏଥର ହେବାକୁ ଯାଉଛି ବଡ଼…

ନୂଆଦିଲ୍ଲୀ,୧୫।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧, ୨୦୨୬ରେ ତାଙ୍କର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଥିବାରୁ ବଜେଟ ୨୦୨୬ ବିଷୟରେ ଆଲୋଚନା ତୀବ୍ର ହୋଇଛି। ଗତ ବର୍ଷ ହୋଇଥିବା ବୈପ୍ଳବିକ ପରିବର୍ତ୍ତନ (ବଜେଟ ୨୦୨୫) ପରେ, ଏଥର ମଧ୍ୟ ମଧ୍ୟବିତ୍ତ…

ଧରିତ୍ରୀରେ ଖବର ପ୍ରକାଶ ପରେ ଖାଦ୍ୟ ସୁରକ୍ଷା ଟିମର ତତ୍ପରତା, ହୋଟେଲରେ ଚଢ଼ାଉ କରି…

ଗଞ୍ଜାମ(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଯାଞ୍ଚ ହେଉନି ଖାଦ୍ୟର ମାନ । ଅପମିଶ୍ରିତ ଏବଂ ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଗତ ୬ ତାରିଖରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା । ତେବେ…

ଚମତ୍କାର! ୪ ଦିନ ହେଲାଣି ହନୁମାନଙ୍କ ମୂର୍ତ୍ତିର ପରିକ୍ରମା କରି ଚାଲିଛି କୁକୁର, ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼; Video  

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୌର ଜିଲାର ନଗୀନା ଅଞ୍ଚଳର ନନ୍ଦପୁର ଖୁର୍ଦ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ପ୍ରାଚୀନ ସିଦ୍ଧପୀଠ ନନ୍ଦଲାଲ ଦେବତା ମନ୍ଦିର (ଯାହାକୁ ହନୁମାନ ମନ୍ଦିର ଭାବରେ ମଧ୍ୟ ଜଣାଯାଏ)ର ଏକ ଭିଡିଓ…

ଶ୍ୱଶୁରଘରେ ଜ୍ୱାଇଁପୁଅଙ୍କୁ ୧୫୮ ତିଅଣ ଚର୍ଚ୍ଚା, ଦେଖନ୍ତୁ ଭିଡିଓ…

ଗୁଣ୍ଟୁର,୧୫ା୧: ଆନ୍ଧ୍ରପ୍ରଦେଶର ପାରମ୍ପରିକ ପର୍ବ ‘ମକର ସଂକ୍ରାନ୍ତି’ ଚଳିତ ବର୍ଷ ଏକ ନିଆରା କାରଣ ପାଇଁ ଚର୍ଚ୍ଚାରେ ରହିଛି। ଗୁଣ୍ଟୁର ଜିଲା ତେନାଲି ସହରର ଏକ ପରିବାର ନିଜ ଜ୍ୱାଇଁଙ୍କ ପାଇଁ ଏକ ଅବିସ୍ମରଣୀୟ ଭୋଜିରେ ଆପାୟିତ କରିଛନ୍ତି। ଏଥିରେ ସମୁଦାୟ…

ରାଷ୍ଟ୍ରପତି ଭବନ ଯିବାକୁ ଖୁସବୁଙ୍କୁ ମିଳିଲା ନିମନ୍ତ୍ରଣ

ଝାରସୁଗୁଡା,୧୫ା୧(ଆଶିଷ ରଞ୍ଜନ ଦାଶ): ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ପ୍ରତିଷ୍ଠିତ ‘ଏଟ ହୋମ’ ସମ୍ମିଳନୀ ପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଗୁମାଡେରା ନିବାସୀ ବୁଧରାମ ଜୟପୁରିଆଙ୍କ ଝିଅ ଖୁସବୁ ଜୟପୁରିଆ ନିମନ୍ତ୍ରିତ ହୋଇଛନ୍ତି। ଖୁସବୁଙ୍କ ଏହି ଚୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?