Home Left

ଯୋଗେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ: ନବୀନଙ୍କୁ ଜଣାଇଲେ କୃତଜ୍ଞତା

ବଡ଼ଗାଁ, ୧୮।୧(ଅଶୋକ ଷଡଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ବିଜେଡି ସଭାପତି ଭାବେ ଫୁଲବାରୀ ସରପଞ୍ଚ ତଥା ବଡ଼ଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଯୋଗେନ୍ଦ୍ର କିଷାନ ମନୋନୀତ ହୋଇଛନ୍ତି । ପୁରୁଖା ବିଜେଡି କର୍ମୀ ଭାବେ ସେ ବଡ଼ଗାଁ ବ୍ଲକରେ…

ଦ୍ଵିତୀୟ ଦିନରେ ଦାରିଙ୍ଗବାଡି ପୋଲିସର ମଦ ଧରପଗଡ଼ ଅଭିଯାନ, ସାବଡ଼ ହେଉଛନ୍ତି ଚୋରା ମଦ ବ୍ୟବସାୟୀ

ଦାରିଙ୍ଗବାଡି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦ୍ଵିତୀୟ ଦିନରେ ମଧ୍ୟ ଚୋରାମଦ ଧରପଗଡ଼ ଜୋରଦାର କରାଯାଇଛି । ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଏବଂ ପୋଲିସ ସୁରକ୍ଷା ବାହିନୀର ମିଳିତ ଉକ୍ତ ଥାନା…

ସୁରେଶ ଚୌଧୁରୀ ବ୍ଲକ କଂଗ୍ରେସ ସଭାପତି, ପିସିସି ସଭାପତିଙ୍କୁ ଧନ୍ୟବାଦ…

କର୍ଲାମୁଣ୍ଡା,୧୮/୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ସୁରେଶ ଚୌଧୁରୀ ପୁନର୍ବାର ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ…

୭୬ତମ କୁର୍ଶୁଲା ମକରମେଳା ଉଦଯାପିତ; ଚଣ୍ଡୀଙ୍କ ପୀଠରେ ପଡିଲା ବଳି, ୨କୋଟିରୁ…

କର୍ଲାମୁଣ୍ଡା,୧୮ା୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ ଚାଲୁଥିବା ୭୬ତମ ମକରମେଳା ରବିବାର ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖ ଦିନ ନେଉଳ ପ୍ରବେଶ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା…

ପାଟପୁରରେ କ୍ରିକେଟ ମ୍ୟାଚ୍, ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି/ପାଟପୁର,୧୮|୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମରେ ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ରବିବାର କ୍ଲବର…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ ଘରୋଇ ବସ୍‌ ଗଡ଼ିବ ନାହିଁ ବୋଲି ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରି…

ବନ୍ଦେ ଭାରତ ଟ୍ରେନ ପାଇଁ ଆସିଲା ନୂଆ ନିୟମ, ଟିକେଟ୍ ବାତିଲ କଲେ କଟିଯିବ…

ନୂଆଦିଲ୍ଲୀ,୧୮ା୧: ବନ୍ଦେ ଭାରତ ଏକ୍ସପ୍ରେସର ଅପାର ସଫଳତା ପରେ, ଦେଶକୁ ଏବେ ପ୍ରଥମ “ବନ୍ଦେ ଭାରତ ସ୍ଲିପର” ଟ୍ରେନର ଉପହାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଓ୍ବଡା ଏବଂ କାମାଖ୍ୟା (ଗୌହାଟି) ମଧ୍ୟରେ ଚାଲୁଥିବା ଏହି ପ୍ରଥମ ସ୍ଲିପର ଟ୍ରେନକୁ ନିକଟରେ…

ଭୟଙ୍କର ହତ୍ୟାକାଣ୍ଡ; ୨ ସ୍ତ୍ରୀଙ୍କୁ ଛାଡି ତୃତୀୟ ସହ ଲିଭ-ଇନରେ ରହୁଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ, ପ୍ରେମିକାକୁ କାଟି…

ଲକ୍ଷ୍ନୌ,୧୮ା୧: ଉତ୍ତରପ୍ରଦେଶ ଝାନ୍ସୀର ସିପ୍ରି ବଜାର ପୋଲିସ ଷ୍ଟେସନ ଅନ୍ତର୍ଗତ ବ୍ରହ୍ମନଗରରେ ରହୁଥିବା ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ। ସେ ଖଣ୍ଡଗୁଡ଼ିକୁ ପୋଡ଼ି ଦେଇଥିଲେ…

ଭୟଙ୍କର ବିସ୍ଫୋରଣ: ଉଡ଼ିଗଲା ଛାତ, ଚାଲିଗଲା ଜଣଙ୍କ ଜୀବନ

କଟକ,୧୮।୧: କଟକ ସଦର ଥାନା ଖଲର୍ଦ୍ଦା ଗାଁରେ ରବିବାର ଏକ ଅଘଟଣ ଘଟିଛି। ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି। ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ମୃତକ ସ୍ଥାନୀୟ ଗାଁର…

ଅନ୍ୟ ଜିଲା ଠିକାଦାରଙ୍କୁ ଦୃଢ଼ ବିରୋଧ, ଟେଣ୍ଡର ପକାଇଲେ…

କେସିଙ୍ଗା,୧୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ ଏକ ହୋଟେଲ୍‌ରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥି ଭାବେ ଜିଲା ସଭାପତି…

କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ

ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ସୁବିଧା ପଛରେ ଲୁଚି ରହିଥିବା ‘ସୁଧାର ଚକ୍ରବ୍ୟୁହ’କୁ ନ ବୁଝିଲେ…

କଣ୍ଡୋମ୍ ଉପରେ ନୂଆ ଟ୍ୟାକ୍ସ ଲଗାଇଛି ଚାଇନା: ବଢିବ କି ଦେଶରେ ହ୍ରାସ ପାଉଥିବା ପ୍ରଜନନ ହାର ?

ନୂଆଦିଲ୍ଲୀ,୧୮ା୧: ଚାଇନା ବହୁ ବର୍ଷ ପୂର୍ବରୁ ଏକ ସନ୍ତାନ ନୀତି ପ୍ରଚଳନ କରିଥିଲା। କିନ୍ତୁ ସେତେବେଳେ ବହୁତ କମ୍ ଲୋକ ଜାଣିଥିଲେ ଯେ ଏହା ନିଜର କବର ଖୋଳୁଛି। ଏକଦା ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ, ଚାଇନା ଏବେ ବିଶ୍ୱର ସବୁଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?