ଜୀବନ ଓ ଜଗନ୍ନାଥ
ଜୀବନ ଜିଇବା ପାଇଁ ସୃଷ୍ଟିରେ ଅନେକ ଶିକ୍ଷଣୀୟ ତତ୍ତ୍ୱ ରହିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ସମାଜ ଆମକୁ ଅନେକ କିଛି ଶିଖାଇଥାଏ। ସେଥିପାଇଁ ବିଶ୍ୱର ପ୍ରତିଟି ସୃଷ୍ଟି ସ୍ବତନ୍ତ୍ର ଉଦ୍ଦେଶ୍ୟମୂଳକ। ଯେମିତି ଭଗବାନ୍ ଶ୍ରୀଜଗନ୍ନାଥଙ୍କର ଆବିର୍ଭାବ ଏବଂ ଦୈନନ୍ଦିନ ରୀତିନୀତି…
ଟ୍ରମ୍ପ୍ଙ୍କ ଶ୍ୱେନଦୃଷ୍ଟି ଅନ୍ତରାଳେ
ବିଶ୍ୱ ରାଜନୈତିକ ଆକାଶରେ ଏବେ ଯେଉଁ ଝଡ଼ ସୃଷ୍ଟି ହୋଇଛି ତା’ର ଅନ୍ତରାଳେ ବହୁ ଅକୁହା କାରଣ ରହିଛି। ଆମେରିକା ତା’ର ପୂର୍ବ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ହରାଇ ବସିଲାଣି। ଏବେ ଟ୍ରମ୍ପ ଆମେରିକୀୟମାନଙ୍କ କିପରି ଆସ୍ଥାଭାଜନ ହୋଇ ପାରିବେ…
ପୋଲିସ ଭୂମିକାରେ ଅଲି ଫଜଲ୍
ମୁମ୍ବାଇ: କ୍ରାଇମ ଥ୍ରୀଲର ୱେବ୍ ସିରିଜ୍ ‘ମିର୍ଜାପୁର’ରେ ଗୁଡୁ ଭୈୟା ଚରିତ୍ର ନିଭାଇ ଦର୍ଶକଙ୍କର ପ୍ରଶଂସା ସାଉଣ୍ଟିଥିବା ଅଭିନେତା ଅଲି ଫଜଲ୍ ଖୁବ୍ଶୀଘ୍ର ୱେବ୍ ସିରିଜ ‘ରାଖ୍’ରେ ନଜରକୁ ଆସିବେ। ଏହା ଏକ ଇନ୍ଭେଷ୍ଟିଗେଟିଭ୍ କ୍ରାଇମ ଥ୍ରୀଲର ସିରିଜ୍ ହୋଇଥିବା ବେଳେ ଏଥିରେ…
ସବୁଠୁ ବିପଦପୂର୍ଣ୍ଣ ସେଲ୍ଫି ପଏଣ୍ଟ
ରିଓ ଡି ଜେନିରୋ: ସମ୍ପ୍ରତି ଯୁବପିଢ଼ି ହୁଅନ୍ତୁ କି ବୟସ୍କ, ସେଲ୍ଫି ମାନିଆ ସମସ୍ତଙ୍କୁ ଘାରିଛି। ତେବେ ପ୍ରତିବର୍ଷ ଏହି ସେଲ୍ଫି କ୍ରେଜ୍ ପାଇଁ ଅନେକ ଶହ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଥାଏ। ତଥାପି ସେଲ୍ଫି ପ୍ରେମୀମାନେ ନିଜକୁ ସାହସୀ ଏବଂ…
ପ୍ରଥମ ଭାରତୀୟ ଭାବେ ଜାକିର ଖାନ ମ୍ୟାଡିସନ ସ୍କୋୟାର ଗାର୍ଡେନରେ କଲେ ଶୋ
ଭୁବନେଶ୍ୱର,୧୮।୮: ଭାରତୀୟ ଷ୍ଟାଣ୍ଡ-ଆପ କମେଡିଆନ ଜାକିର ଖାନ ନ୍ୟୁୟର୍କର ଆଇକନିକ ମ୍ୟାଡିସନ ସ୍କୋୟାର ଗାର୍ଡେନରେ ହିନ୍ଦୀ ଭାଷାରେ କମେଡି ଶୋ କରି ଇତିହାସ ରଚିଛନ୍ତି। ଇନ୍ଦୋରର ୩୭ ବର୍ଷୀୟ ଏହି କମେଡିଆନ, ଯିଏ ତାଙ୍କର ‘ଶକ୍ତ ଲୌଣ୍ଡା’ (ଟଫ୍ ଗାଏ) ଚରିତ୍ର…
୨ ଘଣ୍ଟା ବର୍ଷାରେ ସବୁ ଅଚଳ, ତଥାପି ଟୋଲ୍ କାହିଁକି? ପ୍ରଶ୍ନ ଉଠାଇଲେ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୧୮।୮: ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ବି. ଆର. ଗଭାଇ ଜାତୀୟ ରାଜପଥର ଅବସ୍ଥା ଓ ଟୋଲ ଟ୍ୟାକ୍ସ ସଂଗ୍ରହ ସମ୍ପର୍କିତ ଏକ ଆବେଦନ ଶୁଣାଣି ସମୟରେ କହିଛନ୍ତି ଯେ, ଦିଲ୍ଲୀରେ ମାତ୍ର ୨ ଘଣ୍ଟା ବର୍ଷା ହେଲେ ସମଗ୍ର ରାଜଧାନୀ…
ବିଜେଡି ଛାଡି ଭାଜପାରେ ଯୋଗ ଦେଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ
ପାଟଣା,୧୮।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ଦେଖା ଦେଇଛି। ରବିବାର ପାଟଣା ଏବଂ ସାହାରପଡ଼ା ବ୍ଲକରୁ ବିଜେଡି ଓ ଭାଜପା ଛାଡି କେତେକ ନେତା ଭୁବନେଶ୍ୱରଠାରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ…
ବରିଷ୍ଠ ନେତା ହରିବନ୍ଧୁ ପ୍ରଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା
ଭଞ୍ଜନଗର,୧୮।୮(ବାବୁଲା ପ୍ରଧାନ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା ତଥା ସାମାଜିକ କର୍ମୀ ହରିବନ୍ଧୁ ପ୍ରଧାନଙ୍କର (୭୩) ସୋମବାର ପରଲୋକ ଘଟିଛି। ତାଙ୍କର ବିୟୋଗରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ରାଜନେତା ସହ ବିଭିନ୍ନ ଧର୍ମ ଅନୁଷ୍ଠାନ…
ମଦ ବିକ୍ରି ବନ୍ଦ ଦାବି ତେଜିଲା
ପଦ୍ମପୁର,୧୮ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଞ୍ଚାୟତ ଢୋଲବନ୍ଧ ଓ ପାଖ ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଢୋଲବନ୍ଧର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ପଦ୍ମପୁର ଉପଜିଲାପାଳ…
ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ
ଛତ୍ରପୁର,୧୮।୮(ଦିଲ୍ଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । କିଛି ସ୍ଥାନରେ…
ପ୍ୟାରିସ ବିଶ୍ଵ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଟଲର ଭଗିନୀ ଋତୁପର୍ଣ୍ଣା, ଶ୍ୱେତପର୍ଣ୍ଣା
ଭୁବନେଶ୍ୱର,୧୮।୮: ଓଡ଼ିଶାର ପ୍ରଥମ ଭଗିନୀ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ଅଗଷ୍ଟ ୨୫ରୁ ୩୧ ତାରିଖ ମଧ୍ୟରେ ପ୍ୟାରିସରେ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ…
ଆସନ୍ତାମାସରେ ଓଡ଼ିଶାରେ SIR: ଜାଣନ୍ତୁ ଏହା କ’ଣ, ଆଉ ଲୋକଙ୍କ ଉପରେ କି ପ୍ରଭାବ ପକାଇବ…
ଭୁବନେଶ୍ୱର,୧୮।୮: ଆସନ୍ତାମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ SIR ଆରମ୍ଭ ହେବ। ଏନେଇ ଜାନୁଆରୀ…
Archives


