Home Left

କିଏ ସେହି IPS ସତୀଶ ଗୋଲଚା? ଦିଲ୍ଲୀ ଦଙ୍ଗାଠାରୁ ତିହାଡ ଜେଲ ପର୍ଯ୍ୟନ୍ତ… ଗ୍ରହଣ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ,୨୧।୮: ସତୀଶ ଗୋଲଚାଙ୍କୁ ଦିଲ୍ଲୀ ପୋଲିସର ନୂଆ କମିଶନର ଭାବରେ ନିଯୁକ୍ତ କରାଯାଇଛି। ସେ ଏବେ ଏସବିକେ ସିଂହଙ୍କ ସ୍ଥାନ ନେବେ, ଯାହାକୁ ପୋଲିସ କମିଶନରର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏସବିକେ ସିଂହ ୩୧ ଜୁଲାଇରେ ପୂର୍ବତନ ପୋଲିସ କମିଶନର ସଞ୍ଜୟ…

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଅଭିଯୁକ୍ତ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳର ମାଧବ ସ୍ବାଇଁ(୬୨)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦…

ହାଇକୋର୍ଟଙ୍କ ତୋରଣ କଟକଣା

କଟକ,୨୧।୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…

ବିଜୟ ଥାଲାପାଥିଙ୍କ ବଡ଼ ଘୋଷଣା: ୨୦୨୬ ନିର୍ବାଚନରେ…

ନୂଆଦିଲ୍ଲୀ,୨୧।୮: ଅଭିନେତା ବିଜୟଙ୍କ ଟିଭିକେ ଦଳ ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ରାଜନୈତିକ ପଦାର୍ପଣ କରିବ। ମାଦୁରାଇରେ ଅନୁଷ୍ଠିତ ଦଳର ଦ୍ୱିତୀୟ ରାଜ୍ୟ ସମ୍ମିଳନୀ ସମୟରେ, ବିଜୟ ସୂଚିତ କରିଥିଲେ ଯେ ତାଙ୍କ ଦଳ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।…

ମା’ତାରିଣୀ ରାଇସ ମିଲର ୨ଟି ଗୋଦାମରେ ଷ୍ଟକ ନାହିଁ ଧାନ, ଚାଉଳ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଗାଣ ବିଭାଗର ବିଳମ୍ବକୁ ନେଇ ପ୍ରଶ୍ନ

ଛତ୍ରପୁର,୨୧/୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଲିଆ ଗ୍ରାମର ମା’ ତାରିଣୀ ରାଇସ ମିଲରେ ଯୋଗାଣ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରିଛି । ହେଲେ ତ୍ୱରିତ୍ୱ ପଦକ୍ଷେପ ନେବାକୁ କାହିଁକି ବିଳମ୍ବ ଦେଖାଉଛି ଯୋଗାଣ ବିଭାଗ…

ବିଭିନ୍ନ ଦାବି ନେଇ ଗର୍ଜିଲେ ଅଙ୍ଗନଓ୍ବାଡ଼ି ଦିଦି, ଦାବି ପୂରଣ ନ ହେଲେ…

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଗାଁରୁ ସହର ସବୁଠି ସରକାରଙ୍କ ସମସ୍ତ ଜନହିତକର ଯୋଜନାକୁ ସଫଳ ରୂପାୟନ କରିଥାଆନ୍ତି ଅଙ୍ଗନଓ୍ବାଡ଼ିକର୍ମୀମାନେ। କିନ୍ତୁ ସରକାର ସବୁବେଳେ ଏହିମାନଙ୍କୁ ହତାଦର କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ। ଏନେଇ ଗୁରୁବାର ଜିଲାର ୩ ହଜାରରୁ ଊର୍ଦ୍ଧ୍ୱ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡ଼ି ଓ୍ବାର୍କର ଆସୋସିଏଶନ

ବଲାଙ୍ଗୀର,୨୧ା୮(ସୁନୀଲ ମହାନ୍ତି): ଭାରତୀୟ ମଜଦୂର ସଂଘ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ରାଜ୍ୟ ସଂଘ ବଲାଙ୍ଗୀର ଶାଖା ତରଫରୁ ୧୨ ଦଫା ଦାବି ନେଇ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୋଷଣ ଟ୍ରାକର ତଥା ଏଫ୍‌ଆର୍‌ଏସ୍‌ରେ ହେଉଥିବା…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରୀଡ଼ା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି: ଜାଣନ୍ତୁ ଖେଳାଯିବ ନା ନାହିଁ

ନୂଆଦିଲ୍ଲୀ,୨୧।୮: କ୍ରୀଡ଼ା ମନ୍ତ୍ରଣାଳୟ କୌଣସି ଖେଳରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ ନିଜର ମତ ସ୍ପଷ୍ଟ କରିଛି। ନୂତନ ନୀତି ଅନୁଯାୟୀ, ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ କିମ୍ବା ଇଭେଣ୍ଟରେ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ ଟିମ ଇଣ୍ଡିଆକୁ…

ରୁଷିଆରେ ଥାଇ ଟ୍ରମ୍ପଙ୍କ ପୋଲ୍‌ ଖୋଲିଦେଲେ ଜୟଶଙ୍କର

ମସ୍କୋ,୨୧।୮: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ, ସମ୍ପ୍ରତି ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହା ପଛରେ ଆମେରିକା ଯୁକ୍ତି ରଖିଛି ଯେ ଭାରତ ରୁଷିଆରୁ…

କଂଗ୍ରେସ ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ: ଶେଷରେ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୮: ଗତ କିଛି ଦିନ ଧରି ମହିଳାମାନଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ପରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ଏବଂ ପାଲକ୍କଡ ବିଧାୟକ ରାହୁଲ ମାମକୁଟାଥିଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାୟକ ରାହୁଲ ତାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ…

ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନଶିକ୍ଷକ ଥାନାରେ ଅଟକ

ଝାରସୁଗୁଡ଼ା,୨୧ା୮: ଝାରସୁଗୁଡ଼ା ଆବାସିକ ସ୍କୁଲରେ ଛାତ୍ରୀମାନଙ୍କୁ ଅସଦାଚରଣ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବନହରପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ଏକ ରୁଜୁ ମାମଲା ହୋଇଥିବାବେଳେ ଆବାସିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଥାନାରେ ଅଟକ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ମୁଭି ପ୍ରଥମେ ଦେଖିବେ ହାଇକୋର୍ଟ, ରାୟ ଦେବେ ଜଜ

ମୁମ୍ବାଇ,୨୧।୮: ବମ୍ବେ ହାଇକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରି’ ଦେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏହି ସପ୍ତାହନ୍ତରେ ଫିଲ୍ମଟି ଦେଖିବେ ଏବଂ ସୋମବାର ତାଙ୍କର ନିର୍ଦ୍ଦେଶ ଦେବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri