Posted inଖେଳ

ହସ୍ପିଟାଲରୁ ଘରକୁ ଫେରିଲେ ମାର୍ଟିନ: ପ୍ରଶସଂକଙ୍କୁ କହିଲେ…

ମେଲବୋର୍ନ,୧୭।୧: ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟର ଡାମିଏନ ମାର୍ଟିନ ଶନିବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ମେନିଙ୍ଗିଟିସ ଆଟାକ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏପରି କି ସେ କୋମାକୁ ଚାଲି ଯାଇଥିଲେ।

ସୁସ୍ଥ ହୋଇ ଘରକୁ ଫେରିଥିବାରୁ ମାର୍ଟିନ ଖୁସି ବ୍ୟକ୍ତ କରିଛନ୍ତି। ସମୁଦ୍ର କୂଳରେ ଚାଲିପାରୁ ଥିବାରୁ ଏବଂ ମୋ ପରିବାର ପ୍ରତି ସମର୍ଥନ ବ୍ୟକ୍ତ କରିଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ। ଏହି ଅଭିଜ୍ଞତା ମନେପକାଇ ଦେଉଛି ଯେ, ଜୀବନ କେତେ କ୍ଷଣସ୍ଥାୟୀ ଏବଂ ସମୟ କେତେ ମୂଲ୍ୟବାନ ବୋଲି ମାର୍ଟିନ ଏକ୍ସ’ରେ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨ ବଲ୍‌ରେ ବଡ଼ ରେକର୍ଡ ଭାଙ୍ଗିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପଡ଼ିଆରେ ରୋମାଞ୍ଚକର ଯୁଦ୍ଧ

ନୂଆଦିଲ୍ଲୀ,୧୩।୨: ୨୦୨୬ ଟି-୨୦ ବିଶ୍ୱକପର ୧୮ତମ ମ୍ୟାଚରେ ଟିମ ଇଣ୍ଡିଆ ନାମ୍ବିଆ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ…

ICC ଅଧ୍ୟକ୍ଷ ହେବା ପରେ ସବୁ ଚିତ୍ର ବଦଳାଇ ଦେଲେ ଜୟ ଶାହା, ହେଉଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୩।୨: କ୍ରିକେଟ ନାମ୍ବିଆର ସଭାପତି ରୁଡି ଭାନ ଭୁରେନ ଗୁରୁବାର କହିଛନ୍ତି ଯେ ୱିଣ୍ଡହୋକରେ ନୂତନ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଆମେରିକା ସହିତ ଏହି ବଡ଼ ଡିଲ୍‌ କରିବ ଭାରତ! ମଧ୍ୟବିତ୍ତ ପରିବାରକୁ ହେବ ଫାଇଦା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ୫ ବିଲିୟନ ବାଣିଜ୍ୟ ଚୁକ୍ତି ବ୍ୟତୀତ, ଭାରତ ସରକାର LNGକୁ ନେଇ ଏକ ଡିଲ୍‌ କରିପାରନ୍ତି। ଭାରତ ସରକାରଙ୍କ…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ପାଣି ଆଣିବାକୁ ଯାଇ କେନାଲରେ ଭାସିଗଲେ ମହିଳା, ଅପସ୍ମାର…

ଅତାବିରା,୧୩।୨(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଚକୁଳିଫାର୍ମର ଏକ କେନାଲରୁ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଜବତ କରାଯାଇଛି ।…

ତାରିକ ରହମାନ କିଏ? ୪ ବର୍ଷ ବୟସରେ ଜେଲ୍‌ ଯିବାଠୁ ଆରମ୍ଭ କରି ବାଂଲାଦେଶର ପ୍ରଧାନମନ୍ତ୍ରୀ ଆସନ ଯାଏ…ଜାଣନ୍ତୁ ପୂରା କାହାଣୀ

ଢାକା,୧୩।୨: ତାରିକ ରହମାନ ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶର ତ୍ରୟୋଦଶ ସାଧାରଣ ନିର୍ବାଚନରେ ଏକ…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri