ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ଚାଲିଗଲା ଜୀବନ
ନବରଙ୍ଗପୁର,୩।୬: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରମିକ ପାଇଖାନା ଟାଙ୍କି…
ଆଇପିଏଲ୍ ଫାଇନାଲରେ ବର୍ଷା ହେଲେ କ’ଣ ହେବ, ଜାଣନ୍ତୁ…
ଅହମଦାବାଦ,୩।୬: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ମେଗା ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ମହାମୁକାବିଲାରେ ପରସ୍ପରରକୁ ଭେଟିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ। ଆରସିବି କିମ୍ବା ପଞ୍ଜାବ ପୂର୍ବରୁ ଆଇପିଏଲ୍ ଟାଇଟଲ ହାସଲ…
୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ
ପରଜଙ୍ଗ,୩।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ…
ଆକ୍ସନରେ ପ୍ରଶାସନ: ସବୁ ଖଜା ଦୋକାନର ହେବ ଯାଞ୍ଚ
ପୁରୀ,୩ା୬(ଅଜିତ୍ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖ ସମେତ ସହରର ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରାଯାଉଛି। ସେହିପରି ଅସାଧୁ ବ୍ୟବସାୟୀମାନେ ଓଜନରେ ମଧ୍ୟ ଠକୁଥିବା ଦେଖିବାକୁ ମିଳୁଛି। ଏପରିକି ବାହାରେ ବିକ୍ରି ହେଉଥିବା…
ପଦ୍ମପୁରରେ ପାମ୍ ଚାଷ ପ୍ରତି ବଢୁଛି ଆଗ୍ରହ: ୨୨୦ ଚାଷୀ ପାମ୍ ଚାଷରେ ସାମିଲ
ପଦ୍ମପୁର,୩ା୬(ପ୍ରଦୀପ୍ତ ଦାଶ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅଣ ଜଳସେଚିତ ଅଞ୍ଚଳ, ଏଠାରେ ଗଭୀର ନଳକୂପ କିମ୍ବା ଉଠାଜଳସେଚନକୁ ଛାଡ଼ି ଦେଲେ ଜଳସେଚନର ସ୍ଥାୟୀ ସୁବିଧା ନାହିଁ। ଧାନ ଉତ୍ପାଦନରେ ରେକର୍ଡ କରୁଥିବା ବରଗଡ଼ ଜିଲାର ଚାଷୀ ବର୍ତ୍ତମାନ ଅଣଧାନ ଚାଷ…
ଭଲ ପାଇ କରିଥିଲେ ବିବାହ: ବାପାଙ୍କ ସହ ମିଶି ସ୍ବାମୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ତ୍ରୀ
କବିସୂର୍ଯ୍ୟନଗର, ୩ା୬(କୃପାସିନ୍ଧୁ ସ୍ବାଇଁ): ଗୋବିନ୍ଦପୁର ଗ୍ରାମର କାଳିଆ ସେଠୀ ଗତ ୧୩ ବର୍ଷ ତଳେ ପୋଲସରା ଥାନା ଡିମ୍ବିରିଆ ଗ୍ରାମର ମୋଚିରାମ ସେଠୀଙ୍କ ଝିଅ ପୂଜା ସେଠୀଙ୍କୁ ଭଲ ପାଇ ବିବାହ କରିଥିଲେ l କିଛି ଦିନ ଭଲରେ ଚଳିବା ପରେ…
ଶୈଲେଶ ଏଫ୍ଏଆଇର ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର,୩।୬: ଫର୍ଟିଲାଇଜର ଆସୋସିଏଶନ ଅଫ୍ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି। ଏପରିକି ଏହି ଶିଳ୍ପରେ ଚାରି ଦଶନ୍ଧିରୁ ଅଧିକ କାଳ ଅଭିଜ୍ଞତା ଥିବା ମେହଟା ମଧ୍ୟ ଫର୍ଟିଲାଇଜର ଆସୋସିଏଶନ ଅଫ ଇଣ୍ଡିଆ(ପଶ୍ଚିମାଞ୍ଚଳ)ର ଚେୟାରମ୍ୟାନ…
IPL 2025 Final Closing Ceremony: ରୋଚକ ହେବ କ୍ଲୋଜିଂ ସେରିମନି, ୧.୫ ଲକ୍ଷ ଦର୍ଶକେ ରହିବେ ସାକ୍ଷୀ!
ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୧୮ତମ ସିଜିନର ଫାଇନାଲ ମ୍ୟାଚ ମଙ୍ଗଳବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ପଞ୍ଜାବ କିଙ୍ଗସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ ମଧ୍ୟ ଆୟୋଜିତ ହେବ।…
ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ
ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର ଜମିରେ…
ଜେଇଇ-ଆଡ୍ଭାନ୍ସଡ୍ରେ ଆଲେନର ବାଜିମାତ
ଭୁବନେଶ୍ୱର,୩।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଲେନ (ଆଲେନ କ୍ୟାରିଅର ଇନ୍ଷ୍ଟିଚ୍ୟୁଟ ପ୍ରାଇଭେଟ ଲିମିଟେଡ୍)ର ଛାତ୍ରୀଛାତ୍ରମାନେ ଜେଇଇ-ଆଡ୍ଭାନ୍ସଡ୍ ୨୦୨୫ର ଫଳାଫଳରେ ବାଜିମାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଆଇଟି କାନପୁର ପକ୍ଷରୁ ଜେଇଇ-ଆଡ୍ଭାନ୍ସଡ୍ ୨୦୨୫ର ଫଳାଫଳ ଘୋଷଣା କରାଯାଇଛି। ଏହି…
ବ୍ରାଜିଲରେ ପାକିସ୍ତାନର କଥା ଉଠାଇ କାହିଁକି ‘ଆଇ ଆମ ସରି’ ବୋଲି କହିଲେ ଶଶି ଥରୁର, ଜାଣନ୍ତୁ…
ବ୍ରାସିଲିଆ/ନୂଆଦିଲ୍ଲୀ,୩।୬: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ରୋକିବାରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏମପି ଶଶି ଥରୁର ଚାଇନାକୁ କଡ଼ା ସମାଲୋଚନା କରିଛନ୍ତି। ଥରୁର ବର୍ତ୍ତମାନ ଏକ ସର୍ବଦଳୀୟ କୂଟନୈତିକ ପ୍ରତିନିଧି ଦଳ ସହିତ ବ୍ରାଜିଲ…
ଦୁଇଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି
ନୂଆଦିଲ୍ଲୀ,୩।୬:କ୍ରମାଗତ ଭାବେ ଘରୋଇ ବଜାରରେ ଦୁଇଚକିଆ ଯାନ ବିକ୍ରିରେ ବୃଦ୍ଧି ପରିଲଖିତ କରାଯାଉଛି। ଏପରି କି ୨୦୨୪ ପାର୍ବଣଠାରୁ ଦୁଇ ଚକିଆ ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ବିଶେଷ କରି ଦେଶର ଗ୍ରାମାଞ୍ଚଳରେ ଦୁଇଚକିଆ ଯାନର ବିକ୍ରି ପରିମାଣ…
Archives


